CHARIDHAM
Browsing Category

ରାଜ୍ୟ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’

୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ…

ଆଜି ଏବଂ ଆସନ୍ତା କାଲି ଉପକୂଳ ଓଡିଶା ପାଇଁ ସାମାନ୍ୟ ଆଶ୍ବସ୍ତି: ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିବ ତାତି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସୋମବାର ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୬ ଦଶମିକ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଆଜି ସକାଳୁ ସକାଳୁ ରାଜ୍ୟର ଅନେକ ସ୍ଥାନରେ ହାଲୁକା…

ଅତ୍ୟନ୍ତ ବୀଭତ୍ସ: ଜମି ପାଇଁ ବଡ ଭାଇକୁ କଟୁରୀରେ ହାଣି ମାରିଲା ସାନ ଭାଇ

ପଟ୍ଟାମୁଣ୍ଡାଇ :ଜମିଜମା କଳହକୁ କେନ୍ଦ୍ର କରି ବଡ ଭାଇକୁ ହାଣିଲା ସାନଭାଇ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ୩୭ ବର୍ଷିୟ ଅନୁପମ ବେହେରାକୁ ତାଙ୍କ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ…

ଜମିଲାଣି ରଜର ଆସର, ଗାଁଠୁ ସହର ସବୁଠି ମନମତାଣିଆ ରଜ ଦୋଳି ଗୀତକୁ ପାନ ଆଉ ପୋଡପିଠାର ମହକ

ଓଡିଶା ଭାସ୍କର:ଓଡିଶାରେ ଏବେ ପାଳିତ ହେଉଛି ରଜପର୍ବ । ଏହି ପର୍ବକୁ ନେଇ ସମସ୍ତଙ୍କ ମନରେ ବର୍ଷକ ସାରା ବେଶ୍ ଉତ୍ସାହ ଭରି ରହିଥାଏ । ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ…

ସାରା ରାଜ୍ୟରେ ଅସମ୍ଭାଳ ତାତି: ୧୪ଯାଏ ସିଭିୟର ହିଟ୍‌ୱେଭ୍ ଆଲର୍ଟ, ରଜମଉଜ ଫିକା ପଡ଼ିବା ସମ୍ଭାବନା

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ କରି ଚାଲିଛି ତାତି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର ସବୁଠି ତାତିର ରାଜୁତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରେ ଅସ୍ତବ୍ୟସ୍ତ ସାରା ରାଜ୍ୟ । ଜନଜୀବନ ପାଲଟିଯାଇଛି ଦୁର୍ବିସହ । ସତେ…

ଡ୍ରାଇଭରଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ: ମୋଟରଯାନ ଡ୍ରାଇଭର ଓ କଲ୍ୟାଣ ଯୋଜନାକୁ କଲେ ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଶ୍ରୀ ନବୀନ ପଟ୍ଟନାୟକ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବାକୁ ଥିବା କଲ୍ୟାଣ ବୋର୍ଡ…

ଶିକ୍ଷକ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ: ଓଏସ୍‌ଏସ୍‌ସି ଦ୍ୱାରା ୧୦୮ ପ୍ରଶିକ୍ଷକ ଚୟନ

ଭୁବନେଶ୍ୱର: ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ୧୦୮ ଜଣ ଶିକ୍ଷକ…

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ୪୬ ଟପିଲା ପାରଦ, ଭୁବନେଶ୍ୱରରେ ୪୪.୩

ଭୁବନେଶ୍ୱର: ତାତିରେ ଲାଗୁନି ବ୍ରେକ୍ । ପ୍ରଚଣ୍ଡ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସୋମବାର ସିଝିଛି ସମ୍ପୁର୍ଣ୍ଣ ଓଡ଼ିଶା । ସୋମବାର ସମ୍ବଲପୁରରେ ପାରଦ ୪୬ ଡିଗ୍ରୀ ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୪…

ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍‌ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି…

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି, ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଛାତ୍ରଛାତ୍ରୀ କରିବେ ଆବେଦନ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବର୍ତ୍ତମାନ ଯୁକ୍ତ ୩ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯୁକ୍ତ ୩ ପାଇଁ ଅନଲାଇନ ଫର୍ମପୂରଣର ଆବେଦନ ପ୍ରକ୍ରିୟା ଜୁନ୍…