Browsing Category
ରାଜ୍ୟ
ଆଜି ମେଡ଼ିକାଲ ପ୍ରବେଶିକା ନିଟ୍ ପରୀକ୍ଷା, ଅପରାହ୍ନ ୨ଟା’ରୁ ଆରମ୍ଭ
ଭୁବନେଶ୍ୱର: ରବିବାର ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ଅନୁଷ୍ଠିତ ହେବ । ରବିବାର ଅପରାହ୍ନ ୨ ଟା ରୁ ୫ ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ମଣିପୁର ଛଡା ଦେଶର ସମସ୍ତ ରାଜ୍ୟରେ ଏହି…
ଚଳିତ ବର୍ଷରୁ ରାଜ୍ୟର ୧୦୬ଟି ହାଇସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ: ଗଣଶିକ୍ଷା ବିଭାଗର ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ଆଜି ୫ଟି ଜିଲ୍ଲାର ୩୨୩ଟି ସ୍କୁଲ…
ଡିଗ୍ରୀ ପାଇଗଲେ ସରି ଯାଏନି ଶିକ୍ଷାଗ୍ରହଣ ପ୍ରକ୍ରିୟା, ଏହା ନିରନ୍ତର: ରାଷ୍ଟ୍ରପତି ମୁର୍ମୁ
ବାରିପଦା: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱଦଶ ସମାରୋହରେ ସେ ଯୋଗ ଦେଇଛନ୍ତି । ଏହି…
ଓଡ଼ିଶାରେ ପ୍ରଥମ: ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି…
ଓଡିଶାକୁ ଆଲର୍ଟ; ଝଡ-ତୋଫାନ ସହ ପ୍ରବଳ ବର୍ଷା ଆଣୁଛି ବାତ୍ୟା ‘ମୋଚା’! ଏହିସବୁ ସ୍ଥାନରେ କରିବ ତାଣ୍ଡବ
ଭୁବନେଶ୍ୱର: ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା 'ମୋଚା' । ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ । ଏହାସହିତ ମେ' ୮…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ସକାଳୁ ଲଘୁଚାପ !
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଆରମ୍ଭ ହୋଇସାରିଛି । ଆଜିି ସକାଳ ସାଢେ ୮ଟାରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସକ୍ରିୟ ରହିଛି । ଏହାର ପ୍ରଭାବରେ ୮ ତାରିଖ ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି…
ବିଜୁଳି ବିଭ୍ରାଟ ; ବିନା ଆଲୁଅରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ୯ ମିନିଟ୍ କଟିଲା ବିଜୁଳି
ଭୁବନେଶ୍ୱର : ମହାମହିମଙ୍କ ଅଭିଭାଷଣ ସମୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ସମୟରେ ଏକ ବଡ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି ।…
ପ୍ରଶାନ୍ତୀ ଏକ୍ସପ୍ରେସ୍ ବଗିରୁ ଶିଶୁପୁତ୍ର ଉଦ୍ଧାର ; ଫେରିଲେନି ବାପା-ମା, ଚାଇଲ୍ଡଲାଇନକୁ ହସ୍ତାନ୍ତର
ଭୁବନେଶ୍ୱର : ପିଲାଟି ପାଇଁ କିଏ କେତେ ଦିଅଁ ଦେବତାକୁ ପୂଜା କରୁଛି ତ ଅନ୍ୟ କିଏ ମାନସିକ ବ୍ରତ କରୁଛି । ହେଲେ ଯାହାକୁ ମିଳୁଛି ସେ ତାକୁ ଏଠି ସେଠି ଫୋପଡା ଫିଙ୍ଗା କରୁଛି । ସେହିଭଳି ଏକ ହୃଦୟସ୍ପର୍ଶ ଖବର ପହଞ୍ଚିଛି…
କୁଚିଣ୍ଡାରେ ଅଘଟଣ: ଶିକ୍ଷକଙ୍କୁ ଗଳାକାଟି ହତ୍ୟା, ଛାନଭିନ ଆରମ୍ଭ କରିଛି ପୋଲିସ
କୁଚିଣ୍ଡା : ଶିକ୍ଷକଙ୍କ ଗଳାକାଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ ହୋଇଛି…
ରାଜଧାନୀରେ ରୋଡ୍ ରୋମିଓଙ୍କ ଲଙ୍କାକାଣ୍ଡ; ଝିଅଙ୍କୁ କମେଣ୍ଟ ମାରିବା ସହିତ ଘରୋଇ ହଷ୍ଟେଲ୍ ରେ ପଶି କରୁଛନ୍ତି ଭଙ୍ଗାରୁଜା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପିଲାମାନଙ୍କୁ ଅଧିକ ଶିକ୍ଷା ଆଉ ଚାକିରୀ ଆଶାରେ ପିତାମାତା ମାନେ ଗାଁ ରୁ ବଡ଼ ବଡ଼ ସହରକୁ ପଠେଇଥାନ୍ତି । କିନ୍ତୁ ବେଳେ ବେଳେ ଆପଣଙ୍କ ପିଲାମାନଙ୍କୁ ବେପରୁଆ ଲୋକ ମାନଙ୍କର ସାମ୍ନା…