Browsing Category

ରାଜ୍ୟ

ଗୋଟିଏ ସାଙ୍ଗକୁ ଛୁରୀ ଭୁସି ବିଭତ୍ସ ହତ୍ୟାକଲେ ୫ ଜଣ ସାଙ୍ଗ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅଧିନରେ ଥିବା ଇନ୍ଦୁପୁର ଧୂମାତ କେନାଲ ବନ୍ଧ ଉପରେ ଘଟିଛି ଏହି ଘଟଣା । ଏଠାରେ ଛୁରୀ ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ତେବେ ପୂର୍ବ ଶତ୍ରୃତାକୁ…

ବ୍ରହ୍ମପୁରରେ ଗୋଷ୍ଠୀ ସଘର୍ଷ : ୧୨ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଖଲିକୋଟ : ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକରେ ଥିବା କୋମଣ୍ଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଏଥିରେ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଘଟିଥିଲା ଗଣେଶ ମେଢ ଭସାଣି ସମୟରେ । ଏଠାରେ ଭସାଣି…

ଦୁଇ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ମେ ମାସ ୩୦ ତାରିଖରେ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବ । ତେଣୁ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ…

ଝାରସୁଗୁଡାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପି ଅଭିଜିତ ସାୱନ୍ତ

ଝାରସୁଗୁଡା : ଝାରସୁଗୁଡାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆଜି ହେଉଛି ଶେଷ ସଂଧ୍ୟା । ଏହି ଉତ୍ସବରେ ଅନେକ କଳାକାର ଏବଂ ଅଭିନେତା ସାମିଲ ହୋଇଥିଲେ । ଏହା ସହ ଦର୍ଶକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା ।…

ଓଡ଼ିଶାରେ ବ୍ୟାନ ହେଲା ମୂଷାଙ୍କ ପାଇଁ ବ୍ୟବହୃତ ହେଉଥିବା ଅଠାଯୁକ୍ତ ବୋର୍ଡ

ଭୁବନେଶ୍ୱର: ରାଜ୍ୟରେ ମୂଷାଙ୍କୁ ମାରିବା ପାଇଁ ବ୍ୟବହୃତ ହେଉଥିବା ଅଠା ଯୁକ୍ତ ବୋର୍ଡକୁ ବ୍ୟାନ କରାଯାଇଛି । ଏହା ଓଡ଼ିଶାର ରାଜ୍ୟ ପଶୁ କଲ୍ୟାଣ ବୋର୍ଡ ଜିଲ୍ଲାର ସମସ୍ତ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚିବମାନଙ୍କୁ…

ଭିଜିଲାନ୍ସ ବିଭାଗର ସତର୍କ ସୂଚନା: ଆକାଉଣ୍ଟକୁ ଲାଞ୍ଚ ଟଙ୍କା ଆସିଥିଲେ ଗିରଫ ହେବେ ଫୋନ୍ ପେ’ ଆକାଉଣ୍ଟଧାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଅନଲାଇନ୍ ନେଣଦେଣ ବଢ଼ିବା ସହିତ ଲାଞ୍ଚ କାରବାରର ତରିକା ମଧ୍ୟ ବଦଳିବାରେ ଲାଗିଛି । ତେବେ ଏହା ମଧ୍ୟରେ ଲାଞ୍ଚ ନେବାର ଏକ ନୂଆ କୌଶଳ ସାମ୍ନାକୁ ଆସିଛି । କିଛି କର୍ମଚାରୀ ଅନ୍ୟର…

ନଭେମ୍ବର ୨୭ରୁ ଭୁବନେଶ୍ୱର ବାଲିଯାତ୍ରା: ଏଥର ୮୦୦ରୁ ଅଧିକ ଷ୍ଟଲ ଖୋଲିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ମାସ ୨୭ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଏଥର ୯ ଦିନ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ । ଏଥିସହିତ ୮୦୦ରୁ ଅଧିକ ଷ୍ଟଲ ଖୋଲିବ । ଏନେଇ ଭୁବନେଶ୍ୱର ବାଲିଯାତ୍ରା…

(Video) ଭୁବନେଶ୍ୱର ରସୁଲଗଡ଼ରେ ନିର୍ମାଣ ହେବ ତାଇୱାନ୍ ବୁଦ୍ଧ ମନ୍ଦିର: ଆହୁରି ଚଳଚଞ୍ଚଳ ହେବ ରାଜଧାନୀ

ଭୁବନେଶ୍ୱର: ଆସୁଛି ଶାରଦୀୟ ଦୁର୍ଗାପୂଜା । ଚଳଚଞ୍ଚଳ ହେଲାଣି ରାଜଧାନୀର ଅନେକ ପୂଜା ମଣ୍ଡପ । କର୍ମକର୍ତ୍ତାଙ୍କ ମନରେ ଭରିଗଲାଣି ଉତ୍ସାହ ଓ ଉଦ୍ଦିପନା । ଏସବୁ ମଧ୍ୟରେ ଶୀର୍ଷ ସ୍ଥାନ ହାତେଇବା ପାଇଁ ସବୁ ମଣ୍ଡପରେ…

ବଢୁଛି ହୀରାକୁଦ ଜଳସ୍ତର : ୨୪ ଗେଟ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଜିସକାଳ ୮ଟା ସୁଦ୍ଧା ଜଳସ୍ତର ୬୨୮.୪୫ ଫୁଟ ରହିଛି । ହୀରାକୁଦକୁ ୪,୦୦,୯୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪,୩୧,୧୪୯ କ୍ୟୁସେକ ଜଳ…

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ! ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଏହି ସବୁ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅପର ପକ୍ଷରେ ଆସନ୍ତା ଶୁକ୍ରବାର ବେଳକୁ ଉତ୍ତର ଆଣ୍ଡାମାନ…