Browsing Category
ରାଜ୍ୟ
ବିଶ୍ୱକପ ହକି ସମୟରେ ପୂର୍ବତଟ ରେଳପଥ ଚାଲିବ ଦୈନିକ ଦୁଇଟି ନୂଆ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର:ଜାନୁୟାରୀ ୨୦୨୩ ରେ ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ହକି ପୁରୁଷ ବିଶ୍ୱକପ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ…
(VIDEO) ଅଦରକାରୀ ମାଛକାତିରୁ ଲକ୍ଷପତି; ରାଜ୍ୟ ବାହାରକୁ ହେଉଛି ଚାଲଣ
ଖୋର୍ଦ୍ଧା: ଓଡିଶାର ଚିଲିକା କାଳିଯାଇ ପାଇଁ ଯେତିକି ପ୍ରସିଦ୍ଧ ମାଛ ପାଇଁ ମଧ୍ୟ ସେତିକି ଜଣାଶୁଣା । ଏଠାକାର ମାଛ ଦେଶକୁ ଚାଳନ କରାଯାଉଥିବାବେଳେ ମାଛ କାତି କିନ୍ତୁ ବିଦେଶକୁ ଯାଉଛି । ଯାହାଫଳରେ ଏଠିକାର ଲୋକେ ଖାସ…
କାଚ ବୋତଲ ଭିତରେ ହକି ବିଶ୍ଵକପ୍ ଟ୍ରଫି, ପୁଣି ଚର୍ଚ୍ଚାରେ ସୁକ୍ଷ୍ମ କଳାକାର ଏଲ୍. ଈଶ୍ବର ରାଓ
ଭୁବନେଶ୍ୱର: ବାସ ହାତରେ ଆଉ ଗୋଟିଏ ଦିନ । ଏହା ପରେ ଆରମ୍ଭ ହେବ ହକି ମହାକୁମ୍ଭ । ଚାଲିବ ଲଢ଼େଇ ଆଉ ଏହା ପାଇଁ ଚାହିଁ ବସିଛନ୍ତି ସାରା ଦେଶର ଲୋକ। କିନ୍ତୁ ଓଡିଶାବାସୀ ଏଥିପାଇଁ ଟିକିଏ ଅଧିକ ତତ୍ପର ଅଛନ୍ତି । କାରଣ…
ଜିଲ୍ଲାପରିଷଦ ବୈଠକ ମଝିରେ ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ, ରାଗରେ ଆସନ ଛାଡିଲେ ସାଲୁଜା
ଭୁବନେଶ୍ୱର:ବିଧାୟକ ଆଉ ଜିଲ୍ଲାପାଳ ମୁହାଁମୁହିଁ । ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକ ଚାଲୁଥିବା ବେଳେ ହଙ୍ଗାମା ହୋଇଥିବା ସୂଚନା ମିଳିଛି । ବଲାଙ୍ଗୀର ଡିଆରଡିଏ କନଫରେନ୍ସ ହଲରେ ଚାଲିଥିବା ଜିଲ୍ଲାପରିଷଦ ବୈଠକ ବେଳେ…
(Video) ଶ୍ରୀଅଙ୍ଗକୁ ବିପଦ ମୂଷା, ଅସରପା! ରତ୍ନସିଂହାସନ ଚାରିପଟେ ଘୂରି ବୁଲୁଛନ୍ତି
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗର୍ଭଗୃହ ଓ ରତ୍ନସିଂହାସନରେ ଘୂରି ବୁଲୁଛନ୍ତି ବଡ଼ବଡ଼ ମୂଷା ଓ ଅସରପା । ଯାହାକି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ ସାଜିବ ବୋଲି କୁହାଯାଉଛି । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି…
ଅବକାରୀ ଇନ୍ସପେକ୍ଟର ଗିରଫ; ୧୮ ହଜାର ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ
ପୁରୀ: ରାଜ୍ୟରେ ଦୁର୍ନିତୀର ମାତ୍ରା ବୃଦ୍ଧି ପାଇବାର ଲାଗିଛି । କିଛିଟା ଟାଙ୍କା ଲୋଭରେ ଅନେକ ସରକାରୀ ବାବୁ ଏହି ଦୁର୍ନିତିର ପଥକୁ ଆପଣାଇ ନେଉଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭିଜିଲାନ୍ସ ଅଧୀକାରୀ…
ଖୁଚୁରା କଏନ ନନେଲେ ଜେଲ୍! ବ୍ୟାଙ୍କ, ଜନସାଧାରଣ, ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ସ୍ପଷ୍ଟୀକରଣ ଦେଲା RBI
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କଏନ୍ ବଜାରରେ ସନ୍ତୁଳନା ରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ପ୍ରଚଳନ କରିଛନ୍ତି । ମାତ୍ର ଅନେକ ସମୟରେ…
ପୁରୁଷ ହକି ବିଶ୍ୱକପ୍-୨୦୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଦ୍ୱାରା ଉଦ୍ଘାଟିତ
କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍-୨୦୨୩ର ଉଦ୍ଘାଟନୀ ସମାରୋହ କିଛି ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ…
Hockey World Cup 2023 Opening Ceremony Live Streaming Online: ଏବେ ହିଁ ଦେଖନ୍ତୁ ଆଉ ଏଇ ଐତିହାସିକ ମୁହୁର୍ତରେ ସାମିଲ ହୁଅନ୍ତୁ
ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହୋଇସାରିଛି । ଏକ ଅବିସ୍ମରଣୀୟ ଅଭିଜ୍ଞତା ପାଇଁ, ଏହି ଅଦଭୁତପୁର୍ବ କାର୍ଯ୍ୟକ୍ରମର ସାକ୍ଷୀ ହେବା ପାଇଁ…
ରାମସାର ସାଇଟ୍ ହୀରାକୁଦ ଜଳଭଣ୍ଡାରରେ ବଢ଼ିଲା ପକ୍ଷୀଙ୍କ ସଂଖ୍ୟା, ସାତକୋଶିଆରେ ମଧ୍ୟ ପକ୍ଷୀ ଗଣନା ସରିଲା
ହୀରାକୁଦ: ନିକଟରେ ରାମସାର ସାଇଟ୍ ଭାବେ ଘୋଷଣା ହୋଇଥିବା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚ୍ୟାନେଲ ଜଳାଶୟରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ…