
Browsing Category
ରାଜ୍ୟ
ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁଆପଥର ଏବଂ ଘଡ଼ଘଡ଼ି ସହ ବର୍ଷା: ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଶ୍ଚିମା ଝଡର ପ୍ରଭାବରେ କାଳବୈଶାଖୀ ବର୍ଷା ଓ ଝଡ଼ତୋଫାନ ଜାରି ରହିବ । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ,…
ଶେଷରେ ଦୁଃଖ ବୁଝିଲେ ଈଶ୍ୱର: ଆମେରିକାରେ ନୂଆ ଜୀବନ ଆରମ୍ଭ କରିବ ୪ ବର୍ଷର ଝିଅ ‘ନିରୁପା’, ୪ ବର୍ଷ ତଳର ଲୋମଟାଙ୍କୁରା କାହାଣୀ ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଏ ଦୁନିଆରେ ଯାହାର କେହି ନାହାନ୍ତି ତାକୁ ସ୍ୱୟଂ ଉପରବାଲା ସହାୟ ହୁଅନ୍ତି । ଏପରି କିଛି ଘଟିଛି ଗୋଟିଏ ୪ ବର୍ଷର ନିରୀହ ଶିଶୁ ‘ନିରୁପା’ ସହିତ । ଏଇ ନିରୀହ ଝିଅ ନିରୁପାର…
ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ? ମିଳିଲା ସଙ୍କେତ, ବଢ଼ିଲା ଆଶା, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବୟାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଶା ଉଜ୍ଜୀବିତ ହୋଇଛି । ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସଂକଳ୍ପ ବିଧାନସଭାରେ ପାରିତ କରାଯାଇ ପରେ ୧୮…
DJ Azexଙ୍କ ଅକାଳ ବିୟୋଗ: ମୃତ୍ୟୁର କାରଣ ଅସ୍ପଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହଜାର ହଜାର ଦର୍ଶକଙ୍କୁ ନିଜର ସଙ୍ଗୀତ ପ୍ରତିଭା ବଳରେ ମତୁଆଲା କରାଉଥିବା ଡିଜେ ଆଜେକ୍ସ ଆଉ ନାହାନ୍ତି । ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଅକାଳ ବିୟୋଘ ଘଟିଛି । ତାଙ୍କର ମୃତ୍ୟୁ…
ପରଲୋକରେ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ରାଜନେତାଙ୍କ ପରଲୋକ ଘଟିଛି । ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ଆଉ ନାହାନ୍ତି । ୭୪ ବର୍ଷରେ ଶ୍ରୀ ପାଣ୍ଡେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ…
ବଜ୍ରପାତ ନେଇଗଲା ୧୩ଟି ମୂଲ୍ୟବାନ ଜୀବନ: ୧୨ରୁ ଅଧିକ ଗୁରୁତର
ବାଲେଶ୍ୱର: ଆଜି ସନ୍ଧ୍ୟାରେ ହଠାତ ସାରା ରାଜ୍ୟରେ ଦେକିବାକୁ ମିଳିଛି ତୁମ୍ବି ତୋଫାନ । ଟ୍ୱିନ ସିଟି କଟକ-ଭୁବନେଶ୍ୱରଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଭୟଙ୍କର ରୂପ ନେଇଥିଲା । ତେବେ ଏହି…
ପୁରୀ ହଣାକଟା ମାମଲାରେ ପୋଲିସର ଆକ୍ସନ: ୯ ଜଣ ଗିରଫ
ପୁରୀ: ବଡଦାଣ୍ଡରେ ଖଣ୍ଡା ଆକ୍ରମଣ ମାମଲାକୁ ନେଇ ପୋଲିସ ପ୍ରଶାସନ ନେଇଛି ଏକ କଡା ପଦକ୍ଷେପ । ଘଟଣାରେ ସମ୍ପୃକ୍ତ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଉଭୟ ପକ୍ଷରୁ ଏହି ଅଭିଯୁକ୍ତମାନଙ୍କୁ ପୋଲିସ…
‘ପ୍ରଶ୍ନପତ୍ର ଲିକ୍ ହୋଇନାହିଁ…’: ପରୀକ୍ଷା ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିକ୍ରିୟା
ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା କଥା…
ଯାଜପୁରର ବାରୁଣୀ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି: ଦଶାଶ୍ୱମେଧ ଘାଟରେ ବୁଡ ପକାଇବେ ଶ୍ରଦ୍ଧାଳୁ
ଯାଜପୁର: ଆସନ୍ତା ରବିବାରରୁ ଆରମ୍ଭ ହେବ ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା । ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ଏହି ପର୍ବ ଧୂମଧାମରେ ପାଳନ ହୋଇଥାଏ । କିନ୍ତୁ ଗତ ୨ ବର୍ଷ କରୋନା ମହାମାରୀ ଯୋଗୁଁ ଏହି…
ପଶ୍ଚିମା ଝଡ଼ ପ୍ରଭାବ: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜି ରାଜ୍ୟରେ ପଶ୍ଚିମା-ଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଜୁଳି, ଘଡ଼ଘଡ଼ି, କୁଆପଥର ସହ ପ୍ରବଳ ବର୍ଷା ଏବଂ ଘଂଟା ପ୍ରତି ୪୦ ରୁ ୫୦…