Browsing Category

ଖବର

IPL-2024 ସିଜନ ଅଧାରୁ ଅବସର ନେବେ MS Dhoni ? ଅଧିନାୟକ ପରେ କ୍ରିକେଟ ଛାଡ଼ିବେ ମାହି!

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ସିଜନର ପ୍ରଥମ ମ୍ୟାଚରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ଭେଟିବ ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚର ଦିନକ ପୂର୍ବରୁ ଚେନ୍ନାଇର ଅଧିନାୟକ ଏମ.ଏସ ଧୋନୀ…

କେଜ୍ରିୱାଲଙ୍କ ବୃଦ୍ଧ ପିତାମାତାଙ୍କୁ ନିର୍ଯାତନା ଦିଆଯାଉଛି; ସୌରଭ ଭରଦ୍ୱାଜ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ମୋଦୀ ସରକାର ତାଙ୍କ ପରିବାରକୁ ହଇରାଣ କରୁଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ…

୧୮ ମାସରେ ୧୬ ଜଣ ଗିରଫ, ଜାଣନ୍ତୁ ଦିଲ୍ଲୀ ମଦ ଦୁର୍ନୀତିରେ ଏପର୍ଯ୍ୟନ୍ତ କିଏ କିଏ ଯାଇଛନ୍ତି ଜେଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ଗତ ରାତିରେ ଜେରା ପରେ ଗିରଫ କରିଛି । ଦିଲ୍ଲୀ ହାଇକୋର୍ଟ ମନି ଲଣ୍ଡରିଂ ମାମଲାରେ କୌଣସି ପ୍ରକାର…

ଆଜି CSK vs RCB ମହାସମର: କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ଅଧିନାୟକ ଋତୁରାଜ, RCB ଉପରେ ନଜର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ-୨୦୨୪ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ୨ଟି ଶକ୍ତିଶାଳୀ ଦଳ । ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୋୟଲ ଚାଲେଞ୍ଜର୍ସ…

ମାଡ଼ି ଆସୁଛି ମହାବିପତ୍ତି! ଏପ୍ରିଲ ୮ ତାରିଖ ଦିନରେ ଅନ୍ଧାର ହୋଇଯିବ ସାରା ପୃଥିବୀ, କେଉଁଠି ଦିଶିବ ନଜାରା?

ଓଡ଼ିଶା ଭାସ୍କର: ଏପ୍ରିଲ ୮ ତାରିଖରେ ଆକାଶରେ ଦେଖାଯିବ ଅଦ୍ଭୁତ ନଜାରା । ୫୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିବେ ପୃଥିବୀ ବାସୀ । ଦିନ ସମୟରେ ମଧ୍ୟ ପୃଥିବୀରେ ଅନ୍ଧକାର ଘୋଟିଯିବ । ଲମ୍ବା ସମୟ…

ଓଡ଼ିଶାରେ ସୁନା ଦର ଉପରମୁହାଁ; ଚିନ୍ତାରେ ଗ୍ରାହକ, ୭୨ ହଜାର…

ଭୁବନେଶ୍ୱର: ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର। ଗୋଟିଏ ପଟେ ବିବାହ ସିଜନ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ସୁନା ଦର ହୁ ହୁ ହୋଇ ବଢିଚାଲିଛି। ଯାହାକୁ ନେଇ ଏବେ ସାଧାରଣ ପରିବାରର ଲୋକଟିଏ ଚିନ୍ତାରେ ପଡିଛି…

Star Sports ନା Jio Cinema? କେଉଁଠି ଏବଂ କେମିତି ମାଗଣା ଦେଖିବେ IPL-2024?

ନୂଆଦିଲ୍ଲୀ: ଆଜିଠାରୁ ଆଇପିଏଲର ମହାସମର ଆରମ୍ଭ ହେଉଛି । ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ୨୨…

‘Pushpak Mission’ ଲଞ୍ଚ୍ କଲା ଇସ୍ରୋ: ତୃତୀୟ ମିଶନରେ ବି ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଭାରତର କହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଇସ୍ରୋ ।…

ଟଙ୍କା ନେଇ ପ୍ରଶ୍ନ ପଚାରିବା ଘଟଣାରେ TMC ନେତ୍ରୀ ମହୁଆ ମୈଇତ୍ରାଙ୍କ ବିରୋଧରେ FIR ରୁଜୁ କଲା CBI

କୋଲକାତା : ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକପାଳଙ୍କ…

ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : ( ଓଡ଼ିଶା ଭାସ୍କର ) ଆଜି ସକାଳ ୫.୨୩ରେ ଏକ ଘରୋଇ ହସ୍ପିଟାଲରେ ବିଜୁ ଜନତା ଦଳର ନେତା ଦାମ ରାଉତଙ୍କ ପରଲୋକ ଘଟିଛି । ରାଜନୀତିରେ ଏକ ଯୁଗର ଅବସାନ ଘଟିବା କଥା କୁହାଯାଉଥିବା ବେଳେ ଶୋକ ପ୍ରକାଶ କରିଛନ୍ତି…