CHARIDHAM
Browsing Category

ରାଜ୍ୟ

ଦେଶରେ ଖୋଲିବ ୯୧ଟି FM ରେଡିଓ ପ୍ରସାରଣ କେନ୍ଦ୍ର: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ରେଡିଓ ସେବା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ଆଜି ଦେଶରେ ୧୦୦ ୱାଟ କ୍ଷମତା ବିଶିଷ୍ଟ ୯୧ଟି ଏଫଏମ ଟ୍ରାନ୍ସମିଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ…

ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ: ଅର୍ଥ ଉପାର୍ଜନ କରିବାକୁ ଯାଇ ଆଉ ଫେରିଲେନି

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ଆବଶ୍ୟକ । ଅର୍ଥାଭାବରୁ ଅନେକ ମେଧାବୀ ଯୁବକ, ଯୁବତୀ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖାଯାଉଛି । ତେବେ ଏପରି ସ୍ଥିତିରେ ପିତାମାତା ସେମାନଙ୍କର ପିଲାମାନଙ୍କୁ…

ଆଗାମୀ ୩ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା, ଭୁବନେଶ୍ୱର, କଟକ ସମେତ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଦଳୁଛି ପାଣିପାଗ। କାଲି ଡହ ଡହ ଖରାରେ ସବୁ ସିଝୁ ଥିବା ବେଳେ ଆଜି ଟିକେ ପାଗ ପରିବର୍ତ୍ତନ ହେଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷାର ଅନୁମାନ କରାଯାଉଛି । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ଆସନ୍ତା ୪…

ଏସିଏଫ ସୌମ୍ୟ ମୃତ୍ୟୁ ରହସ୍ୟ: କୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କଲେ ସୌମ୍ୟଙ୍କ ବାପା, ପ୍ରତିପକ୍ଷଙ୍କୁ ଦିଆଗଲା ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟରେ ଖୁବ୍ ଚହଳ ପକାଇଥିବା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ପୂର୍ବରୁ…

ସତର୍କ କଲେ ବୈଜ୍ଞାନିକ: ଓଡ଼ିଶାରୁ ଚିହ୍ନଟ ହେଲା କରୋନାର ଏକ ନୂଆ ସବ୍ ଲିନିଏଜ୍

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ ଓ ମହରାଷ୍ଟ୍ରରେ ଦୈନିକ ମୃତ୍ୟୁ ଉପରେ ରୋକ ଲାଗି ପାରୁନି । ତେବେ ଓଡ଼ିଶାରେ ଏବେ କରୋନା ସଂକ୍ରମଣ ବୃଦ୍ଧି…

କାର୍‌ କିମ୍ବା ବାଇକ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର , ଓଡ଼ିଶାରେ ଶସ୍ତା ହେଲା ଏହାର ଦାମ୍ !

ଭୁବନେଶ୍ୱର: କାର୍‌ କିମ୍ବା ବାଇକ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ରାଜ୍ୟରେ ଶସ୍ତା ହେଲା ଗାଡ଼ିର ଦାମ । ବାଇକ୍‌ ୨୦ ହଜାର ଟଙ୍କା ଓ କାର୍‌ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ…

ହଜିଥିବା ଓ ଚୋରି ହୋଇଥିବା ମୋବାଇଲ ମିଳିପାରିବ: ଓଡ଼ିଶା ପୋଲିସ ଜାରି କଲା ବିଜ୍ଞପ୍ତି, CEIR ପୋର୍ଟାଲରେ ଅଭିଯୋଗ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମୋବାଇଲର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁପାତରେ ମୋବାଇଲ ଚୋରି ମାମଲା ମଧ୍ୟ ଦେଖିବାକୁ ମିଳୁଛି । ଅଧିକ ଦାମ୍ ଦେଇ କିଣିଥିବା ମୋବାଇଲ ହଠାତ୍ ହଜିଗଲେ ବା ଚୋରି…

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ବଦଳିଲା: ମେ ୪ ତାରିଖରେ ବାରିପଦା ଆସିବେ ଦ୍ରେୀପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସରେ ଓଡ଼ିଶା ଆସିବା ନେଇ ସ୍ଥିର ହୋଇଥିଲା । ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ନିଜର ଜନ୍ମମାଟି ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର…

ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ? ପାୱାର କରିଡରରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ୫ମ ପାଳିର ୪ର୍ଥ ବର୍ଷ ପୂରଣ କରିବ । କ୍ରମାଗତ ଭାବେ ବିଜେଡିକୁ ରାଜ୍ୟବାସୀ ଅକୁଣ୍ଠ ଚିତ୍ତରେ…

BDOଙ୍କୁ ୩ ବର୍ଷ ଜେଲ: ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟର ବହୁ ସରକାରୀ କର୍ମଚାରୀ ବେଆଇନ ଅର୍ଥ କାରବାରରେ ଜଡ଼ିତ ରହିଛନ୍ତି । ଦୈନିକ ରାଜ୍ୟର କେଉଁଠି ନା କେଉଁଠି ଜଣେ ସରକାରୀ କର୍ମଚାରୀମାନେ ଭିଜିଲାନ୍ସ ହାତରେ ଲାଞ୍ଚ…