Browsing Category
ରାଜ୍ୟ
ଚାଷୀଙ୍କ ପାଇଁ ଖୁସି ଖବର: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ…
ଅବିବାହିତ ପୁରୁଷ ଏବେଠୁ ସାବଧାନ… ମାଟ୍ରିମୋନୀ ସାଇଟରେ ବୁଲୁଛନ୍ତି ନକଲି ଝିଅ: Fake ଆକାଉଣ୍ଟରେ ଲୁଟୁଛନ୍ତି ସାଇବର କ୍ରିମିନାଲ
ଭୁବନେଶ୍ୱର: ଅବିବାହିତ ପୁରୁଷମାନେ ଏବେଠୁ ସାବଧାନ ହୋଇଯାଆନ୍ତୁ । ନଚେତ୍ ବିବାହ ବନ୍ଧନରେ ବାନ୍ଧି ହେବା ଆଶା ଆପଣଙ୍କୁ ମାୟାଜାଲରେ ଛନ୍ଦି ଦେଇପାରେ । ସୁନ୍ଦରୀ ପତ୍ନୀ ପାଇବା ଇଚ୍ଛା ଆପଣଙ୍କ ଆକାଉଣ୍ଟରେ କଳାକନା…
ଶିକ୍ଷକ ନିଯୁକ୍ତି ଅନିୟମିତତା ଅଭିଯୋଗରେ ସ୍ପଷ୍ଟିକରଣ ରଖିଲେ ଓସେପା ନିର୍ଦ୍ଦେଶକ
ଓଡ଼ିଶା ଭାସ୍କର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକାରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥିମାନଙ୍କ ଆଡମିଟ କାର୍ଡକୁ ନେଇ ଏବେ ଚର୍ଚ୍ଚା ହେଉଛି । କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ…
BREAKING: ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥର ମାଡ଼
ଝାରସୁଗୁଡ଼ା: (ଓଡ଼ିଶା ଭାସ୍କର) ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥର ମାଡ଼ ହୋଇଛି । ସୂଚନା ଅନୁଯାୟୀ, ଘର ସାମ୍ନାରେ ରହିଥିବା ଗାଡ଼ିକୁ ପଥର ଫିଙ୍ଗି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଏନେଇ ଥାନାରେ…
ଫେବ୍ରୁଆରୀ ୫ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଫେବ୍ରୁଆରୀ ୫ ରୁ ବିଧାନସଭା କାମଚଳା ବଜେଟ ଅଧିବେଶନ । ଫେବ୍ରୁଆରୀ ୫ ରୁ ୧୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଆଗକୁ ନିର୍ବାଚନ ଥିବାରୁ ଏହି…
SCBରେ ପ୍ରଥମ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ
କଟକ: SCBରେ ପ୍ରଥମ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ଶୁଭ୍ରାଂଶୁ ସାହୁ ନାମକ ରୋଗୀଙ୍କ ମୃତ୍ୟୁ ସୂଚନା । ୯ରେ SCBରେ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।…
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ; ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ
ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍ । ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ସ୍ବାଗତ । ଏହି ସୁପର ପ୍ରିମିୟର ବସର କିମି ପିଛା…
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୧ସଂଯୋଜକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ
ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଛି କଂଗ୍ରେସ । ନିଯୁକ୍ତି ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା…
ଭଞ୍ଜନଗର: ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ଭଞ୍ଜନଗର: (ଓଡ଼ିଶା ଭାସ୍କର) ସୋରଡ଼ା ଥାନା କେଶରୀପାଟଣା ନିକଟରେ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ୨ ବାଇକ୍ ଧକ୍କାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।…
ଭୁବନେଶ୍ୱର: ରଘୁନାଥପୁରରେ ଭବ୍ୟ ଗୃହ ପ୍ରକଳ୍ପର ଶୁଭାରମ୍ଭ କଲା ଇଭୋସ୍ ବିଲ୍ଡକନ୍
ଭୁବନେଶ୍ଵର: ଓଡ଼ିଶାର ରିଅଲ୍ ଇଷ୍ଟେଟ୍ ଓ ସମ୍ପତ୍ତି ବିକାଶ କ୍ଷେତ୍ରରେ ଅଗ୍ରଣୀ ନାମ ଇଭୋସ୍ ବିଲ୍ଡକନ୍ ଭୁବନେଶ୍ୱରର ରଘୁନାଥପୁରରେ ଗର୍ବର ସହ ଏହାର ନୂଆ ପ୍ରକଳ୍ପ ଘୋଷଣା କରିଛି। ପ୍ରଖ୍ୟାତ ଆର୍କିଟେକ୍ଟ ସଞ୍ଜୟ…