Browsing Category

ରାଜ୍ୟ

ଖାଦ୍ୟ ବିଷକ୍ରିୟାରୁ ୧୧ଜଣ ଅସୁସ୍ଥ! ୨ଜଣ ବୃଦ୍ଧ ଏବଂ ୫ ଜଣ ଶିଶୁ

ଆନନ୍ଦପୁର : ଖାଦ୍ୟ ବିଷକ୍ରିୟାରୁ ଘଟିଲା ଅଘଟଣା ଗୋଟିଏ ଗାଁରୁ ଗୋଟିଏ ପରିବାରର ୧୧ଜଣ ଅସୁସ୍ଥ । ଅସୁସ୍ଥ ହୋଇଥିବା ବ୍ୟକ୍ତି ଆନନ୍ଦପୁରର ନନ୍ଦିପଦା ଥାନା ଅନ୍ତର୍ଗତ ଅମୃତପୁର ଗାଁର ଅଟନ୍ତି । ଅସୁସ୍ଥଙ୍କ ମଧ୍ୟରେ ୬ଜଣ…

ରାଜ୍ୟରେ ଲଘୁଚାପ ସକ୍ରିୟ: ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଭଦ୍ରକ, ବାଲେଶ୍ୱର,…

ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଚିହ୍ନଟ କଲେ ଏକ ନୂଆ ପ୍ରଜାତିର ମାଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତିର ମାଛ ଚିହ୍ନଟ କରିଛନ୍ତି । ଗତ ୨୦୧୮ ମସିହାରେ ଏହି ପ୍ରଜାତିର ମାଛର ୨୪ଟି ନମୂନା ଭାରତର ପୂର୍ବ ଉପକୂଳର ଦିଘା…

ପ୍ରଥମ ଥର ଜଣେ ଓଡ଼ିଆ ବୈଜ୍ଞାନିକ ପାଇବେ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’: ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୈଜ୍ଞାନିକ ଡା. ସ୍ୱାତୀ ନାୟକଙ୍କୁ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’ ମିଳିବ । ଆମେରିକା ସ୍ଥିତ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ (ଆଇଡବ୍ଲ୍ୟୁଏ) ପକ୍ଷରୁ ଏନେଇ ଘୋଷଣା…

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲେ ନବୀନ ; ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାଙ୍କୁ ମିଳିଛି ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା…

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗିରହିଛି ବର୍ଷା; ଅତିପ୍ରବଳ ବର୍ଷା ହେବା ନେଇ ୧୨ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା…

ରାଜ୍ୟର ୪୪ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ କାଳିଆ ସହାୟତା ରାଶି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୪୪ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରକୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏହି ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର…

Big Breaking; ରାଜସ୍ୱ ମନ୍ତ୍ରୀ ପ୍ରମିଳା ହେବେ ବାଚସ୍ପତି ପ୍ରାର୍ଥି: ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଓଡ଼ିଶାର ନୂଆ ବାଚସ୍ପତି ପ୍ରାର୍ଥି ହେବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ତରଫ ରୁ ଏ ନେଇ ଘୋଷଣା ହୋଇ ଯାଇଛି । ବାଚସ୍ପତି ପଦ ପାଇଁ ପ୍ରାର୍ଥି ଭାବରେ ପ୍ରମିଳାଙ୍କ ନାଁ ଘୋଷଣା କରିଛି ବିଜୁ…

୪୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଆଜି କାଳିଆ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଚେକ୍‌ କରନ୍ତୁ ନିଜ ଆକାଉଣ୍ଟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ଧୁମ୍‍ଧାମରେ ପାଳିତ ହେଉଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ସକାଳ ୧୦ଟା ୨୭ ମିନିଟ୍‍ରେ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି କରାଯାଇଥିଲା…

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରପତି : ସାରା ଓଡ଼ିଶାର ମଙ୍ଗଳକାମନା କରି ପଠାଇଛନ୍ତି ବାର୍ତ୍ତା

ସମ୍ବଲପୁର : ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଏନେଇ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ…