Browsing Category

ରାଜ୍ୟ

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି: ଶିକ୍ଷାଗତ ଯୋଗ୍ୟତା କମ୍ ଥିଲେ ବି ଆବେଦନ କରିପାରିବେ

ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ହାଇକୋର୍ଟ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ଡି…

ରାଜ୍ୟରେ ଚଳିତ ବର୍ଷ ଆଦୌ ବିଦ୍ୟୁତ୍‍ କାଟ୍‍ ହେବ ନାହିଁ: ପ୍ରତିଶ୍ରୁତି ଦେଲେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଅନେକ ସ୍ଥାନରେ ବିଜୁଳି କାଟ୍‍ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ…

ତିନି ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ, ଭୁବନେଶ୍ୱରରେ ପ୍ରଚଣ୍ଡ ତାତି ଅନୁଭୂତ

ଭୁବନେଶ୍ୱର: ସାରା ରାଜ୍ୟରେ ତାତିର ପ୍ରକୋପ ବୃଦ୍ଧି ପାଇଛି। ସତେ ଯେପରି ଆକାଶରୁ ନିଆଁ ବର୍ଷା ହେଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା: ୪୨.୪ ଡ଼ିଗ୍ରୀ, ସମ୍ବଲପୁର: ୪୧.୮ ଡ଼ିଗ୍ରୀ, ହୀରାକୁଦ: ୪୦.୪ ଡ଼ିଗ୍ରୀ…

ADR Reportରୁ ବଡ଼ସୂଚନା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ କୋଟି ଟଙ୍କାର ସେ ମାଲିକ

ଭୁବନେଶ୍ୱର: ଦେଶର ବର୍ତ୍ତମାନର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଧନୀ ସିଏମ ମାନଙ୍କ ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ହେଉଛି ତୃତୀୟ। ଆଉ ଏହି ତାଲିକାରେ ଆନ୍ଧ୍ର ପ୍ରଦେଶର…

ରାଜଧାନୀରେ ଅସହ୍ୟ ତାତି, ଦିନ ସାଢେ ୧୧ଟାରେ ୩୮ ଡିଗ୍ରୀ

ଭୁବନେଶ୍ୱର: ଖରାକୁ ନେଇ ପୂର୍ବ ସୂଚନା ଅନୁସାରେ ରାଜ୍ୟରେ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଅସହ୍ୟ ତାତିକୁ ନେଇ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଦିନ ୧୧ଟା ୩୦…

ଅସହ୍ୟ ତାତି ; ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୧ ଡିଗ୍ରୀ

ଭୁବନେଶ୍ୱର : ଅସମ୍ଭାଳ ହେଲାଣି ତାତି । ଆଉ ତ୍ରାହି ନାହିଁ । ମଧ୍ୟାହ୍ନ ଦୂରର କଥା ସକାଳ ତାତି ଅସହ୍ୟ ହେଲାଣି । ରାଜଧାନୀ ଭୁବନେଶ୍ୱରରେ ସକାଳର ତାପମାତ୍ରା ୩୦ ଟପିଛି । ତେଣୁ ଏଥିରୁ ହିଁ ଜଣାପଡିଛି ଆଜି ସାରା ଦିନର…

ବାଘ ଚମଡ଼ା ଜବତ କଲା ଏସଟିଏଫ, ଜଣେ ଗିରଫ, ଜଣେ ଫେରାର

ସମ୍ବଲପୁର: ଜଙ୍ଗଲରେ ଜୀବଜନ୍ତୁଙ୍କ ସଂଖ୍ୟା କମିଯିବାରୁ ସରକାର ଏନେଇ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଏହା ସତ୍ତେ୍ୱ ଲୋକମାନେ ଟଙ୍କା ଲୋଭରେ ପଶୁ ଶିକାର କରିବାକୁ ପଛାଉ ନାହାନ୍ତି । ଆଜି ଏପରି କିଛି ଘଟଣା ସାମ୍ନାକୁ…

ପଣାସଂକ୍ରାନ୍ତି ସମୟରେ କାହିଁକି ଚଉଁରାରେ ବନ୍ଧାଯାଏ ଠେକି? କ’ଣ ରହିଛି ଏହାକୁ ନେଇ ପାରମ୍ପରିକ କାହାଣୀ; ଆସନ୍ତୁ ଜାଣିବା

ଭୁବନେଶ୍ୱର:ଆମେ ହେଉଛୁ ପରା ଓଡିଆ । ଆଉ ଆମର ଯେଉଁ ପରମ୍ପରା ରହିଆସିଛି ତାହା ପାଇଁ ଆମେ ସବୁ ଠାରେ ପରିଚିତ । କେବଳ ଏତିକି ନୁହେଁ ୧୨ ମାସରେ ଏଠି ପାଳିତ ହୋଇଥାଏ ୧୩ ପରବ। ଆଉ ଏହି ସବୁ ଓଷା ମାନଙ୍କ ମଧ୍ୟରେ ଆମର ଓଡିଆ…

UGC ଓ AICTEର କଡ଼ା ଚେତାବନୀ: ସାବଧାନ ହୁଅନ୍ତୁ, ଜାରି ହେଲା ୨୪ଟି ନକଲି ଶିକ୍ଷାନୁଷ୍ଠାନର ତାଲିକା, ଲିଷ୍ଟରେ ଓଡ଼ିଶାର ୨ଟି ସଂସ୍ଥା

ନୂଆଦିଲ୍ଲୀ: ଦେଶର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସ କରିଥାନ୍ତି । ଏଥିପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ତରଫରୁ ଦେଶର ସମସ୍ତ…

ବାହାରିଲାନି ସମାଧାନର ବାଟ ; ଆଜି ପୁଣି କୋର୍ଟରେ ହାଜର ହୋଇଥିଲେ ବର୍ଷା-ଅନୁଭବ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ପ୍ରାୟ ଦୁଇରୁ ଅଢେଇ ବର୍ଷ ଧରି ଚାଲିଛି । ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରୁନି ।…