CHARIDHAM
Browsing Category

ରାଜ୍ୟ

‘Zwigato’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର:ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ…

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଙ୍କୁ ୫୦ ହଜାର ଟଙ୍କା  ସହାୟତା

ସୋନପୁର:ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ…

ନା ସ୍କୁଲରେ ବିଦ୍ୟୁତ୍ ସଂଯୋଗ ଅଛି, ନା ଆବଶ୍ୟକୀୟ କ୍ଲାସରୁମ; ରାଜ୍ୟରେ ପିଲା ପଢିବେ କେମିତି ଆଗକୁ ବଢିବେ କେମିତି ?

ଭୁବନେଶ୍ୱର:ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସରଗରମ ବିଧାନସଭା। ପିଲା ମାନେ ଅନ୍ଧାରରେ ବସି ପାଠ ପଢ଼ୁଥିବା ନେଇ ଅଭିଯୋଗ ଆଣିଲେ ବିରୋଧୀ। ଏଯାବତ ଓଡ଼ିଶାର ୧୧୭୧୦ ଟି ସ୍କୁଲ ରହିଛି ଯେଉଁଠିକୁ ବିଦ୍ୟୁତ ସଂଯୋଗ…

ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି; ବିଧାନସଭାରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କର ଘୋର ଅଭାବକୁ ନେଇ ଆଜି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ। ୨୦ ହଜାର ପ୍ରାଥମିକ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭୂମଧ୍ୟସାଗରୀୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ସର୍ବାଧିକ ୪୫ ଦଶମିକ ୧ ମିଲିମିଟର ବର୍ଷା ରେକର୍ଡ…

ଆସନ୍ତାକାଲିଠାରୁ ପୁଣି ବର୍ଷିବ ; ଏହି ରାଜ୍ୟଗୁଡିକ ପାଇଁ ସତର୍କ ସୂଚନା, ବର୍ଷା ସହ କୁଆପଥର ମାଡ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ଫେବୃଆରୀ ମାସରୁ ତାତି ଅସହ୍ୟ ହେଲା । ଖରାର ପ୍ରକୋପ ଲୋକମାନେ ସହି ପାରିଲେ ନାହିଁ । ପୂର୍ବାନୁମାନ କରାଗଲା ଯେ, ଚଳିତ ବର୍ଷ ଉତ୍ତାପ ଏହାର ସମସ୍ତ ରେକର୍ଡ ଭାଙ୍ଗିବ।…

ବର୍ଷାଙ୍କୁ ଝଟକା ; ରିଟ୍ ପିଟଇସନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର : ହାଇକୋର୍ଟରୁ ବର୍ଷାଙ୍କୁ ଏକ ଶକ୍ତ ଝଟକା ଲାଗିଛି । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବଙ୍କ ପାଟି ଚୁପ୍ କରିବା ପାଇଁ ବର୍ଷା ହାଇକୋର୍ଟରେ ରିଟ୍ ପିଟିସନ୍ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଆଜି ତାହାକୁ…

ଖୁବଶୀଘ୍ର ଧରାପଡ଼ିବ ଅଜଣା ଜନ୍ତୁ! ଅନେକ ମେଣ୍ଢାଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ବନ ବିଭାଗ ଲଗାଇଲା ଟ୍ରାପ୍ କ୍ୟାମେରା ଓ ଯନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଳେବେଳେ ଆମ ଚାରିପାଖରେ କିଛି ଅଜଣା ଜନ୍ତୁ ଦେଖିବାକୁ ମିଳିଥାନ୍ତି । ଏହି ଜନ୍ତୁମାନେ ଜଙ୍ଗଲରୁ ବା ଅନ୍ୟ କେଉଁ ସ୍ଥାନରୁ ଜନବସତି ଅଞ୍ଚଳ ଆଡ଼କୁ ଚାଲିଆସି ଅନେକ ଗୃହପାଳିତ ପଶୁ,…

ହୋଡିଂ ଉପରରେ ହାଇଡ୍ରାମା ; ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷିତ ଭାବରେ ଉଦ୍ଧାର ପରେ ଥାନାରେ ଅଟକ

ଭୁବନେଶ୍ୱର : ବୁଧବାର ସକାଳେ ଭୁବନେଶ୍ୱରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶିଶୁଭବନ ଛକ ନିକଟରେ ଥିବା ଏକ ହୋଡିଂ ଉପରକୁ ଚଢି ଜଣେ ଯଚୁବକ ଆତ୍ମହତ୍ୟା ଉଦ୍ୟମ କରିବା ସହ ଧମକ ଦେଉଥିଲେ ମୁଁ ଡେଇଁ ପଡିବି ।…

ରାଜ୍ୟ BJPର ୩ ନେତା ସସପେଣ୍ଡ: ଦଳ ବିରୋଧୀ ଆଚରଣ ମହଙ୍ଗା ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ…