Browsing Category
ଖବର
ପ୍ରତି ମାସ ସରକାର ଦେବେ ୧୮ ହଜାର ଟଙ୍କା… କେଉଁ ମାନଙ୍କୁ ଓ କାହିଁକି ମିଳିବ ଏହି ଆମାଉଣ୍ଟ? ଜାଣନ୍ତୁ ପ୍ରକୃତ ମାମଲା
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଅନେକ ଖବର ପ୍ରସାରିତ ହେଉଛି । ସରକାରଙ୍କ ବିକାଶମୂଳକ ଯୋଜନାରେ ଦେଶର…
(Video) ଭରା ଷ୍ଟାଡିୟମରେ ହାତ ଯୋଡ଼ି କ୍ଷମା ମାଗିଲେ ରିଷଭ ପନ୍ତ: ମ୍ୟାଚରେ କରିଥିଲେ ଏମିତି ଭୁଲ!
ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରିଛନ୍ତି ଅଧିନାୟକ ରିଷଭ ପନ୍ତ । ମାତ୍ର ୪୩ ବଲରୁ ୫ଟି ଚୌକା ଏବଂ ୮ଟି ଛକା ସହ ୮୮ ରନର ଏକ ଦମଦାର ଇନିଂସ ଖେଳିଛନ୍ତି ଦିଲ୍ଲୀ…
ଏହି ଆସନରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ? ମେ’ ୧ରେ ନାମାଙ୍କନ ଦାଖଲ କରିପାରନ୍ତି
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଆରମ୍ଭ ହୋଇସାରିଛି । ପ୍ରତ୍ୟେକ ରାଜ୍ୟ ଏବଂ ନିର୍ବାଚନ ମଣ୍ଡଳୀରେ ଏବେ କମ୍ପୁଛି ରାଜନୀତି ମଇଦାନ । ତେବେ ଏହା ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେଉଁଠୁ ଲଢିବେ, ସେ ନେଇ ଚର୍ଚ୍ଚା…
Breaking; ପ୍ରକାଶ ପାଇଲା ମେନ୍ ପରୀକ୍ଷାଫଳ: ଅନ୍ୱେଷ ଶୁଭମ ଓଡ଼ିଶା ଟପ୍ପର
ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷାଫଳ । ଏନଟିଏ ପକ୍ଷରୁ ପରୀକ୍ଷା ଫଳାଫଳ ନେଇ ଘୋଷଣା ହୋଇଯାଇଛି । ଏହି ଟପ୍ପର ତାଲିକାରେ ୫୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଚଳିତ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ…
(Video) ଘଟିଲା ବଡ଼ ଚମତ୍କାର ! ହଠାତ୍ ଶୁଭିଲା ଭୟଙ୍କ ଶବ୍ଦ, ଥରି ଉଠିଲା ମାଟି… ମାଟି ଭିତରୁ ବାହାରି ଆସିଲେ ମା’ କାଳୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଚାରିଆଖରେ ଏପରି କିଛି ବଡ଼ଧରଣର ଅଘଟଣ ଘଟିଯାଇଥାଏ ଯାହାକୁ ଖାଲି ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରି ନଥାନ୍ତି । ଅନେକ ସମୟରେ ମାଆଙ୍କର ଅପାର ମହିମା ଜନମାନସରେ…
(Video) ‘ନିଜ ମାଆ-ଉଭଣୀ ଏବଂ ଝିଅଙ୍କୁ ରାହୁଲ ଗାନ୍ଧୀଙ୍କ ପାଖେ..’, ଇଏ କ’ଣ ସବୁ କହିଗଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଏବଂ କଂଗ୍ରେସ ପାର୍ଟୀର ନେତାଙ୍କ ମଧ୍ୟରେ ଆକ୍ରମଣ ଜାରି ରଖିଛନ୍ତି । ଏହି ସମୟରେ ଏକ ଲଜ୍ଜ୍ୟାଜନକ ବିବୃତ୍ତି ସାମ୍ନାକୁ ଆସିଛି । ଗୁଜରାଟରେ ଜଣେ କଂଗ୍ରେସ ନେତା…
(Video)ଜିମ୍ରେ ଆଶ୍ଚର୍ଯ୍ୟଜନକ ଭାବରେ କଲେ ପ୍ରିୱେଡିଂ ଫଟୋଶୁଟ୍, ଭିଡିଓ ହେଉଛି ଭାଇରାଲ୍
ଓଡ଼ିଶା ଭାସ୍କର: ପୂର୍ବଦିନମାନଙ୍କ ତୁଳନାରେ ଏବେ ହେଉଥିବା ବିବାହରେ ଖୁବ୍ ପରିବର୍ତ୍ତନ ଆସିଛି । ପୂର୍ବରୁ ଆପଣଙ୍କୁ ବିବାହ ପୂର୍ବରୁ ପ୍ରିୱେଡିଂ ଫଟୋ ଶୁଟ୍ର ଟ୍ରେଣ୍ଡ ଦେଖିବାକୁ ମିଳୁ ନ ଥିଲା । କିନ୍ତୁ ଆଜିକାଲି…
ଭାରତରେ ‘ଅବିଶ୍ୱସନୀୟ କାମ’ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଜେମି ଡିମୋନ୍
ନୂଆଦିଲ୍ଲୀ: ଜେପି ମୋର୍ଗାନ୍ ଚେଜ୍ ଆଣ୍ଡ୍ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମି ଡିମୋନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ 'ଅବିଶ୍ୱସନୀୟ କାମ' କରୁଛନ୍ତି। "୪୦୦ ନିୟୁତ ଲୋକ ଶୌଚାଳୟ…
(Video) ସତ ହେଉଛି ମାଳିକା! ଅଚାନକ ପାତାଳପୁରୀକୁ ଫିଟିଲା ରାସ୍ତା… ଏଥର ଧ୍ୱଂସ ହେବ ପୃଥିବୀ
ଓଡ଼ିଶା ଭାସ୍କର: ୨୨ ପାହାଚେ ଖେଳିବ ମୀନ, ରତ୍ନ ସିଂହାସନକୁ ସମୁଦ୍ର ଜଳରାଶି ଛୁଇଁବ । ପୃଥିବୀ ଧ୍ୱଂସ ହେବା ନେଇ ବାରମ୍ବାର ସଂକେତ ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା । ସାରା ଜୀବଜଗତ ପ୍ରତି ଘୋଟି ଆସୁଛି ବଡ଼…
କେନ୍ଦୁଝର: ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍, CCTV ଆଧାରରେ ପୋଲିସର ତଦନ୍ତ
କେନ୍ଦୁଝର: (ଓଡ଼ିଶା ଭାସ୍କର) ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍ ଉଦ୍ୟମ । ବଡ଼ବିଲ ଥାନା ୮ ନମ୍ବର ୱାର୍ଡ ଭଞ୍ଜ କଲୋନୀରେ ଲୁଟ୍ ଛୁରାମାଡ଼ କରି ଦୁର୍ବୃତ୍ତଙ୍କ ଲୁଟ୍ । ଗୁରୁତର ଯୁବକଙ୍କ ପରିଚୟ ଅନୁପ…