Browsing Category
ରାଜ୍ୟ
ଆଉ ୩ ଦିନ ତାତିରୁ ନିସ୍ତାର ନାହିଁ, ୧୮ ରୁ ବଦଳିବ ପାଣିପାଗ !
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ତାତିର ରାଜ । ଉପକୂଳରୁ ଆଭ୍ୟନ୍ତର ସବୁଠି ତାତିର ପ୍ରଭାବ । ପ୍ରଚଣ୍ଡ ଗରମ ସହ ଅସହ୍ୟ ଗୁଳୁଗୁଳି । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ୩ ଦିନ…
ଥାନାରେ ଜବତ ହୋଇଥିବା ବାଣ ଓ ମଦ ଚୋରାଚାଲାଣ କରି ଧରାପଡ଼ିଲେ ହୋମଗାର୍ଡ ଓ ଡ୍ରାଇଭର୍
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ବେଳେ ଧରାପଡ଼ିଲେ ହୋମଗାର୍ଡ ଓ କାର୍ ଡ୍ରାଇଭର୍। ଏନେଇ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସଙ୍କ ସୂଚନା । ସୂଚନା…
ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା; ସିଂହଧ୍ୱଜରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ
ଯାଜପୁର: (ଓଡ଼ିଶା ଭାସ୍କର) ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ…
ସାଇବର ଠକେଇର ଶିକାର ହେଲେ ବୃଦ୍ଧ, ୪.୫ଲକ୍ଷ ଟଙ୍କାର ଠକେଇ
ବାରିପଦା: ପୋଲିସ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ରହିଛି , ଅନ୍ୟପଟେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି। ବାରିପଦା ସଦର ଥାନା ଅନ୍ତର୍ଗତ…
(Video) ଫଳ, ମୂଳ ନୁହେଁ ଶେଉଳ ମାଛରେ ମା’ଙ୍କ ମନ; ମାନସିକ ପୂରଣ ହେଲେ ଲାଗି ହୁଏ ଶେଉଳ ଝୋଳ….
ଓଡ଼ିଶା ଭାସ୍କର: ଗୋରା ତକ ତକ ଚେହେରା , କଳା ଘୁମର କେଶ,ଉଜ୍ଜଳମୟ ଆଖି । ଦେହରେ ରହିଛି ଧଳା ଆଉ ନାଲି ରଙ୍ଗର ଶାଢୀ ଆଉ ମଥାରେ ଏକ ବଡ଼ ସିନ୍ଦୁର ଟୋପା । ଦେହରୁ ବାହାରୁଛି ତେଜ । ଯାହାଙ୍କୁ ଦେଖିଲେ ଘଡ଼ିଏ ଅଟକି ଯାଇ…
Big Breaking ନିର୍ବାଚନ ଲଢିବେନି ନରସିଂହ ମିଶ୍ର: ଆଗାମୀ ନିର୍ବାଚନକୁ ନେଇ ସ୍ପଷ୍ଟ କଲେ ମାନସିକତା
ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥି ଖୋଜିବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସର ଜଣେ ଟାଣୁଆ ନେତୋ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ଲଢିବା ପାଇଁ…
ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଚିଠା ନିୟମ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଚିଠା ନିୟମ । ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଅଧୀନରେ ଆସିଲା ଚିଠା ନିୟମ । ଚିଠା ନିୟମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ…
ବଡ଼ ଭଉଣୀଙ୍କ ଶୋକରେ ଚଳିତବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ବେର: (ଓଡ଼ିଶା ଭାସ୍କର) ଆସନ୍ତାକାଲି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ବିୟୋଗ…
ଅଧା ଫସଲ ଚରିଗଲେଣି ଚକଡ଼ା; ମୁଣ୍ଡରେ ହାତଦେଇ ବସିଛି ଚାଷୀ
ଘସିପୁରା: (ଓଡ଼ିଶା ଭାସ୍କର) ଏବେ ଚକଡା ପୋକ ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଏବର୍ଷ ଭଲ ବର୍ଷା ହୋଇଥିଲା । ସେଥିପାଇଁ ଋଣ କରି ଚାଷୀମାନେ ଜମିରେ ଭଲ ଫସଲ ଫଳାଇଥିଲେ । ଆଶା ଥିଲା, ଏବର୍ଷ ଚାଷରୁ ଘର ଚଳିବା ସହିତ,…
ଭୁବନେଶ୍ୱର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ
ଓଡିଶା ଭାସ୍କର; ଅବକାରୀ ବିଭାଗ ପକ୍ଷରୁ ୫ଟି ଡ୍ୟାନସ ବାରକୁ କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା…