
Browsing Category
ରାଜ୍ୟ
ମାଟ୍ରିକ ପରୀକ୍ଷାରେ ବିଭ୍ରାଟ, ବୋର୍ଡ ସଭାପତି କହିଲେ ଚିନ୍ତିତ ହେବାର ଆବଶ୍ୟକ ନାହିଁ
କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ତେବେ ଏଠି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ବୋର୍ଡ କହିଛି । ମୁଦ୍ରଣଜନିତ ତ୍ରୁଟି…
ବଡ ଦାଣ୍ଡରେ ଲହୁ ଲୁହାଣ ; ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ୨ ଏସସିବି ମେଡିକାଲ ସ୍ଥାନାନ୍ତର , ୨ ଜଣ ଥାନାରେ ଅଟକ
ପୁରୀ: ଶନିବାର ସକାଳେ ପୁରୀ ବଡଦାଣ୍ଡରେ ଲହୁଲୁହାଣ ପରିସ୍ଥିତି ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବାଦାଦନ୍ଦା ବଜାରର ଖଦିପଡା ମେଲାନାରେ ହୋଇଥିବା…
Video: ରାତିରେ ଭାଲୁ ଵନିଯାଇ ପଶୁଥିଲେ ଅନ୍ୟଘରେ, ଏବେ ପୋଲିସ ହାତରେ ସେହି ଭାଲୁ…
ଉଦଳା: ଆଗରେ ଦୌଡ଼ୁଥିଲା ଏ ବିରଳ ପ୍ରାଣି ଆଉ ପଛରେ ଗୋଡ଼ଉଥିଲା ପୋଲିସ। ଆଉ ଧରିଦେଲା ପରେ ନିଜେ ଡରିଲେ। କାରଣ ଧରିଲାପରେ ହଠାତ୍ ଲାଗିଥିଲା ଯେମିତି ଗୋଟିଏ ଭାଲୁ ମଣିଷ ପୋଷକ ପିନ୍ଦିପକାଇଛି। ଆଉ ଥାନା ପଯ୍ୟନ୍ତ ଆଣିବା…
ଓଡିଶା ସରକାରଙ୍କ ବଡ଼ ଘୋଷଣା: ଇଲେକ୍ଟ୍ରି ଗାଡ଼ି କିଣିବା ପାଇଁ ୧୫ଲକ୍ଷ ପର୍ଯ୍ୟନ୍ତ ମିଳିବ ଆଡ଼ଭାନ୍ସ
ଭୁବନେଶ୍ୱର: କେନ୍ଦ୍ର ତଥା ରାଜ୍ୟ ସରକାର ରାସ୍ତାରୁ ପେଟ୍ରୋଲ-ଡିଜେଲ ଗାଡ଼ି ହଟାଇବା ପାଇଁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ଅନେକ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ସରକାର ବିଭିନ୍ନ ରିହାତି ମଧ୍ୟ ଦେଉଛନ୍ତ। ଏବେ…
ବଢିବ ହୋମଗାର୍ଡଙ୍କ ଦରମା: ହାଇକୋର୍ଟଙ୍କ ୫୩୩ ଟଙ୍କା ବେତନ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ରାଜ୍ୟ ହୋମଗାର୍ଡଙ୍କ ପାଇଁ ଖୁସି ଖବର। ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ୫୩୩ ଟଙ୍କା ବେତନ ରାୟକୁ କାଏମ ରଖି ଏହି ଶୁଣାଣି କରିଛନ୍ତି…
ଆନ୍ଦୋଳନ ପ୍ରାତ୍ୟାହାର କଲେ ଡ୍ରାଇଭର ମହାସଂଘ, ସୂଚନା ଦେଲେ ସଂଘ ସଭାପତି
ଭୁବନେଶ୍ୱର: ଗତ ତିନି ଦିନ ଧରି ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରାତ୍ୟାହାର କରିଛି ଡ୍ରାଇଭର ମହାସଂଘ। ଏନେଇ ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲୀ ସୂଚନା ଦେଇଛନ୍ତି । ଡ୍ରାଇଭର ମହାସଂଘର ସଭାପତି ଫେସ୍ବୁକ୍ରେ…
ଲୋକସଭା ନିର୍ବାଚନ ପୁର୍ବରୁ ବିରୋଧୀ ମେଳି ପାଇଁ ପ୍ରୟାସ: ଆଜି ମମତା-ଅଖିଳେଶ ବୈଠକ, ମାର୍ଚ୍ଚ ୨୧ରେ ନବୀନଙ୍କୁ ଭେଟିବେ ମମତା
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ପୂରା ଭାରତରେ ରାଜନୀତି ସରଗରମ ହେବାକୁ ଲାଗିଲାଣି। ବିରୋଧୀ ମାନେ ବିଜେପି ବିରୋଧରେ ଏକଜୁଟ୍ ହେବାକୁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷିରେ ସମାଜବାଦୀ ପାର୍ଟୀ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାର
ଭୁବନେଶ୍ୱର: ପଶ୍ଚିମା-ଝଡ଼ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଝଡ଼ ପବନ ସହ ଘଡ଼ଘଡ଼ି ଏବଂ ବର୍ଷା ହୋଇଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଦାରିଙ୍ଗବାଡିଠାରେ ସର୍ବାଧିକ ୩୬ ମିଲିମିଟର…
ଆନ୍ଦୋଳନରୁ ଓହରି ଯିବାକୁ ଡ୍ରାଇଭର ମହାସଂଘକୁ ନିବେଦନ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଡ୍ରାଇଭର ମହାସଂଘର ଆନ୍ଦୋଳନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗତକାଲି ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ପ୍ରସଙ୍ଗରେ ୩ ମାସ ମଧ୍ୟରେ ସମାଧାନ କରାଯିବ…
(Video)ଆରେ! ଏ କି ହଟହଟା, ବାହାହେବା ପାଇଁ ୨୮ କିଲୋମିଟର ଚାଲିଲେ ବରପକ୍ଷ; ଦେଖନ୍ତୁ ଭିଡ଼ିଓ
ଭୁବନେଶ୍ୱର : ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛଡ଼ା ଆନ୍ଦୋଳନଚାଲିଛି । ଆଉ ସେପଟେ ଏହପାଇଁ ହନ୍ତ ସନ୍ତ ହେଉଛନ୍ତି ଲୋକେ । ଡ୍ରାଇଭର ଆନ୍ଦୋଳନର ପ୍ରଭାବର ଏପରି ଏକ ଚିତ୍ର ରାୟଗଡ଼ କଲ୍ୟାଣସିଂହପୁରରୁ ସାମ୍ନାକୁ ଆସିଛି ଯାହା…