Browsing Category
ରାଜ୍ୟ
ବଡ଼ ସଫଳତା; ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ସହ ଧରା ପଡିଲେ ନିଶାଦିଆ ଲୁଟେରା ଗ୍ୟାଙ୍ଗ
ଓଡିଶା ଭାସ୍କର; କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସବୁଦିନ ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ଓରଫ ସରିଫା ଖାତୁନ ଶେଷରେ ପୋଲିସ୍ ଜାଲରେ ଛନ୍ଦି ହୋଇପଡିଛି । ତେବେ ଏହି ଲେଡୀ କୁଇନଙ୍କ…
ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ମା’ବିରଜାଙ୍କ କ୍ଷେତ୍ର: ନାଭିଗୟାରେ ପିଣ୍ଡଦାନ କଲେ ଶହ ଶହ ଶ୍ରଦ୍ଧାଳୁ
ଯାଜପୁର: (ଓଡ଼ିଶା ଭାସ୍କର) ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇ ମହାଳୟାରେ ଶେଷ ହୋଇଥାଏ ଅପରପକ୍ଷ ବା ପିତୃପକ୍ଷ । ପିତୃଲୋକଙ୍କୁ ଆବାହନ କରି ଏହି ଦିନ ପିଣ୍ଡଦାନ କରାଯାଇଥାଏ । ମହାଳୟା ଅମାବାସ୍ୟାରେ ପିତୃକୁଳ…
ସ୍ୱାମୀକୁ ଶିକ୍ଷା ଦେବା ପାଇଁ ଚାଲି ଚାଲି ଓଡିଶାରୁ ବିହାରରେ ପହଞ୍ଚିଲେ ପ୍ରତାରଣା ପାଇଥିବା ମହିଳା
ବିହାର : ପ୍ରେମରେ ବିଫଳ ହେବା ପରେ ନିଜ ସ୍ୱାମୀଙ୍କୁ ଶିକ୍ଷା ଦେବା ପାଇଁ ଜଣେ ମହିଳା ଓଡିଶାରୁ ବିହାରର ଜାମୁଇରେ ପହଞ୍ଚିଥିଲେ । ଏହା ପରେ ସେ ଚାକାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ ନ…
ବାଙ୍କୀରେ ବଡ଼ ଧରଣର ଦୁର୍ଘଟଣା: ଟ୍ରକ ଧକ୍କାରେ ୨ ନାବାଳକ ଛାତ୍ର ମୃତ, ଜଣେ ଗୁରୁତର
ବାଙ୍କୀ: ବାଙ୍କୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି…
ଅକ୍ଟୋବର ୩୧କୁ ବୃଦ୍ଧି ପାଇଲା ମେଧାବୀଙ୍କ ମାଗଣା ଲାପଟପ୍ ପାଇଁ ଆବେଦନ ଅବଧି, ‘ଏକ୍ସ’ ରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ବିଭାଗ
ଭୁବନେଶ୍ୱର: ରାଜ୍ୟରେ ମେଧାବୀମାନଙ୍କୁ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ତେବେ ଏଥିପାଇଁ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୋଗ୍ୟ…
ଆଜିଠାରୁ ଖୋଲିଲା ଶିମିଳିପାଳ, ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି
କରଞ୍ଜିଆ :ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା…
ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାବର୍ତ୍ତନ କରିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି…
ଯୁକ୍ତ ଦୁଇ କରେସ୍ପଣ୍ଡେନ୍ସ କୋର୍ସ ନାମଲେଖା ପାଇଁ ଆସନ୍ତା ୧୬ରୁ ଆବେଦନ
ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗରେ କରେସ୍ପଣ୍ଡେନ୍ସ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ଆସନ୍ତା ୧୬ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏନେଇ ଉଚ୍ଚ…
ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି
ଓଡିଶା ଭାସ୍କର; ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି । ନୂଆ ବାପା-ମାଆଙ୍କୁ ପାଇ ସ୍ପେନ୍ ଯାଇଛନ୍ତି ୮ ବର୍ଷ ଓ ୬ ବର୍ଷର ଦୁଇ ଅନାଥ ଭଉଣୀ । ଗଜପତି…
BIG BREAKING; ଓଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର : OAS ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର…