Browsing Category

ରାଜ୍ୟ

ଶ୍ରୀମନ୍ଦିରରେ ଆଜି ହେବ ରାଜେନ୍ଦ୍ରାଭିଷେକ ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ସଂଧ୍ୟାଧୂପ ନୀତି ଶେଷହେବା ପରେ ନୀତି ହେବ । ଆଜ୍ଞାମାଳ ପାଇ ମଦନମୋହନ ଖଟକୁ ବିଜେ କରନ୍ତି । ଜଗମୋହନ ଭିତର ଅନ୍ଧାର କରାଯାଇ ଏହି ନୀତି ହୁଏ ।…

‘ଫୋନ ପେ’ ରେ ଲାଞ୍ଚ ନେଉଥିଲେ ମଧ୍ୟ ଖସି ପାରିବନି: ଭିଜିଲାନ୍ସ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଭିଜିଲାନ୍ସ ନୂତନ ପନ୍ଥା ଅବଲମ୍ବନ କରୁଛି । ଏବେ କୌଣସି ବାଟରେ ମଧ୍ୟ ଠକାମୀକୁ ରୋକାଯିବ ବୋଲି ଭିଜିଲାନ୍ସ କିହିଛି । ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା…

ଗିରଫ ହେଲେ କରଞ୍ଜିଆ ତହସିଲଦାର, ଲାଞ୍ଚ ନେଇଥିବାର ହୋଇଥିଲା ଅଭିଯୋଗ

କରଞ୍ଜିଆ: କରଞ୍ଜିଆ ତହସିଲଦାର ବାର୍ଲସ ନାୟକଙ୍କୁ ଗିରଫ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛନ୍ତି । .. ପକ୍ଷରୁ ଜମି ଅଧିକରଣ ବେକ୍ ଦେବାକୁ ଲାଞ୍ଚ ନେବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,…

ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯାତ୍ରା ଜଗତରୁ ଆସିଛି ଏକ ଦୁଃଖ ଖବର । ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ…

ମେ ୩୧ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ: CHSE ଦେଲା ସୂଚନା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଶେଷ ହୋଇସାରିଛି। ମେ ୩୧ ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛି CHSE ବୋର୍ଡ। ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି।…

ମହିମା ଧର୍ମର ହେବ ପ୍ରସାର ; ନିର୍ମାଣ ହେବ ୨୩୫ କୋଟିର ‘ମହିମା ସେତୁ’

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳ ଗୁଡିକର ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ସେହି ଧାରାରେ ମହିମା ପୀଠ ମଧ୍ୟ ସାମିଲ ହୋଇଛି । ଗତକାଲି ମା ସମଲେଶ୍ୱରୀ ପୀଠ ଗସ୍ତ ପରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ…

ଓଡିଶାର ପ୍ରଥମ ଘଟଣା ; ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ ଓ ବାବୁଆଣୀ

ଭୁବନେଶ୍ୱର : ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଇ ଜଣ ସରକାରୀ ବାବୁ ଓ ବାବୁଆଣୀ । ଭାବିଥିଲେ କେହି ଜାଣି ପାରିବେନ, ଲୁଚିଛପି ପଇସା ହଜମ କରିଦେବେ । ହେଲେ ସେଭଳି ହେଲା ନାହିଁ । ଭିଜିଲାନ୍ସ…

ମରିଗଲା ମାନବିକତା: ଝିଅ ଚାହୁଁ ନଥିବାରୁ ୨୦ ଦିନର ଶିଶୁକନ୍ୟାକୁ ବିଷ ଦେଇଦେଲା ବାପା

ବାଲେଶ୍ୱର: ମରିଗଲା ମାନବିକତା, ଝିଅ ପସନ୍ଦ ନଥିବାରୁ ମାତ୍ର ୨୦ ଦିନିର ଶିଶୁକନ୍ୟାକୁ ବିଷ ଦେଇଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥନା ଅଞ୍ଚଳରେ। ସୂଚନା ଅନୁସାରେ କନ୍ୟା ସନ୍ତାନ…

ରାଜ୍ୟରେ ହ୍ରାସ ପାଉଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟ ସରକାର ଦେଲେ ସୂଚନା

କଟକ: ରାଜ୍ୟରେ ଦିନକୁ ଦିନ ନୂଆ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ବର୍ଷ ୫୭୨୯ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯-୨୦ ବର୍ଷରେ ୧୦୦୭୭ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

Video: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡ଼ି ସହ ବର୍ଷା ସମ୍ଭାବନା:୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାରେ ସମ୍ଭାବନା ନାହିଁ । ଆସନ୍ତା…