Browsing Category
ରାଜ୍ୟ
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ଅପରାହ୍ନରେ ଅତିକ୍ରମ କରିବ ଉପକୂଳ
ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ଏହି ଅବପାତ 20 କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଦୀଘାଠାରୁ 110 କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ…
“ଚୋରି କରି ମୋ ମୁଣ୍ଡରେ ବୋଳିଦେଲେ ଅଠା”, ପ୍ରଭାତ ବିଶ୍ୱାଳଙ୍କ ସାଂଘାତିକ ବୟାନ
କଟକ: ବର୍ତ୍ତମାନ ସାମ୍ନାକୁ ଆସିଛି ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସାଂଘାତିକ ବୟାନ। ସେ କହିଛନ୍ତି, “ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମାମଲା ବର୍ତ୍ତମାନ ବିଚାରାଧିନ ଅଛି। ମୋର ନ୍ୟାୟ ଉପରେ ବିଶ୍ୱାସ ଅଛି।” ସେ…
ନିଶା ଖାଇବାକୁ ଟଙ୍କା ଦେଲାନି ମା’, ରାଗିକି ହାଣିଦେଲା ପୁଅ
ପୁରୀ: ମା କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା । କିନ୍ତୁ ଆଜି ସେହି ମାକୁ ହତ୍ୟା କଲା ହତଭାଗା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ସମଙ୍ଗରାରେ ।…
ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ସରକାର ଦେବେ ଘର, ସରକାର କଲେ ଘୋଷଣା
ଭୁବନେଶ୍ୱର: ସୁଲଭ ମୂଲ୍ୟରେ ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କୁ ଘର ମିଳିବ। ଭୁବନେଶ୍ୱର ସହରରେ ଘର ଯୋଗାଇଦେବେ ସରକାର। ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏମଆଇଜି-୨ ଘର ଦେବେ ସରକାର।
୧୫ରୁ ୩୫ ଲକ୍ଷ ଟଙ୍କା ଭିତରେ ଘର…
ଭୁବନେଶ୍ୱର ସାଲିଆ ସାହିର ୫୨୧ ଘର ମାଟିରେ ମିଶିବ, ପ୍ରଥମେ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବ
ଭୁବନେଶ୍ୱର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ରାସ୍ତାକାମ ଆଉ ଚାଲିଛି । ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବନାହିଁ । ସାଲିଆସାହି ଭିତର ଦେଇ ରାସ୍ତା ଯିବ।
ଏହା ଦ୍ୱାରା ପ୍ରଭାବିତ…
ସୁଲନ୍ତ ମିଶାଲଙ୍କ ପାଇଁ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷର ଅନୁକମ୍ପା ଘୋଷଣା
ଭୁବନେଶ୍ୱର: ଗଜପତିରେ ଶାରୀରିକ ପରୀକ୍ଷାବେଳେ ଯୁବକଙ୍କ ମୃତ୍ୟୁ ଘଟଣା। ଏ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଲନ୍ତ ମିଶାଲଙ୍କ ପରିବାରବର୍ଗଙ୍କ ପାଇଁ ସହୟତା ଘୋଷଣା କରାଯାଇଛି।…
ଲଗାତାର ଚତୁର୍ଥ ଦିନ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ
ନୂଆଦିଲ୍ଲୀ: ସୁନାଦର ଗୁରୁବାରରେ ଲଗାତାର ଚତୁର୍ଥ ଦିନ ହ୍ରାସ ଘଟିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୪୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର…
ବିଶ୍ୱବାସୀ ଖାଇବେ କୋରାପୁଟ ଚାଉଳ, ଭାରତ ଖାଦ୍ୟ ଭଣ୍ଡାର ହେବ କହିଲେ କେନ୍ଦ୍ର କୃଷି ମନ୍ତ୍ରୀ
ପୁରୀ: ଆଜି ରାଜ୍ୟରେ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ପୁରୀରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ସହ…
ହୋମାଗାର୍ଡ ଚାକିରି ପାଇଁ ଗଲା ଜୀବନ, ଶାରୀରିକ ପରୀକ୍ଷାବେଳେ ଟଳି ପଡ଼ିଲେ ଯୁବକ
ଗଜପତି: ଶରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଯୁବକ । ହୋମାଗାର୍ଡ ନିଯୁକ୍ତି ପାଇଁ ଚାଲିଥିଲା ଶରୀରିକ ପରୀକ୍ଷା ।
ମୃତ ଯୁବକ ରାମଗିରି ଥାନା ପରିସଲ ଗାଁର ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷାରେ ଆଉଜଣେ ଯୁବକ ଗୁରୁତର…
କମିଲା ପେଟ୍ରୋଲ-ଡିଜେଲ ଦର ! ଜାଣନ୍ତୁ କେତେ ଅଛି ଆଜିର ରେଟ୍…
ଭୁବନେଶ୍ବର: ଆଜି ନୂଆ ତେଲ ଦର ନିର୍ଦ୍ଧାରଣ କରିଛି ତୈଳ କମ୍ପାନୀ । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଗୁରୁବାର ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ…