Browsing Category
ରାଜ୍ୟ
ରାଜଧାନୀର ସନ୍ଧ୍ୟାରେ ବଡ଼ ଅଘଟଣ: ୬୦ ବର୍ଷୀୟ ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା, ବୋହୂ ସଂଜ୍ଞାହୀନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ତଣ୍ଟି କାଟ ହତ୍ୟା କରାଯାଇଛି । ବୃଦ୍ଧା ଜଣଙ୍କ ଗତ କିଛିଦିନ ତଳେ ମେଡିକାଲରୁ ଡିସଚାର୍ଜ ହୋଇ ଘରେ…
ଉଠା ଦୋକାନୀ-ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ କଳି କେବେ ଛିଡ଼ିବ?
ଓଡିଶା ଭାସ୍କର; ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିରୋଧ କରିଛି । ଉଠା ଦୋକାନୀମାନେ ଜବରଦସ୍ତ…
ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ; ଶରତ ପଟ୍ଟନାୟକ
ଭୁବନେଶ୍ୱର; କଂଗ୍ରେସର ଟାର୍ଗେଟରେ ରହିଛି ବିଜେଡି ଏବଂ ବିଜେପି । କିଛି ଦିନ ହେବ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ଓଡିଶା କଂଗ୍ରେସ ପୁଣି ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ବାହାରିଛି । ୯ ଦଫା…
BiG Breaking: ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ, ୭ ଆହତ
ଜଳେଶ୍ୱର: ମୌସୁମୀ ପ୍ରଭାବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ଜାରି ରହିଛି । ବଜ୍ରାଘାତରେ ଅନେକ ଅଘଟଣ ଘଟୁଥିବା ବେଳେ ଆଜି ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଳେଶ୍ୱରର…
ପୁଣି ଟ୍ରେନ ଦୁର୍ଘଟଣା: ଓଡ଼ିଶାରେ ଘଟିଗଲା ପୁଣି ଏକ ବଡ଼ ଅଘଟଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଳା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀ ଭୁଲିପାରି ନାହାନ୍ତି । ଉକ୍ତ ଦୁର୍ଘଟଣାରେ…
ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଖର୍ଚ୍ଚକୁ ଆଧାର କରି ପ୍ରସ୍ତୁତ ହୋଇଛି ତାଲିକା
ଓଡିଶା ଭାସ୍କର; ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା ବା ରେଟ୍ ଚାର୍ଟ । ଖର୍ଚ୍ଚକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା…
ଲଜ୍ୟା ଜନକ ଘଟଣା; ତ୍ରିରଙ୍ଗା ପତାକା ଓ ଲୁହା ପାଇପ ଖୁଣ୍ଟକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ
ଓଡିଶା ଭାସ୍କର: ଇତି ମଧ୍ୟରେ ଭାରତ ବର୍ଷ ତାର ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଉପଲକ୍ଷେ ଗତକାଲି ସାରା ଦେଶରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର…
ଆମେରିକାର ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ର ପ୍ରତିମୁର୍ତ୍ତି ଉନ୍ମୋଚନ କଲେ ବିକାଶ ଖାନ୍ନା
ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଦିବସରେ ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା ଆମେରିକାର ନ୍ୟୁୟର୍କରେ ଥିବା ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ର ପ୍ରତିମୁର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ…
୧୮ ତାରିଖରେ ବୁଡ଼ିବ ସାରା ଓଡ଼ିଶା! ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର: କିଛି ଦିନର ବିରତୀ ପରେ ପୁଣି ଭିଜିବ ସାରା ଓଡ଼ିଶା । ପୁଣିଥରେ ପାଣି ଘେରରେ ସାରା ରାଜ୍ୟ ଉବୁଟୁବୁ ହେବାକୁ ଯାଉଛି । କାରଣ ଆସନ୍ତା ୧୮ ତାରିଖରୁ ଓଡ଼ିଶାକୁ ଆଉ ଏକ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏ…
(Video) ଗର୍ବ କ’ଣ କରିବି, ମୁଁ ଥାଉ ଥାଉ ମୋ ପୁଅ ଚାଲିଗଲା… ସ୍ୱାଧୀନତା ଦିବସରେ ସହିଦ ଦେବାଶିଷଙ୍କୁ ଝୁରୁଛନ୍ତି ବାପା
ମୁଁ ଗର୍ବ କଣ କରିବି । ମୋ ପାଇଁ ତ ଇଏ ଦାରୁଣ ଦୁଃଖ ଦାୟକ । ମୋ ପୁଅ ତ ମୋ ପାଖରୁ ଚାଲିଗଲା । ଦେଶ ପାଇଁ ସହିଦ ହୋଇଗଲା ମୋ ଦେବାଶିଷ । ଯେଉଁ ପୁଅ ମୋର ଗର୍ବ ଥିଲା ସେହି ପୁଅ ମୋଠାରୁ ଦୁରେଇଗଲା । ମୋ ସିରି ଚାଲିଗଲା…