Browsing Category
ଖବର
ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି; ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ, ପ୍ରତିକ୍ରିୟା ରଖିଲା ଇରାନ
ୱାଶିଂଟନ: ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ଏଣ୍ଟ୍ରି ମାରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି।…
ସ୍କୁଲ ପିଲାଙ୍କୁ ଜୁଲାଇ ୧୫ ସୁଦ୍ଧା ୨ ହଳ ଲେଖାଏଁ ମାଗଣା ଡ୍ରେସ୍ ଦିଆଯିବ
ଭୁବନେଶ୍ୱର: ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଡ୍ରେସ୍। ଏକାଥରେ ମିଳିବ ୨ ହଳ ଡ୍ରେସ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଟେଲରିଂ ୟୁନିଟ୍ ଥିବା ମହିଳା…
“ମୋ ପୁଅ ବୋହୁ ମତେ ଜୀବନରୁ ମାରିଦେବେ”, କାନ୍ଦି କାନ୍ଦି କହିଲେ ମହିଳା
ଉତ୍ତରପ୍ରଦେଶ: ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ବୋହୁ ଜୀବନକୁ କରିଦେଲେ ଦୁର୍ବିସହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁର ଦେହାତରୁ। ଯେଉଁଥିରେ ପୁଅ ବୋହୁ ମିଶି ମାଆକୁ ପାଗଳ ସଜେଇ ଘରୁ ବାହାର…
54,422 ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରୀ, ଆଗକୁ ଆହୁରି ଚାକିରୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର
ପଞ୍ଜାବ: ରାଜ୍ୟର ମୋଟ 54,422 ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରୀ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଶନିବାର ପର୍ଯ୍ୟନ୍ତ ମୋଟ 54,422 ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ପ୍ରକ୍ରିୟା ସମାପ୍ତ କରିଛନ୍ତି।…
600 ରୁ ଅଧିକ ଭୂମିହୀନ ପରିବାରଙ୍କ ସ୍ୱପ୍ନ ହେଲା ସାକାର, ସମସ୍ତଙ୍କୁ ଦିଆଗଲା ଘରର କାଗଜପତ୍ର
ବିହାର: ଭୂମିହୀନ ପରିବାରଙ୍କ ସ୍ୱପ୍ନ ହେଲା ସାକାର। ପ୍ରାୟ 600ରୁ ଅଧିକ ଭୂମିହୀନ ପରିବାରକୁ ଦିଆଗଲା ବାସେରା 2 ଯୋଜନା ଅଧୀନରେ ଫର୍ମ। ବିହାରର ଦରଭଙ୍ଗାରେ 600 ରୁ ଅଧିକ ଭୂମିହୀନ ପରିବାରଙ୍କ ସ୍ୱପ୍ନ ସାକାର ହୋଇଛି।…
Cute Video: ପିଲାଙ୍କ ସହ ସଙ୍ଗାତ ବସିଲା କୁକୁର, ହାତ ଉପରେ ହାତ ରଖି ଖେଳିଲା
ନୂଆଦିଲ୍ଲୀ: ମଣିଷ ଏବଂ ପଶୁଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ୱତନ୍ତ୍ର। ଆମେ ପ୍ରାୟତଃ ଦେଖୁ ଯେ, ଲୋକମାନେ କୁକୁରମାନଙ୍କ ସହିତ ବହୁତ ଶୀଘ୍ର ଯୋଡ଼ି ହୋଇଯାଆନ୍ତି।
କୁକୁରମାନେ ମଧ୍ୟ ସେମାନଙ୍କ ମାଲିକ ଏବଂ ସେମାନଙ୍କୁ…
ସୁନ୍ଦର ଦେଖାଯିବାର ନିଶା କରିଦେଲା କାଙ୍ଗାଳ, 46 ଲକ୍ଷ ଟଙ୍କା ଖର୍ଚ୍ଚ ସହ ରୋଗକୁ କଲେ ଆମନ୍ତ୍ରଣ
ଓଡିଶା ଭାସ୍କର: ସୁନ୍ଦର ଦେଖାଯିବା ପାଇଁ ଖର୍ଚ୍ଚ କରିଦେଲେ 46 ଲକ୍ଷ ଟଙ୍କା। ସାଧାରଣତଃ ଯୁବପିଢ଼ି ନିଜ ପସନ୍ଦର ସେଲିବ୍ରିଟିମାନଙ୍କୁ ଦେଖି ସେମାନଙ୍କ ପରି ସୁନ୍ଦର ଦେଖାଯିବା ପାଇଁ ଇଛା କରନ୍ତି। କିନ୍ତୁ ତାହା…
ଦିନ ଦ୍ବିପହରେ ରାଜଧାନୀରେ ବୁଲିଲା ଖଣ୍ଡା
ଭୁବନେଶ୍ୱର: ଦିନ ଦ୍ବିପହରେ ରାଜଧାନୀରେ ବୁଲିଲା ଖଣ୍ଡା। ଭରତପୁର ଥାନା ଅନ୍ତର୍ଗତ ସାମପୁର ଅଞ୍ଚଳରେ ଏଭଳି ଘଟଣା ଦେଖାଯାଇଥିବାବେଳେ ଭରତପୁର ବସ୍ତିରେ 20 ରୁ 30 ଯୁବକ କଲେ ଆକ୍ରମଣ।
ଯାହାଦ୍ୱାରା 3ଜଣ ଗୁରୁତର…
ମଥାରୁ ଧୋଇଦେଲେ ସିନ୍ଦୁର, ସ୍ତ୍ରୀକୁ ଟେକିଦେଲେ ପ୍ରେମିକ ହାତରେ
ଉତ୍ତରପ୍ରଦେଶ: ବିବାହକୁ 15 ବର୍ଷ, 11 ବର୍ଷର ପୁଅ ଏବଂ 7 ବର୍ଷର ଝିଅ, ତଥାପି ବି ମହିଳାଙ୍କୁ ହୋଇଗଲା ପ୍ରେମ। ପ୍ରେମିକକୁ ପାଇବା ପାଇଁ ସ୍ୱାମୀ ଏବଂ ପୁଅକୁ ଖାଦ୍ୟରେ ଦେଇଥିଲେ ବିଷ। ଭଗବାନଙ୍କ କୃପାରୁ ବଞ୍ଚିଗଲା 2…
7 ବର୍ଷ ପଛକୁ ପଳେଇବ ବୟସ, ଚାଁହୁ ଚାଁହୁ ହୋଇଯିବେ ଯବାନ
ଓଡିଶା ଭାସ୍କର: ସାରା ବିଶ୍ୱର କ୍ୟାଲେଣ୍ଡର ଠାରୁ 7 ବର୍ଷ ପଛରେ ଅଛି ଏହି ଦେଶର କ୍ୟାଲେଣ୍ଡର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଜ୍ଞା ହଁ, ଇଥିଓପିଆ ଏପରି ଏକ ଅନନ୍ୟ ଦେଶ, ଯେଉଁଠାରେ 2025 ମସିହାରେ ମଧ୍ୟ ଲୋକମାନେ…