
Browsing Category
ରାଜ୍ୟ
ଓଡ଼ିଶାଗସ୍ତରେ ଆସିବେ ମୋଦୀ ! ପ୍ରଧାନମନ୍ତ୍ରୀଙ୍କ ଆସିବା ଖବର ଶୁଣି ଏବେ ରାଜନୈତିକ କ୍ୟାମ୍ପରେ ଆରମ୍ଭ ହେଲାଣି ହଲଚଲ
ଭୁବନେଶ୍ୱର:ଓଡିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଓଡିଶା ଆସିବା ନେଇ ସମ୍ଭାବନା ଥିବାର ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ପୁରୀରେ ଲୋକାର୍ପିତ…
୧୧ଟା ସୁଦ୍ଧା ୨୦.୩୮% ମତଦାନ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଝାରସୁଗୁଡା: ଦୀର୍ଘଦିନ ଧରି ଚାଲିଥିବା ପ୍ରଚାର ପରେ ଆଜି ଝାରସୁଗୁଡା ଉପନିର୍ବାଚନ ଆରମ୍ଭ ହୋଇଛି । ସେଥିପାଇଁ ଆଜି ସକାଳ ୭ ଘଟିକାରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଏହି ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ…
ଓଡ଼ିଶାରେ ରଦ୍ଦ ହେଲା ୫୧,୨୬୦ ସିମ କାର୍ଡ, ଜାଣନ୍ତୁ ଆପଣଙ୍କ ପାଖରେ ଥିବା କାର୍ଡ ଏଥିରେ ସାମିଲ ଅଛନ୍ତି କି ?
ଭୁବନେଶ୍ୱର: ଓଡ଼ିଶାରେ ପ୍ରାୟ ୫୧,୨୬୦ ସିମ କାର୍ଡକୁ ରଦ୍ଦ କରାଯାଇଛି । ଟେଲିକମ ବିଭାଗ ତରଫରୁ ଏହାକୁ ରଦ୍ଦ କରାଯାଇଥିବା ବେଳେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି…
ଝାରସୁଗୁଡାରେ ମତଦାନ ଆରମ୍ଭ: ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟଦାତା
ଝାରସୁଗୁଡା: ଦୀର୍ଘଦିନ ଧରି ଚାଲିଥିବା ପ୍ରଚାର ପରେ ଆଜି ଝାରସୁଗୁଡା ଉପନିର୍ବାଚନ ଆରମ୍ଭ ହୋଇଛି । ସେଥିପାଇଁ ଆଜି ସକାଳ ୭ ଘଟିକାରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଏହି ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ…
ସାଇବର ଅପରାଧକୁ ରୋକିବା ପାଇଁ ଓଡିଶାରେ ୫୧,୨୬୦ଟି ନକଲି ସିମ୍କାର୍ଡ ସଂଯୋଗ ବାତିଲ କଲା ଟେଲିକମ୍ ବିଭାଗ
ଭୁବନେଶ୍ୱର: ମୋବାଇଲ ସିମ୍ କଲ୍ ମାଧ୍ୟମରେ ବଢ଼ି ଚାଲିଥିବା ସାଇବର ଅପରାଧ ଓ ଅନ୍ୟ ଅର୍ଥନୈତିକ ଠକେଇ ରୋକିବା ପାଇଁ ଭାରତୀୟ ଟେଲିକମ୍ ବିଭାଗ ଏକ ବଡ଼ ପଦକ୍ଷେପ ନେଇଛି । କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରି…
ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟଙ୍କ ଉଦ୍ବେଗ, ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ
କଟକ: ରାଜ୍ୟର ବିଭିନ୍ନ ଜଙ୍ଗଲରେ ବୃଦ୍ଧି ପାଉଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଯୁଗ୍ମ…
ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଗତ ୪ ବର୍ଷରେ ଓଡ଼ିଶାକୁ ମିଳିଛି ୩୦,୨୮୫.୯୨ କୋଟି ଟଙ୍କା ସବ୍ସିଡି
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡ଼ିଶା ସରକାରଙ୍କୁ ସବ୍ସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଭାଗ ପକ୍ଷରୁ…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରିଲା ଟିମ୍
ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ପୁରୁଷୋତ୍ତମପୁରର କନିଷ୍ଠ ଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ସାହୁ ଗିରଫ ହୋଇଛନ୍ତି । ଜଗନ୍ନାଥପୁରର GRSଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ,…
ବାତ୍ୟାର ରୂପ ନେଉଛି ସୃଷ୍ଟ ଲଘୁଚାପ; ଓଡ଼ିଶା ପାଇଁ ନାହିଁ ବିପଦ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଓ ଅସହ୍ୟ ଗୁଳୁଗୁଳି
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଧିରେ ଧିରେ ବାତ୍ୟାର ରୂପ ନେଉଛି। ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ସମଗ୍ର…
ସରିଲା ନବୀନ- ନୀତୀଶ ଆଲୋଚନା ପଖାଳ ଖାଇବାକୁ ଦେବା ସହିତ ପୁରୀରେ ବିହାର ଭବନ ପାଇଁ ଜମି ଭେଟି ଦେଲେ ନବୀନ
ଭୁବନେଶ୍ୱର: ରୁଦ୍ଧଦ୍ୱାର ବୈଠକରେ ସରିଲା ଆଲୋଚନା । ନୀତୀଶ କୁମାଙ୍କ ସହିତ ନବୀନଙ୍କ ଆଲୋଚନା ସରିଛି । ତେବେ ଏହା ଏକ ସୌଜନମୂଳକ ସାକ୍ଷାତକାର ବୋଲି ଉଭୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଦୀର୍ଘ ଦେଢ଼ ଘଣ୍ଟାଧରି…