CHARIDHAM
Browsing Category

ରାଜ୍ୟ

ଓଡ଼ିଶାର ସମସ୍ତ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ, ଖିଲାପ କଲେ ଗଣିବେ ଜୋରିମାନା

ଭୁବନେଶ୍ୱର: ଏଣିକି ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ନାମ ଫଳକ। ରାଜ୍ୟ ସରକାର ପୁର୍ବରୁ ଏହି ନିଷ୍ପତି ନେଇଥିବା ବେଳେ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ଶ୍ରମ ଓ ରାଜ୍ୟ…

ଲାଞ୍ଚ ନେଇ ଖଣ୍ଡଗିରି ଥାନାର ଏସଆଇ ଗିରଫ: ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଏକ କେସର ଫାଇ ନାଲ ରିପୋର୍ଟ…

ଜାପାନରେ ନିପନ ଇସ୍ପାତ କାରଖାନା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର ନିପନ ଇସ୍ପାତ ନିଗମର କିମିସୁସ୍ଥିତ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି। ତାଙ୍କ ସହ ଯାଇଥିବା ଭାରତୀୟ ପ୍ରତିନିଧି ଦଳକୁ ମଧ୍ୟ ସେହି କାରଖାନା ବିଷୟରେ ଅବଗତ…

ଶିକ୍ଷକ ନିଯୁକ୍ତି ପାଇ ପାରିବେ କମର୍ସ ଗ୍ରାଜୁଏଟ୍: ପୂର୍ବ ନିଷ୍ପତ୍ତି କାଏମ୍ ରଖିଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କମର୍ସ ଗ୍ରାଜୁଏଟଙ୍କ ଆସିଛି ଏକ ଖୁସି ଖବର । ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ପଢ଼ିଥିବା ଇଂରାଜୀ ଓ ଅର୍ଥନୀତି ବିଷୟକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ସେହି…

ସହରାଞ୍ଚଳ ଦାୟିତ୍ୱରେ ରହିବେ ଏହି ଅବସରପ୍ରାପ୍ତ ଅଧିକାରୀ,ମାସିକୁ ମିଳିବ ୭୫ ହଜାର ଟଙ୍କା ଦରମା

ଭୁବନେଶ୍ୱର: ବର୍ତ୍ତମାନ ଅବସରପ୍ରାପ୍ତ ଓଏଏସ୍, ଓଏଫଏସ୍, ଓପିଏସ୍, ଓଆରଏସ୍, ଜିଲ୍ଲା ପରିସଂଖ୍ୟାନ ଅଧିକାରୀଙ୍କୁ ମିଳିଛି ବଡ ଦାୟିତ୍ୱ। ବଡ ବଡ଼ ବାବୁଙ୍କ ଠାରୁ ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀଙ୍କ ସମେତ…

୩୦ଟି ଜିଲ୍ଲା ପାଇଁ ୩୦ ବରିଷ୍ଠ IASଙ୍କୁ ମିଳିଲା ଦାୟିତ୍ୱ: ଜିଲ୍ଲା ଗସ୍ତ କରିବେ ସରକାରୀ ଅଧିକାରୀ, ଉନ୍ନୟନ କମିଶନରଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରତି ମାସରେ ସଚିବ ଓ ବରିଷ୍ଠ ଅଧିକାରୀମାନେ ରାଜଧାନୀ ଭୁବନେଶ୍ୱର ଛାଡ଼ି ଗାଁକୁ ଗସ୍ତ କରିବେ । ଅଧିକାରୀମାନେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସରକାରୀ ଯୋଜନାର…

ଜାଲି କାଗଜ ପତ୍ରରେ ଋଣ ଦେଇ ବନ୍ଧା ହେଲେ ଏସବିଆଇ ବ୍ୟାଙ୍କ ଅଫିସର , ୮ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର: ଆଜି କାଲି ସବୁ ଠାରେ ଠକ ମାତିଛନ୍ତି । କେଉଁଠାରେ ଜାଲ ସାର୍ଟିଫିକେତ ଆଉ କେଉଁଠି ଚାକିରୀ ଦେବା ନେଇ ମଧ୍ୟ ଟଙ୍କା ଆଦାୟ କରୁଛନ୍ତି । ତେବେ ଏହି ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛିଯେଉଁଥିରେ ବ୍ୟାଙ୍କ…

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ରାଜ୍ୟ ବୀମା ଯୋଜନା’: ରାଜ୍ୟର ଶିକ୍ଷାନୁଷ୍ଠାନରେ ସାମିଲ ହେବ ଇନସ୍ୟୁରାନ୍ସ ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ବୀମା ବା ଇନସ୍ୟୁରାନ୍ସ ନାହିଁ । ତେଣୁ ଅଧିକ ଲୋକ କିପରି ବୀମା କରିପାରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି…

କଟକରେ ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ, ୨ ଗୁରୁତର

କଟକ: ଚହଟା ବିଡାନାସୀ ମଶାଣି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ଟ୍ରକଟି କାରକୁ ସାମ୍ନା ପଟୁ ପିଟିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ଟ୍ରକକୁ…

ଏପ୍ରିଲ ୧୦ ତାରିଖରୁ ଯୁକ୍ତଦୁଇ ଖାତାଦେଖା ଆରମ୍ଭ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୧ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ରାଜ୍ୟର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟର ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଜଣ…