Browsing Category

ଭିଡିଓ ଖବର

(Video) ଓଡ଼ିଶାର ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛି କଳା ବାଘ: କ୍ୟାମେରାରେ ରେକର୍ଡ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିଛି ସ୍ଥାନରେ କୁମ୍ଭୀରକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । ରାଜ୍ୟର ଘଞ୍ଚ ଜଙ୍ଗଲରେ କଳା ବାଘ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଛି ।…

(Video) ବେରୋଜଗାରୀର ଦୟନୀୟ ସ୍ଥିତି! ଚପରାସୀ ଓ ୱେଟର ଚାକିରି ପାଇଁ ୩ ହଜାର ଆଶାୟୀଙ୍କ ଲମ୍ବା ଲାଇନ୍

ନୂଆଦିଲ୍ଲୀ: ଆଜିର ସମୟରେ ବିଭିନ୍ନ ଦେଶ ଯେତେ ପ୍ରଗତି କଲେ ବି ଅନେକ ଲୋକ ଚାକିରି ଖଣ୍ଡେ ପାଇବା ପାଇଁ କଠିନ ସଂଘର୍ଷ କରୁଛନ୍ତି । ଏହା ମଧ୍ୟରେ ବେରୋଜଗାରୀରର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଖଣ୍ଡେ ଚପରାଶୀ ଓ…

(Video) Air Show ବେଳେ ଘଟିଗଲା ବିରାଟ ଅଘଟଣ: ୪ ମୃତ, ୯୬ ଆହତ, ମେଡିକାଲରେ ଭର୍ତ୍ତି

ତାମିଲନାଡୁ: ଚେନ୍ନାଇର ମ୍ୟାରିନା ବିଚ୍ ଅଞ୍ଚଳରେ ଭାରତୀୟ ବାୟୁସେନାର ଏୟାର ଶୋ’ ବେଳେ ଘଟିଯାଇଛଇ ଏକ ବିରାଟ ଅଘଟଣ । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୯୬ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି ।…

(Video) ଭୟଙ୍କର ଦୁର୍ଘଟଣାରେ ଦୁଇ ଫାଳ ହୋଇଗଲା ଟ୍ରେନ୍: ଗରା, ବାଲଟିରେ ଲୋକେ ବୋହିନେଲେ ମାଗଣା ଡିଜେଲ୍

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବଡ଼ ଧରଣର ଦୁର୍ଘଟଣା ଘଟିବା ବେଳେ ଲୋକମାନେ ପୀଡ଼ିତଙ୍କୁ ସାହାଯ୍ୟ କରିବା ବଦଳରେ ଫୋନରେ ରେକର୍ଡିଂ କରିଥାନ୍ତି । ଏହି ଘଟଣା ଯେତିକି ନିନ୍ଦନୀୟ ସେତିକି ହାସ୍ୟାସ୍ପଦ । ତେବେ ଏଭଳି ଏକ…

(Video) ଉଲଗ୍ନ କରି ପିଟିଲେ, ପରିସ୍ରା ପିଆଇ ହୋସକୁ ଆଣିଲେ: ଶ୍ରମିକଙ୍କୁ ମାଡ଼ ଘଟଣାରେ ୩ ଜଣ ଗିରଫ

ଢେଙ୍କାନାଳ: ମଣିଷ କୂଳରେ ଜନ୍ମ ନେଇ ବି ଅନେକ ଲୋକ ନିଜ ମାନବିକତା ହରାଇ ଦେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ମୋଟଙ୍ଗା ଥାନା ଅଞ୍ଚଳରେ ୨ ଜଣ ଯୁବକଙ୍କୁ ମିଛରେ ଚୋର…

(Video) ମାଗଣାରେ ପୁରୀକୁ ଯିବେ ଶ୍ରଦ୍ଧାଳୁ: କେମିତି କରିବେ ପଞ୍ଜିକରଣ? ଦିଆଯିବ ଏହିସବୁ ସୁବିଧା

ଓଡ଼ିଶା ଭାସ୍କର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ । ଏଥିପାଇଁ ଶୀକ୍ଷେତ୍ର ପୁରୀକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହାମଧ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ନୂଆ…

Video: ସିଟ୍ ଉପରେ ଗୋଡ଼ ରଖି ଶୋଇଥିଲେ ଯୁବକ, ନେଲପଲିସ୍ ଲଗାଇଦେଲେ ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ଅଧିକାଂଶ ଭିଡିଓ ମଜାଳିଆ ହୋଇଥିବା ବେଳେ ଆଉ କିଛି ଶିକ୍ଷଣୀୟ ହୋଇଥାଏ । ସେମିତି ଏକ ମଜାଳିଆ ଭିଡ଼ିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ…

(Video) ଗଛରେ ଗଛରେ ମା ଅମ୍ବିକା… ୮ ହଜାର ଗଛରେ ନିର୍ମାଣ ହୋଇଛି ଦେବୀ ଦୁର୍ଗାଙ୍କ ପ୍ରତିମା

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ନବ ଦିନାତ୍ମକ ପୂଜା । ଆଜିଠାରୁ ୯ ଦିନ ପର୍ଯ୍ୟନ୍ତ ନବ ରୂପରେ ପୂଜା ପାଇବେ ମା ମହିଷାମର୍ଦ୍ଦିନୀ । ସେଥିପାଇଁ ପୁରପଲ୍ଲୀ କମ୍ପି ଉଠୁଛି । ମା’ଙ୍କ ଆଗମନରେ ହସି ଉଠିଛି…

(Video) ଲେଡି ସିଂଘମ; ଏକ ସାଙ୍ଗରେ ୩ଜଣ ଚୋରଙ୍କୁ ଘରେ ପଶିବାକୁ ଦେଲେନି ଏହି ମହିଳା, ଭିଡିଓ ଦେଖିବା ପରେ ହେବ ବିଶ୍ୱାସ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଜଣେ ମହିଳାଙ୍କ ବାହାଦୂରୀ ପାଇଁ ଘରୁ ଚୋରି ହେବାରୁ ବଞ୍ଚିଯାଇଛି। କିପରି ଏକାକୀ ଭାବେ ସେ ଚୋରଙ୍କୁ ଘରକୁ ପଶିବାକୁ ଦେଉନାହାନ୍ତି, ତା’ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…

(ଭାଇରାଲ ଭିଡିଓ) GF ସହ ବୁଲୁଥିଲା ସ୍ୱାମୀ, ବିଚ୍ ରାସ୍ତାରେ ଏପରି ଅବସ୍ଥା କଲା ସ୍ତ୍ରୀ, ଦେଖନ୍ତୁ

ନୂଆଦିଲ୍ଲୀ: ଏକ୍ସଟ୍ରା ମ୍ୟାରିଟାଲ ଘଟଣା ଦେଶ ଦୁନିଆରେ ଲଗାତାର ବଢିବାରେ ଲାଗିଛି। ତେବେ ଏହାକୁ ନେଇ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ସ୍ତ୍ରୀ ନିଜ…