Browsing Category
ରାଜ୍ୟ
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍, 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ IT ରେଡ୍ । 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିବା କୁହାଯାଉଛି । ତେବେ ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବର…
ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ୯ ଜିଲ୍ଲାର ଅବସ୍ଥା ହେବ ଶୋଚନୀୟ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ ।
ପ୍ରବଳରୁ ଅତିପ୍ରବଳ ବର୍ଷା ସାଙ୍ଗକୁ ଦ୍ରୁତ ବେଗରେ…
୧୫୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ASI
ପୁରୀ,୧୮ା୬: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ASI ପ୍ରଭାତ କୁମାର ପ୍ରଧାନ ଲାଞ୍ଚ ନେଇ ଆଜି ଅର୍ଥାତ୍ ବୁଧବାର ଗିରଫ ହୋଇଛନ୍ତି । ଏକ ଜମି ବିବାଦ ମାମଲାରେ ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୧୫,୦୦୦ ଟଙ୍କା…
ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ, ସେପଟେ ନବୀନଙ୍କ ଅସୁସ୍ଥତା କଥା ଶୁଣି ଚିନ୍ତାରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏବେ ଅସୁସ୍ଥ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେଣୁ ସେ ଆଗାମୀ ଜୁନ ୨୨ ତାରିଖରେ ଚିକିତ୍ସିତ ହେବା ପାଇଁ ମୁମ୍ୱାଇ ଯିବେ। ଆଉ ନବୀନଙ୍କ ଏକ୍ସରେ ଏହି ପୋଷ୍ଟ ହେବା…
AI ର ଅପବ୍ୟବହାର, ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରି ବନ୍ଧା ହେଲେ ଯୁବକ
ଭୁବନେଶ୍ବର: AI ର ଅପବ୍ୟବହାର କରି ବନ୍ଧା ହେଲେ । ମୁଖ୍ୟମନ୍ତ୍ରୀଙ୍କ AI ଭିଡିଓ କରି ବନ୍ଧା ହେଲେ ଯୁବକ । ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ ଗିରଫ । ଗିରଫ କଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍ ।
AI ସାହାଯ୍ୟରେ…
ଓଡ଼ିଶାର ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୬: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା…
ଏହି ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି ନବୀନ, ମୁମ୍ବାଇର ଦାମୀ ଡାକ୍ତରଖାନାରେ ହେବେ ଟ୍ରିଟମେଣ୍ଟ
ଭୁବନେଶ୍ୱର: ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ନିଜେ ଏକ୍ସରେ ପୋଷ୍ଟ ଶେୟାର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଖବର ମୁତାବକ ନବୀନ ସରଭାଇକାଲ ଆନ୍ଥ୍ରାଇଟିସ୍ ରୋଗରେ ପିଡ଼ୀତ । ଏହା ଏକ ବାର୍ଦ୍ଧକ୍ୟ…
ଆସନ୍ତା 20ରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ୍, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ବୌଦ୍ଧ: ଆସନ୍ତା 20 ତାରିଖରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ୍ । ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାକୁ ଗଡ଼ିବ 3ଟି ଟ୍ରେନ । କିନ୍ତୁ ପ୍ରତିଦିନ…
ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !
ଜଳେଶ୍ୱର: ଏବେ ବି ଝିଅ ଅଲୋଡ଼ା। ଝିଅ ଜନ୍ମ କରିବା ପାପ। ଏକଥା ମେ କହୁନାହୁଁ ଆଜ୍ଞା ଏପରି ଏକ ଘଟଣା ଓଡ଼ିଶାର ଜଳେଶ୍ୱରରେ ଘଟିଛି। ଝିଅ ଜନ୍ମ କରିବା ଜଣେ ମା' ପାଇଁ ଅଭିଶାପ ପାଲଟିଯାଇଛି। କାରଣ ମାଆ ଟି ଏକ କନ୍ୟା…
20 ରେ ବନ୍ଦ ରହିବ ଭୁବନେଶ୍ବର-କଟକର ସବୁ ସ୍କୁଲ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଛୁଟି ଘୋଷଣା
ଭୁବନେଶ୍ବର: 20 ରେ ଭୁବନେଶ୍ବର କଟକ ମହାନଗରରେ ସ୍କୁଲ ଛୁଟି । ଗଣ ଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ…