CHARIDHAM
Browsing Category

ରାଜ୍ୟ

ଓଡ଼ିଶା ପରିବେଶ ସମିତିର ଚେତାବନୀ: ପେଭର ବ୍ଳକ ବିଛାଇବା ଫଳରେ ସହରର ତାପମାତ୍ରା ବଢ଼ୁଛି, ଭୂତଳ ଜଳସ୍ତର ହ୍ରାସ ପାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସହର, ବଜାରମାନଙ୍କରେ ନୂଆ ନୂଆ ଢଙ୍ଗରେ ସୌନ୍ଦର୍ଯ୍ୟକରଣ କରାଯାଉଛି । ତେବେ ଭୁବନେଶ୍ୱର ଓ କଟକର ରାଜରାସ୍ତାର ଦୁଇ କଡ଼ରେ ଅଧିକ ମାତ୍ରାରେ କଂକ୍ରିଟ ଓ ପେଭର ବ୍ଲକ ପକାଯାଉଥିବା…

ଅନୁକମ୍ପାମୂଳକ ନିଯୁକ୍ତି ପାଇ ପାରିବେ ବିବାହିତା ଝିଅ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କର ସନ୍ତାନମାନେ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ଆବେଦନ କରିଥାନ୍ତି । ତେବେ ଏହା ମଧ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ସମ୍ବନ୍ଧୀୟ ଏକ…

ରମାଦେବୀ କଲେଜରେ ରାଗିଂ : ଗଣଶିକ୍ଷା ବିଭାଗ ଘଟଣାର ତଦନ୍ତ କରୁଛି

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀରେ ଥିବା ରମାଦେବୀ ଜୁନିୟର କଲେଜରେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଅଭିଯୋଗ ଆସିଛି । ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରୀ ଏନେଇ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ରମାଦେବୀ…

ଜାରି ହେଲା ବିସ୍ତୃତ ନିୟମାବଳୀ: ରାଜ୍ୟର ସମସ୍ତ ହାଇସ୍କୁଲରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇଯାଇଥାନ୍ତି । ଏହାଫଳରେ ପିଲାମାନଙ୍କର ପରୀକ୍ଷା ବହୁମାତ୍ରାରେ ପ୍ରଭାବିତ ହୋଇଥାଏ । ତେଣୁ ୨୦୨୪ରେ…

ସୁନ୍ଦରଗଡ଼ରେ ପୁଣି ୧୧ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ଏତିକି ପହଁଚିଲା ପଜିଟିଭ୍ ସଂଖ୍ୟା

ସୁନ୍ଦରଗଡ଼: ରାଜ୍ୟରେ ଦ୍ରୁତ ଗତିରେ ବଢିଚାଲିଛି ସ୍କ୍ରବ ଟାଇଫସ୍ ମାମଲା । ଏନେଇ ସରକାରଙ୍କ ତରଫରୁ ରୋଗୀମାନଙ୍କ ଲାଗି ଅନେକ ବ୍ୟବସ୍ଥା କରାଯାଇଛି । କୀଟନାଶକ ଔଷଧ ସିଞ୍ଚନ ମଧ୍ୟ ଚାଲିଛି । ତେବେ ଏହାରି ମଧ୍ୟରେ ଦୈନିକ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏସୀୟ ପାରା କ୍ରୀଡ଼ାରେ ଭାଗ ନେଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ମିଳିବ ୧୦ ଲକ୍ଷ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଅକ୍ଟୋବର ମାସ ୨୨ ତାରିଖ ଠାରୁ ଚୀନର ହାଙ୍ଗଝୋଉ ଠାରେ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି । ତେବେ ନିକଟରେ ସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଦେଶର…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୩ରେ ଅବପାତ ! ଓଡ଼ିଶାର ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ଘୃର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପନେବା…

ଦଶହରା ବଜାରରେ ଘାଣ୍ଟୁଛି ଓଡ଼ିଆ ସିନେମା; କିଏ ମାରିବ ବାଜି…?

ଓଡ଼ିଶା ଭାସ୍କର: ଦଶହରା ବଜାରରେ କିଏ ମାରିବ ବାଜି , ଚାଲିଛି ପାର୍ବଣ ଆଉ ଗୋଟିଏ ପରେ ଫିଲ୍ମ ରିଲିଜ ହୋଇ ସାରିଛି । ଦଶହରା ବଜାରରେ ଘାଣ୍ଟୁଛି ଏବେ ଓଡିଆ ସିନେମା । ସିନେମା ହଲ ରେ ମୁହଁ ମିଳୁନଥିବା ବେଳେ ଫ୍ୟାନ୍ସ…

Breaking ଅର୍ଥ ସଚିବ ବିଶାଳ କୁମାର ଦେବଙ୍କୁ ଶକ୍ତି ବିଭାଗ ଦାୟିତ୍ୱ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଅର୍ଥ ସଚିବ ବିଶାଳ କୁମାର ଦେବଙ୍କୁ ଶକ୍ତି ବିଭାଗ ଦାୟିତ୍ୱ । ଅର୍ଥ ସହ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ । GRIDCOର ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ…

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବସ୍‌ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଂଘ

ଭୁବନେଶ୍ଵର (ଓଡ଼ିଶା ଭାସ୍କର) ରାଜ୍ୟରେ ବସ୍‌ ଧର୍ମଘଟ ସ୍ଥଗିତ ରଖିଲା ମାଲିକ ସଂଘ..ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା । ପୂଜା ପାଇଁ ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ସାରା ରାଜ୍ୟରେ ଚାଲିବ…