CHARIDHAM
Browsing Category

ରାଜ୍ୟ

ଜେଲ ଶୌଚାଳୟରେ ଝୁଲିଗଲେ କଏଦୀ: ମାନସିକ ରୋଗର ଚାଲିଥିଲା ଚିକିତ୍ସା

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପ-କାରାଗାରରେ ଦେଖିବାକୁ ମିଳିଛି ଗୋବିନ୍ଦ ସାହୁ ମାମଲାର ପୁନରାବୃତ୍ତି । ଜେଲ ପରିସରରେ ପୁଣି ଜଣେ କଏଦୀ କରିଛନ୍ତି ଆତ୍ମହତ୍ୟା । କାରାଗାରର ଶୌଚାଳୟ ଭିତରୁ କଏଦୀଙ୍କର ଝୁଲନ୍ତା ମୃତଦେହ…

ଚଳିତ ବର୍ଷ ଗ୍ରୀଷ୍ମରେ ହେବ ନାହିଁ ବିଦ୍ୟୁତ କାଟ: ଶକ୍ତି ବିଭାଗ ଓ GRIDCO ପକ୍ଷରୁ ପ୍ରସ୍ତୁତ ହେଲା ସ୍ପେଶାଲ ପ୍ଲାନ୍

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମ ସିଜିନ୍ ଚାଲିଥିଲେ ହେଁ ପାଗରେ ସାମାନ୍ୟ ଶିଥିଳ ଦେଖାଯାଇଛି । ପଶ୍ଚିମା ଝଡ଼ର ଆଗମନ କାରଣରୁ ଗତ କିଛିଦିନ ହେଲା ରାଜ୍ୟରେ ବର୍ଷା ହେଉଛି । ବର୍ତ୍ତମାନ ଏପ୍ରିଲ ମାସର ଆରମ୍ଭ ହୋଇଥିବା…

ଆକ୍ସନ ମୋଡ଼ରେ BMC: ଛାତ ଉପରେ ଲାଗି ପାରିବନି ହୋର୍ଡିଂ, ଘରୋଇ ସଂସ୍ଥାକୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଏକ ବଡ଼ ଖବର । ବିଶେଷ କରି ଘରର ଛାତ ଉପରେ ବେଆଇନ ଭାବେ ହୋର୍ଡିଂ ଲଗାଉଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜଧାନୀର ଗଛ, ଖୁଣ୍ଟ,…

ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ଶାଢ଼ୀ ଶୋ’ ରୁମ୍, ମାଲିକଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳରୁ ଏକ ବଡ଼ ଖବର ଆସିଛି । ଅଗ୍ନିକାଣ୍ଡରେ ଏକ ଶାଢ଼ୀ ଶୋ’ ରୁମ୍ ଜଳିଯାଇଛି । ଶୋ’ ରୁମରେ କୌଣସି କାରଣବଶତଃ ନିଆଁ ଲାଗି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଜିଲ୍ଲା ସ୍ଥିତ ଶଙ୍କର…

ଦୁଃଖ ପରେ ଦୁଃଖ: ଶବ ସଂସ୍କାର କରିବାକୁ ଆସି ନିଜେ ପାଲଟିଗଲେ ଶବ, ବଜ୍ରପାତ ନେଇଗଲା ୩ ମହିଳାଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପାଣିପାଗରେ ପରବର୍ତ୍ତନ ସାଙ୍ଗକୁ ବର୍ଷା, ଘଡ଼ଘଡ଼ି, ବନ୍ୟା, ବାତ୍ୟା ମଣିଷ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଶେଷ କରି ବଜ୍ରପାତରେ ରାଜ୍ୟରେ ଅକାଳରେ ବହୁ ଜୀବନ ହାନୀ…

ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲା ଗଞ୍ଜାମ: ହିଞ୍ଜିଳି ଦେଶର ଶ୍ରେଷ୍ଠ ପଞ୍ଚାୟତ, ତାଲିକା ପ୍ରକାଶ କଲା କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କ୍ରମାଗତ ଭାବେ ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବାରେ ଲାଗିଛି । ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର…

୧୦ ତାରିଖ ଯାଏଁ ଦିନରେ ଖରା, ରାତିରେ ହେବ ବର୍ଷା : ରାଜ୍ୟରେ ୩ ରୁ ୪ ଦିନ ପରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ୩ ରୁ ୪ ଦିନ ପରେ ରାଜ୍ୟରେ ବଢ଼ିଯିବ ଦିନର ତାପମାତ୍ରା । ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆକଳନ କରାଯାଉଛି । ତେବେ ଦିନରେ ଖରା ଗରମ ଅନୁଭୂତ ହେଲେ ବି ଅପରାହ୍ନରେ ବର୍ଷା ସାଙ୍ଗକୁ…

ବଡ଼ ଖବର: +୨ ମୂଲ୍ୟାୟନରେ ସାମିଲ ହେବେ ଅଧ୍ୟାପକ

ଭୁବନେଶ୍ୱର: +୨ ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗ ଅଧ୍ୟାପକ । ମୂଲ୍ୟାୟନ କାର୍ଯ୍ୟରେ ୬୬୨ ବର୍ଗ କଲେଜ ସଂଘ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ସଂଘର ସଭାପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

ଏ କେମିତି କଥା? ଅପରେସନ ବେଳେ ଅଧାରୁ ହାତ ଟେକିଦେଲେ ଡାକ୍ତରବାବୁ: ରୋଗୀ ଗୁରୁତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କୁହାଯାଏ । ରୋଗୀକୁ ଜଣେ ଡାକ୍ତର ନିଜର ଜ୍ଞାନ କୌଶଳ ଏବଂ ଟେକ୍ନିକ ଦ୍ୱାରା ନୂଆ ଜୀବନ ଦେଇଥାନ୍ତି । ଶେଷ ପର୍ଯ୍ୟନ୍ତ ଜଣେ ରୋଗୀକୁ ବଞ୍ଚାଇବା ପାଇଁ ଉଦ୍ୟମ…

ବଡ ଦୁର୍ଘଟଣା! ଟ୍ରକ ପିକ୍-ଅପ୍ ଭ୍ୟାନ ଧକ୍କାରେ ୩ ମୃତ: ୮ ଜଣ ଗୁରୁତର ଆହତ

ଯାଜପୁର: ସକାଳୁ ସକାଳୁ ଯାଜପୁର ଚଣ୍ଡିଖୋଲ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଏକ ଟ୍ରକକୁ ଧକ୍କା ଦେଇଛି ପିକ୍ଅପ ଭ୍ୟାନ । ଏହି ଦୁର୍ଘଟଣାରେ ୩ ଜଣଙ୍କର…