Browsing Category
ରାଜ୍ୟ
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ…
ପ୍ରଖ୍ୟାତ ଗୀତିକାର ପଣ୍ଡିତ ରଘୁନାଥ ରାଉତଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟର ବରିଷ୍ଠ ଗୀତିକାର ତଥା ଭଜନ ଶିରୋମଣି ପଣ୍ଡିତ ରଘୁନାଥ ରାଉତ ଆଉ ନାହାନ୍ତି । ୬୯ ବର୍ଷ ବୟସରେ ରଘୁନାଥଙ୍କ ପରି ଜଣେ ପ୍ରଖ୍ୟାତ…
ରାଜଧାନୀରେ ମାତିଛନ୍ତି ବୁଲା କୁକୁର: ପ୍ରତିଦିନ ୬୦ ଜଣ ହେଉଛନ୍ତି ଶିକାର!
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ସାରା ସହରରେ ବୁଲା କୁକୁରଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କୁକୁରଙ୍କ ଉତ୍ପାତ ଏତେ ବଢୁଛି ଯେ, କ୍ୟାପିଟାଲ…
ଜେଲରୁ ଫେରିବା ପରେ ଅର୍ଚ୍ଚନା ନାଗଙ୍କୁ ଧମକ; ଏନେଇ ଅଭିଯୋଗ ଆଣିଲେ ହନିଟ୍ରାପ୍ କୁଇନ୍…
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ସମ୍ପୃକ୍ତ ଥିବା ଅର୍ଚ୍ଚନା ନାଗଙ୍କୁ ଧମକ ମିଳିଥିବା ନେଇ ଅଭିଯୋଗ। ୨ ଦୁର୍ବୃତ୍ତ ଧମକ ଦେଇଥିବା ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଭିଯୋଗ ହୋଇଛି। ପରୀକ୍ଷା…
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ…
ପ୍ରଥମ ‘Grain ATM’ ସ୍ଥାପନ କରିବେ ରାଜ୍ୟ ସରକାର: ଏଟିଏମରୁ ବାହାରିବ ଚାଉଳ-ଗହମ, ଉପକୃତ ହେବେ ସାଧାରଣ ଜନତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗନ, କୃଷି ଆଦି ବିଭିନ୍ନ କ୍ଷେତ୍ର ପାଇଁ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର…
ଏବେ କେବଳ ଭଗବାନ ହିଁ ଭରସା: ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍ଗୀନ, ରକ୍ତସ୍ରାବ ସାଙ୍ଗକୁ ଗ୍ୟାସ ଜମୁଛି, ଆଖି ଖୋଲୁନି କି ଖାଦ୍ୟ ଗ୍ରହଣ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ଲରିପାଲି ଜଙ୍ଗଲର ଏକ ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ହୋଇଥିବା ନବଜାତକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ପାଖାପାଖି ୮ ଘଣ୍ଟାର…
ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାନ୍; ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପ୍ରଶାସନର ବଡ଼ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ…
GRIDCO ପକ୍ଷରୁ ସତର୍କବାଣୀ: ଜନସାଧାରଣ ବିଦ୍ୟୁତ ବ୍ୟବହାର କିପରି କରିବେ, କିପରି ସୁରକ୍ଷିତ ରହିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଆମ ସମସ୍ତଙ୍କର ଦୈନନ୍ଦିନ ଜୀବନରେ ବିଦ୍ୟୁତ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଖାଇବା ପିଇବା ଠାରୁ ଆରମ୍ଭ କରି ମୋବାଇଲ, ଗାଡ଼ି ଆଦି ପ୍ରତ୍ୟେକ…
ରାଜ୍ୟରେ ସରକାରୀ ବାସଗୃହ ଆବଣ୍ଟନ ସହଜ କରିବାକୁ କାଲିଠୁ କାର୍ଯ୍ୟକ୍ଷମ ହେବ କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ
ଭୁବନେଶ୍ୱର: ରାଜ୍ୟରେ ସରକାରୀ ବାସଗୃହ ଆବଣ୍ଟନ ସୁବିଧାଜନକ ପାଇଁ ଆସନ୍ତାକାଲିଠାରୁ କ୍ୱାର୍ଟର ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ କ୍ୟୁଏମ୍ଏସ୍-୨.୦ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ବାସଗୃହ ଆବେଦନ ଆବଣ୍ଟନ ଛୁଟି ଏବଂ…