Browsing Category

ରାଜ୍ୟ

ଓଲଟିଲା କାର୍, ବର କନିଆ ଗୁରତର

ସମ୍ବଲପୁର:ସମ୍ବଲପୁରରେ ସକାଳୁ ସକାଳୁ ଘଟିଯାଇଛି ଏକ ଦୁଖଦ ଘଟଣା । ବାହାଘର ପରେ ବର କନିଆଁଙ୍କୁ ଧରି ଫେରୁଥିବା ଏକ କାର୍ ଓଲଟି ପଡିଥିଲା । ଏଥିରେ ବର କନ୍ୟାଙ୍କ ସହିତ ଅନ୍ୟ ୪ ଜଣ ଗୁରୁତର ହୋଇ ସୋନପୁର ମେଡିକାଲ୍ ରେ…

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ ,ରୋଗୀ ସହ ଆଟେଣ୍ଡାଣ୍ଟ ଆହତ

ବଲାଙ୍ଗୀର: ସକାଳୁ ସକାଳୁ ରାଜ୍ୟରେ ଘଟିଛି ଏକ ବଡ ଦୁର୍ଘଟଣା । ବଲାଙ୍ଗୀର ଜିଲ୍ଲାରେ ଏକ ଆମ୍ବୁଲାନ୍ସ ଟ୍ରକ୍ସକୁ ଧକ୍କା ଦେବାରୁ ଘଟିଯାଇଛି ଏହି ଦୁର୍ଘଟଣା । ଏଥିରେ ରୋଗୀ ସହ ଆଟେଣ୍ଡାଣ୍ଟ ଆହତହୋଇ ଭୀମଭୋଇ ମେଡିକାଲ୍…

ରାଜ୍ୟରେ କଲବଲ କରୁଛି ଅସହ୍ୟ ତାତି: ଗରମକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ରଜ୍ୟବାସୀଙ୍କୁ କଲବଲ କରୁଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡିଶାରେ ମୌସୂମୀ ପାଦ ଥାପିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ଖରା…

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ: ମାତ୍ର ୨୭ ବର୍ଷ ବୟସରେ ଆକସ୍ମିକ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ ଜଗତରୁ ଆସିଛି ଏକ ଦୁଃଖ ଖବର । ଖୁବ୍ କମ୍ ବୟସରେ ଜଣେ ରାଜନେତ୍ରୀ ଆରପାରିକୁ ଚାଲିଯାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା…

ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ: ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା’…

ରଥଯାତ୍ରାରେ ଉଡିବନି ଡ୍ରୋନ, ଟ୍ୱିଟ କରି କଟକଣା ଜାରି କଲେ ପୁରୀ ପୋଲିସ

ପୁରୀ: ଚଳିତ ବର୍ଷ ରଥଯାତ୍ରା ୨୦ ଜୁନରେ ପାଳିତ ହେବ । ଏନେଇ ଅନେକ ପ୍ରସ୍ତୁତି ଚାଲିଥିବା ବେଳେ ମହାପ୍ରଭୁଙ୍କ ଫଟୋ ଏବଂ ଭିଡିଓ ଭାଇରାଲକୁ ନେଇ କିଛି କଟକଣା ଜାରି ହୋଇଛି । ରଥଯାତ୍ରା ସମୟରେ ଉପରେ କୌଣସି ଡ୍ରୋନ ଉଡିବ…

ASM ଜାଣିଥିଲେ ସିଗନାଲ ତ୍ରୁଟି: ଷ୍ଟେସନ ମାଷ୍ଟର ଯାଞ୍ଚ ନ କରିବାରୁ ଦୁର୍ଘଟଣା ଘଟିଥିଲା, CBI ହାତରେ ଲାଗିଲା ବଡ଼ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ ଦୁର୍ଘଟଣାର ଦୁଃଖ ଆଜି ବି ସରିନାହିଁ । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏବେ ବି ଶହ ଶହ ଯାତ୍ରୀ ଚିକିତ୍ସିତ…

ହୁତହୁତ୍ ହୋଇ ଜଳିଲା ବ୍ୟାଟେରି ଗାଡ଼ି ଦୋକାନ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ବ୍ୟାଟେରି ଗାଡ଼ି ଦୋକାନରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି । ନିଆଁ ଲାଗିଯାଇ ସଂପୂର୍ଣ୍ଣ ବ୍ୟାଟେରି ଗାଡ଼ି ଦୋକାନ ହୁତ୍ ହୁତ୍ ହୋଇ ଜଳୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ିମଟର ଅଟକିରହିଛି ।…

୫ ମାସ ରହିଲାନି ମେଜର ଧ୍ୟାନଚାନ୍ଦଙ୍କ ଷ୍ଟାଚ୍ୟୁ: ଭୁଷୁଡ଼ି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି

ରାଉରକେଲା: ହକିର ଜନକ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିକୁ ୫ ମାସ ବି ପୂରଣ ହୋଇନି । ଆଜି ଭୁଷୁଡି ପଡିଛି ୪୦ ଫୁଟର ବିଶାଳ ପ୍ରତିମୂର୍ତ୍ତି । ହକିର ଜଣେ ଜାଦୁଗର ଭାବରେ ସୁପରିଚିତ ମେଜର ଧ୍ୟାନଚାନ୍ଦଙ୍କ…

ପୁଣି ବାହାନଗାରେ ଦୁର୍ଘଟଣା, ରାସ୍ତା ମଝିରେ ଜଳିଗଲା କାର୍

ବାଲେଶ୍ୱର: ବାହାନଗାର ରେଳ ଦୁର୍ଘଟଣା ପରେ ପୁଣି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାସ୍ତା ମଝିରେ କାର୍ ଜଳିଗଲା । ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା କଥା ଜଣାପଡିଛି । ସୂଚନା ଅନୁଯାୟୀ, ବାହାନଗାର ଏନଏଚ୍…