Browsing Category
ରାଜ୍ୟ
(Video) ଓଡ଼ିଶାରେ ଭିଜିଲାନ୍ସ ଜବତ କରୁଛି କୋଟି କୋଟି ଟଙ୍କା-ସମ୍ପତ୍ତି: କିନ୍ତୁ ସେସବୁ ଯାଉଛି କୁଆଡ଼େ?
ରାଜ୍ୟରେ ଗୋଟିଏ ପରେ ଗୋଟିଏ ରେଡ ହେବାରେ ଲାଗିଛି । ଯେଉଁଥିରୁ କୋଟି କୋଟି ଟଙ୍କାକୁ ଜବତ କରୁଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଏବଂ ଲାଞ୍ଚ କାରବାର କାରଣରୁ ଏହି ସବୁ ରେଡ କରାଯାଉଛି । ଗତ…
ବଢୁଛି ହୀରାକୁଦର ଜଳସ୍ତର..ଖୋଲିବ କି ଗେଟ୍? ଦିଲ୍ଲୀ ପରିସ୍ଥିତିକୁ ନେଇ ମନରେ ଭୟ
ସମ୍ବଲପୁର: ରାଜ୍ୟରେ ମୌସୂମୀ ଜନିତ ବର୍ଷା ଜାରି ରହିଛି । ଏହା ଭିତରେ ହୀରାକୁଦ ଡ୍ୟାମରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡ୍ୟାମରେ ପାଣି ବଢିବା ପରେ ଲୋକଙ୍କ ମନରେ ଭୟ ଦେଖାଦେଇଛି । ରାଷ୍ଟ୍ରୀୟ…
ବଡ଼ ଖବର ! ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାହକଙ୍କ ପାଇଁ ଚିନ୍ତା ବଢିଯାଇଛି ।…
ଆଜି ଚିତଉ ଅମାବାସ୍ୟା: ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ
ପୁରୀ: ଚିତଉ ଅମାବାସ୍ୟା ଲାଗି ଆଜି ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।…
୨୦ ଯାଏଁ ଲଘୁଚାପ : ରାଜ୍ୟରେ ଲାଗି ରହିବ ବର୍ଷା
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଉପରେ…
ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକମାନଙ୍କୁ ମିଳିବ ଷ୍ଟଡି ଲିଭ୍-ପାରିଶ୍ରମିକ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଘୋଷଣା
ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଲିଭ୍ ବାବଦକୁ ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକମାନଙ୍କୁ ପାରିଶ୍ରମିକ ମିଳିବ । ଏନେଇ ସେମାନଙ୍କର ଦୀର୍ଘଦିନର ଦାବିକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂରଣ କରିବା ସହ ବିଭାଗ…
ବିଇଡି ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ସ୍କୋର୍: ୨୫ରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ
ଭୁବନେଶ୍ୱର : ବିଇଡି, ବିଏଚ୍ଇଡି ଏବଂ ଏମ୍ଇଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ସ୍କୋର୍ ପ୍ରକାଶ ପାଇବ । ଏଥିସହିତ ଆସନ୍ତା ୨୪ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ…
ଶ୍ରାବଣର ଦ୍ୱିତୀୟ ସୋମବାରରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଜାଣନ୍ତୁ କେତେ ସମୟ ପାଇଁ ବନ୍ଦ ରହିବ ମନ୍ଦିର
ପୁରୀ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ପୁରୀ ଶ୍ରୀମନ୍ଦିରରେ ଜଗାଦର୍ଶନ କରି ପାରିବେନି ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନରେ ୪ ଘଣ୍ଟା ପାଇଁ ଭକ୍ତଙ୍କୁ ଦର୍ଶନରୁ…
କ୍ରାଇମବ୍ରାଞ୍ଚର ଚେତାବନୀ: ଭୁଲ୍ ଖବର ସୋସିଆଲ ମିଡ଼ିଆରେ ଶେୟାର କରନ୍ତୁନି, AI ଦ୍ୱାରା ପୋଷ୍ଟକୁ ଯାଞ୍ଚ କରାଯାଉଛି, ଧରାପଡ଼ିଲେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବେ କରାଯାଉଛି । ତେଣୁ ଦିନକୁ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖାଯାଉଛି । ସୋସିଆଲ…
ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା; ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ
ଭୁବନେଶ୍ୱର: ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ, ହିମାଚଳ…