Browsing Category
ରାଜ୍ୟ
୨୦୨୪ରେ ହେବ କି ଅପରାଜିତା-ଶ୍ରୀମୟୀ ଲଢ଼େଇ? ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର କିଛି ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ଯଦି ସବୁକିଛି ଠିକଠାକ୍ ରୁହେ, ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ…
ଓଡ଼ିଶାରୁ ଗିରଫ ହେଲା କାଶ୍ମୀରୀ ଆତଙ୍କବାଦୀ: ଓଡ଼ିଆ ଝିଅଙ୍କୁ ବିବାହ କରି ଓଡ଼ିଶାରେ କରିଥିଲା ଆତ୍ମଗୋପନ
ଭୁବନେଶ୍ୱର: ଓଡ଼ିଶାରୁ ଆଜି ଜଣେ କାଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗିରଫ ହୋଇଥିବା ଆତଙ୍କବାଦୀର ଲିଙ୍କ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ତେବେ…
ସାକ୍ଷୀଗୋପାଳ- ଇନ୍ଦିପୁର ମୁଖ୍ୟ ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଯୁବକଙ୍କ ମୃତ୍ୟୁ
ପୁରୀ: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ସାକ୍ଷୀଗୋପାଳ- ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା…
OPSC ଜାରି କଲା ମେଡିକାଲ ଅଫିସର ପରୀକ୍ଷା ଫଳ: ୨୩୯୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ଅଫିସର ପଦର ପରୀକ୍ଷା ରେଜଲ୍ଟ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଗତ ନଭେମ୍ବର ମାସ ୮ ତାରିଖରେ ଏହି ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ମୋଟ…
ଶକ୍ତିଶାଳୀ ହେବ ଗ୍ରାମ୍ୟ ଅର୍ଥନୀତି: ରାଜ୍ୟର ୮୨ଟି ବ୍ଲକରେ ନିର୍ମାଣ ହେବ ଶିଳ୍ପ ପାର୍କ, ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମ୍ୟ ଅର୍ଥନୀତିର ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ବାସିନ୍ଦାଙ୍କ ପାଇଁ ଅନେକ ଯୋଜନା ହାତକୁ ନେଉଛନ୍ତି । ତେବେ ଗ୍ରାମାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା, ଲୋକଙ୍କୁ…
୨୦୨୪ ଜାନୁଆରୀରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଲାଗିବ VLTD: ରାଜ୍ୟ ପରିବହନ ବିଭାଗ
ଭୁବନେଶ୍ୱର : ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି…
ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପହିଲି ଭୋଗ ନୀତି
ପୁରୀ: ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପହିଲି ଭୋଗ ନୀତି ଆରମ୍ଭ ହେବ । ଏଥିଲାଗି ରାତି ୨ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ୨ଟା ୪୫ରେ ମଙ୍ଗଳ ଆଳତୀ ପରେ ମଇଲମ ରୋଷହୋମ ଓ ତଡ଼ପଲାଗି ଆଦି କେତେକ ନୀତି କରାଯିବ ।…
ପୁଣି ଅଲୋଡ଼ା ହେଲା କନ୍ୟାସନ୍ତାନ: ବିଲ ଭିତରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର
ଭୁବନେଶ୍ୱର: ବୋରୱେଲ ଭିତରୁ ନବଜାତ କନ୍ୟା ଉଦ୍ଧାର ଘଟଣାକୁ ଦିନ କେଇଟା ନପୂରୁଣୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବିଲରୁ ଆଜି ଆଉ ଏକନବଜାତ କନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଛି ।…
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ…
ପ୍ରଖ୍ୟାତ ଗୀତିକାର ପଣ୍ଡିତ ରଘୁନାଥ ରାଉତଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟର ବରିଷ୍ଠ ଗୀତିକାର ତଥା ଭଜନ ଶିରୋମଣି ପଣ୍ଡିତ ରଘୁନାଥ ରାଉତ ଆଉ ନାହାନ୍ତି । ୬୯ ବର୍ଷ ବୟସରେ ରଘୁନାଥଙ୍କ ପରି ଜଣେ ପ୍ରଖ୍ୟାତ…