
Browsing Category
ରାଜ୍ୟ
ନାକ୍ ଗ୍ରେଡ୍: A +ରୁ ‘A ’କୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍) ଗ୍ରେଡରେ ତଳକୁ ଖସିଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ମାନ୍ୟତାରେ A+ରୁ ଏକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ…
ପୁଣି ହେବ OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା, ଜାଣନ୍ତୁ କେବେ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତିଲ ହୋଇଥିବା ଓଏସଏସସି ପରିଚାଳିତ ପରୀକ୍ଷା ପୁଣିଥରେ ହେବ । ଜୁଲଶଇ ୩୦ରେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଗୋଟିଏ ସିଟିଂରେ ଓଏମଆର ମୋଡରେ ପରୀକ୍ଷା…
ଆଉ ଦୁଇ ଦିନ ପରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ବୁଲିଯିବେ ଶିମିଳିପାଳ ଅଭୟାରଣ୍ୟ
ନୂଆଦିଲ୍ଲୀ: ଚଳିତ ମାସ ୪ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ଅବସରରେ ସେ କେବଳ ମୟୂରଭଞ୍ଜରେ ଅବସ୍ଥାନ କରିବେ। ୪ ତାରିଖ ଦିନ ରାଷ୍ଟ୍ରପତି କାଲାଇକୁଣ୍ଡା…
ମାଡି ଆସୁଛି ବାତ୍ୟା! ଆସନ୍ତା ସପ୍ତାହରେ ସମ୍ଭାବନା ଥିବା ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ସୂଚନା
ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ପାଇଁ ଅନୁକୂଳ ବାତାବରଣ, ଏଇ ସପ୍ତାହ ଶେଷ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ…
ଶିମିଳିପାଳରେ ବିରଳ କଳା ମହାବଳ ବାଘର ମୃତ୍ୟୁ, ଶରୀରରେ କ୍ଷତ ଚିହ୍ନ
ମୟୁରଭଞ୍ଜ: ଶିମିଳିପାଳ ପାଇଁ ଗୋଟେ ପଟେ ସମ୍ଭାବନା ର ଖବର ଆସିଥିବା ବେଳେ ଅନ୍ୟପଟେ କଳା ବାଘର ମୃତ୍ୟୁ କୁ ନେଇ ମଧ୍ୟ ନୈରାଶ୍ୟଜନକ ଖବର ଆସିଛି। ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ କଳା ମହାବଳ ବାଘର ମୃତ୍ୟ ଘଟିଛି।…
ସମ୍ବଲପୁର ହିଂସା ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କେନ୍ଦ୍ରୀୟ ଦଳ
ନୂଆଦିଲ୍ଲୀ: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ଚାରିଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟସଭା ସଦସ୍ୟ ବ୍ରଜଲାଲ୍ଙ୍କ…
ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଜାରୀ; ଆସନ୍ତା ୨୪ ଘଣ୍ଟାରେ ଘଡଘଡ଼ି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବା ସହ କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ମେଘୁଆ ପାଗ ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଜନସାଧାରଣଙ୍କୁ କିଛିଟା ଆଶ୍ୱସ୍ତି…
ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ; ଦଳ ଛାଡିଲେ ଜିଲ୍ଲା ସଭାପତି
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଦଳ ଛାଡିବା ଏବଂ ଅନ୍ୟ ଦଳରେ ଯୋଗ ଦେବା କିଛି ନୂଆ କଥା ନୁହେଁ । ନର୍ବାଚନୀ ବେଳେ ଦଳ ଅଦଳବଦଳ ଓ ଦଳ ଡିଆଁ ସାଧାରଣ କଥା । ଦଳ ଛାଡିଥିବା ବ୍ୟକ୍ତି ନୂଆ ଦଳ ଯିବାକୁ ନେଇ ଯେତିକି…
ଯୁବକଙ୍କୁ ଗୁଳିମାଡ , ଘଟଣାସ୍ଥଳରେ ଟଳି ପଡିଲେ
ବଡବିଲ୍ : ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବଡବିଲ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୱାଡ ନଂ ୬ ମନି ଟାୱାର ନିକଟରେ ଗୁଳି ମାଡ ହୋଇଛି । ଯୁବକଙ୍କ ଛାତିରେ ଗୁଳି ବାଜିଛି । ଘଟଣାସ୍ଥଳରେ…
ମେ’ ମାସରେ ଓଡିଶାକୁ ମାଡି ଆସୁଛି ବାତ୍ୟା! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
ଭୁବନେଶ୍ୱର: ପୁଣି ମେ' ମାସରେ ଓଡିଶା ପାଇଁ ବଢିଛି ବାତ୍ୟାର ଭୟ । ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ, ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏବେଠୁ ଇସାରା କରୁଛନ୍ତି । ତେବେ…