
Browsing Category
ରାଜ୍ୟ
ଅବପାତର ରୂପ ନେଲା ଲଘୁଚାପ: ବାତ୍ୟା ସମ୍ଭାବନା, ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା…
ପାର୍ବଣରେ ହୋଇଯାଆନ୍ତୁ ସାବଧାନ ନଚେତ ଆପଣଙ୍କ ଖାଦ୍ୟ ଦୋକାନରେ ହେବ ବିଏମସିର ଚଢ଼ାଉ
ଓଡିଶା ଭାସ୍କର; ପାର୍ବଣକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର । ଯାହାକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଏହା ସହ ଖାଦ୍ୟର ପସରା ବି ମଧ୍ୟ ବେଶ୍ ଜମୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ…
ଗଭୀର ଅବପାତର ରୂପ ନେବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସନ୍ଧ୍ୟାରେ ପାରାଦୀପଠାରୁ ୬୦୦ କିଲୋମିଟର ଦୂରରେ ଥିଲା । ଏହାର ବେଗ ଘଣ୍ଟାପ୍ରତି ୬ କିଲୋମିଟର ଥିଲା ବୋଲି ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ଏହି…
ଦୁର୍ଗାପୂଜା ବେଳେ ଅଘଟଣ; ପଶ୍ଚିମବଙ୍ଗରେ ୨ ଓଡ଼ିଆ ମୃତ, ୫ ଗୁରୁତର
ଓଡିଶା ଭାସ୍କର; ଦୁର୍ଗାପୂଜା ବେଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ୭ ଜଣ ଓଡ଼ିଆ ଯାତ୍ରୀ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫…
ପୂଜାରେ ବଡ଼ ଅଘଟଣ: ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ଙ୍କ ଆଗମନରେ ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦି ଉତ୍ସବ ମୁଖର ହୋଇ ଉଠିଛି । ଆଜି ଅଷ୍ଟମୀରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କର ପ୍ରବଳ ଗହଳି…
କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ: ଏହି ଜିଲ୍ଲାଗୁଡିକରେ ଆଜି ହେବ ବର୍ଷା
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି…
(Video) ବିଶ୍ୱାସରେ ବିଷ: ସୁଯୋଗ ପାଇ ସାଙ୍ଗର ମା’କୁ କଲା ଦୁଷ୍କର୍ମ
ଧାମନଗର: (ଓଡ଼ିଶା ଭାସ୍କର) ବିଶ୍ୱାସ କରିଥିଲେ ବୋଲି ଆଜି ଦୁର୍ଷ୍କମର ଶିକାର ହୋଇଛନ୍ତି । ବିଶ୍ୱାସରେ ବିଷ ଦେଇଛି ପୁଅର ସାଙ୍ଗ । ସାଙ୍ଗର ମାକୁ ଏକୁଟିଆ ପାଇ ଦେହର ଭୋକକୁ ସମ୍ଭାଳି ପାରି ନାହିଁ । ପିଶାଚ ପାଲିଟି…
ଜାତୀୟ କ୍ରୀଡ଼ା ପୂର୍ବରୁ ସରକାରଙ୍କ ପୁରସ୍କାର ଘୋଷଣା : ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ରାହିଛି ୫ଲକ୍ଷ ଟଙ୍କା
ନୂଆଦିଲ୍ଲୀ : ଓଡ଼ିଶା ଖେଳାଳୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ଘୋଷଣା । ଜାତୀୟ କ୍ରୀଡ଼ା ହେବା ପୂର୍ବରୁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି । ରାଜ୍ୟ ସରକାର ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ୫ଲକ୍ଷ…
ପ୍ରକାଶ ପାଇଲା ହାଇସ୍କୁଲ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ TGT ପରୀକ୍ଷା ଫଳ, ୫୮୪୨ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ
ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ– ଓ.ଏସ୍.ଏସି୍.ସି. ପକ୍ଷରୁ ଆୟୋଜିତ ହାଇସ୍କୁଲ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ ଟି.ଜି.ଟି. ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୫ ହଜାର ୮୪୨ ଜଣ ପ୍ରାର୍ଥୀ…
ଛତିଶଗଡ଼ ବିଧାନସଭା ନିର୍ବାଚନ: ଓଡ଼ିଶାର ୩ ଜଣ ନେତାଙ୍କୁ ଦିଆଗଲା ପ୍ରଚାର ଦାୟିତ୍ୱ, AICCର ବଡ଼ ଘୋଷଣା
ନୂଆଦିଲ୍ଲୀ: ଆସନ୍ତା ମାସ ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ରାଜ୍ୟର ମୋଟ ୯୦ଟି ଆସନ ମଧ୍ୟରୁ ଗତ ୨୦୧୮ରେ କଂଗ୍ରେସ ୬୮ଟି ଆସନରେ ଜିତିଥିବା ବେଳେ ଏଥର…