Browsing Category
ରାଜ୍ୟ
‘ଓଡ଼ିଶା ଭଳି ପୁଣି ହେବ ଏକ ବଡ଼ଧରଣର ଟ୍ରେନ ଦୁର୍ଘଟଣା’: ଧମକପୂର୍ଣ୍ଣ ଚିଠିକୁ ନେଇ ବଢ଼ିଲା ଆଶଙ୍କା, ଆରମ୍ଭ ହେଲା ତଦନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ୍ ମାସ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଦୁଃଖ ଆଜି ବି ମନରୁ ଲିଭି ନାହିଁ । ଆଜି ବି ଅନେକ ମୃତକଙ୍କ ମୃତଦେହ ଚିହ୍ନଟ ହୋଇ ନପାରି…
ବିଜେଡି ନେତାଙ୍କୁ ମିଳିଲା ନିଯୁକ୍ତି: ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକଙ୍କ ନାମ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟରେ କ୍ଷମତାସୀନ ଥିବା ବିଜେଡି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ସଂଗଠନରେ ପରିବର୍ତ୍ତନ କରିଛି ।…
ପ୍ରଥମ ଥର ପାଇଁ ବ୍ରେନ ମ୍ୟାଲେରିଆ ଔଷଧର ମାନବ ପରୀକ୍ଷଣ କରିବ ILS: ପରୀକ୍ଷଣ ସଫଳ ହେଲେ ରୋଗୀଙ୍କ ଜୀବନ ବଞ୍ଚିପାରିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରାଜଧାନୀର ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ପୂର୍ବରୁ ଆଇଏଲଏସ ପକ୍ଷରୁ ଅନେକ ଔଷଧର…
ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୬ ରୁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଦୁର୍ବଳ ହୋଇଯିବାରୁ ତାପମାତ୍ରା ବଢିବା ସହିତ ରାଜ୍ୟରେ ଗରମ ବଢିଥିଲା। ତେବେ ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬…
ତଦନ୍ତ ରିପୋର୍ଟରୁ ହେଲା ବଡ଼ ଖୁଲାସା: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ୍ ତ୍ରୁଟି, ଅବହେଳା କରିଥିଲେ ଷ୍ଟେସନ ମାଷ୍ଟର
ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ପଛର ମୁଖ୍ୟ କାରଣ ହେଉଛି ସିଗନାଲ୍ ତ୍ରୁଟି । ତଦନ୍ତ ସମୟରେ ସିଗନାଲିଂ ଏବଂ ଟେଲିକମ୍ ଯୋଗାଯୋଗ ବିଭାଗରେ ବିଭିନ୍ନ…
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି
ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୮…
ଆଜିଠାରୁ ପ୍ରବଳ ବର୍ଷା : ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ହେଉଥିବାର ରେକର୍ଡ କରାଯାଇଛି । ବର୍ଷା ୧.୧ ମିମି ତୁଳନାରେ ୯୦% କମ୍ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ…
ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ
ଭୁବନେଶ୍ୱର, : ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି…
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର କରିଛି । ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ଥିବା ଯୋଗୁଁ ଆର୍ଦ୍ରତା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ଦଶମିକ ୧ ମିଲିମିଟର…
ରିଲ ନୁହେଁ, ରିଏଲରେ ବି ସୁପର ହିରୋ ସିଦ୍ଧାନ୍ତ ମହାପାତ୍ର; ପ୍ରମାଣ କରି ଦେଖାଇଲେ…
ଭୁବନେଶ୍ୱର: ସଫଳତା ସହିତ ମଣିଷ ନିଜର ମଣିଷପଣିଆ ଆଉ ମାନବିକତାକୁ ଭୁଲିଯାଏ । ନିଜକୁ ସର୍ବୋଚ୍ଚ ବୋଲି ମଧ୍ୟ ଭାବିନିଏ ଏହି ମଣିଷଜାତି । କିନ୍ତୁ ସବୁ ଲୋକ ଏକାପରି ନୁହେଁ, କିଛି ଲୋକ ସଫଳତା ସହିତ ନିଜ ମାନବିକତାକୁ…