Browsing Category

ରାଜ୍ୟ

ରାଜଧାନୀ ରାସ୍ତାର ହାଲ ବେହାଲ୍: ମରଣଯନ୍ତା ପାଲଟିଛି ମଞ୍ଚେଶ୍ୱର ଅଞ୍ଚଳର ମୁଖ୍ୟ ରାସ୍ତା, ଦେଖନ୍ତୁ ଫଟୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ରାସ୍ତାର ହାଲ ବେହାଲ୍, ମରଣଯନ୍ତା ପାଲଟିଛି ସ୍ମାର୍ଟସିଟି ଭୁବନେଶ୍ୱର ମଞ୍ଚେଶ୍ୱର ରାସ୍ତା। ଟିକିଏ ବାଲାନ୍ସ ଫେଲ୍ ହେଲେ ଦୁର୍ଘଟଣା ହେବା ନିଶ୍ଚିତ। ସାଧାରଣ ଦିନରେ ରାସ୍ତାରେ…

ଓଲିଉଡ୍ ପାଇଁ ଖୁସିର ମୁହୂର୍ତ୍ତ: ଅଷ୍ଟ୍ରେଲିଆରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବାରେ ଲାଗିଛି । ଓଲିଉଡର କାହାଣୀକୁ ଦେଶ ବିଦେଶର ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ‘ଦମନ’ ଦେଶର…

ଆସନ୍ତା ମାସରୁ ରାଜଧାନୀରେ ଆରମ୍ଭ ହେବ କୁକୁର ଗଣନା: ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଅନେକ ସମୟରେ ବୁଲା କୁକୁରମାନେ ଯାତ୍ରୀଙ୍କୁ ହଇରାଣ କରିଥାନ୍ତି । ଏପରିକି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ କୁକୁର ଗୋଡ଼େଇବା କାରଣରୁ…

କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ଓ ବର୍ଷାର ସମ୍ଭାବନା: ୧୪ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡ଼ା,…

ରଥନିର୍ମାଣ ସେବକଙ୍କ ପାଇଁ ବୀମା କରିବେ ସରକାର, ଦେବେ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ରଥନିର୍ମାଣ ସେବକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ ବୋଲି ଆଜି ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ୫ଟି ପର୍ଯ୍ୟାୟରେ କରାଯିବ ଏହି ବୀମା…

ୟୁନିଅନ ବ୍ୟାଙ୍କରୁ ଲୁଟିନେଲେ ସବୁତକ ଟଙ୍କା: ବନ୍ଧୁକ ଦେଖାଇ ସୁନା ବି ନେଇଗଲେ

ଜଳେଶ୍ୱର: ଦିନ ଦି ପହରେ ବାଲେଶ୍ୱର ଜିଲ୍ଲାରେ ଏକ ବିରାଟ ବଡ ଲୁଟ ହୋଇଛି । ଚନ୍ଦନେଶ୍ୱର ନିକଟସ୍ଥ ୟୁନିଅନ ବ୍ୟାଙ୍କରୁ ଲୁଟେରା ବଡ ଧରଣର ଲୁଟ କରି କସି ପଳାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ ପୋଲିସ…

ଏସସିବିରେ ଅଧାରୁ ଅପରେସନ ଛାଡିଦେଲେ ଡାକ୍ତର: ଭେଣ୍ଟିଲେଟରରେ ପ୍ରାଣ ହରାଇଲେ ରୋଗୀ

କଟକ: କଟକର ଏସସିବି ମେଡିକାଲକୁ ନେଇ ଏବେ ଏକ ବଡ ଘଟଣା ସାମନାକୁ ଆସିଛି । ମେଡିକାଳର ଅର୍ଥୋପେଡିକ ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭେଣ୍ଟିଲେଟର ଭିତରେ ଥିବା ବେଳେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ।…

ରାଜ୍ୟରେ ସକ୍ରିୟ ଆଉ ଏକ ପଶ୍ଚିମାଝଡ଼, ସାରା ରାଜ୍ୟକୁ ହାଇଆଲର୍ଟ ! ଆଜି ଠାରୁ ଜୋରଦାର ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଓଡ଼ିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷାର ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ବିଦ୍ୟାପୀଠ । ସ୍ମାର୍ଟ ହାଇସ୍କୁଲରେ ପାଠ ପଢ଼ୁଛନ୍ତି ପିଲା । ସାକାର ହେଉଛି ସ୍ବପ୍ନ । ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର…

ମେ’ ୧ରୁ ମହଙ୍ଗା ହେବ ଛେନା ପନିର: ଦର ବୃଦ୍ଧି କରିବାକୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ନିଷ୍ପତି

କଟକ: ଆସନ୍ତା ମାସରୁ ମହଙ୍ଗା ହେବାକୁ ଯାଉଛି ଦୁଗ୍ଧଜାତ ଦ୍ରବ୍ୟର ଦର। ମେ’ ୧ରୁ ଛେନା ପନିର ସମେତ ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ାଇବାକୁ ନିଷ୍ପତି ନେଇଛି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ। ବଜାରରେ…