Browsing Category

ରାଜ୍ୟ

AIIMS ଡାକ୍ତରଙ୍କ ବଡ ସଫଳତା; ବର୍ଷା ଫେରିପାଇଲେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ

ଭୁବନେଶ୍ୱର:ଯୁବତୀ ଫେରି ପାଇଲେ ଛିଡ଼ି ଯାଇଥିବା  ବାମ ହାତ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ…

ହକି ବିଶ୍ବକପ୍‌ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା…

ସିନିଅର ସେକ୍ସନ ଇଞ୍ଜିନିୟରଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ରେଳମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର:ଭୁବନେଶ୍ୱର ଲୋକସଭା ସଦସ୍ୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ରେଳୱେ ଇଂଜିନିୟର ମାନେ ମାନନୀୟ ରେଳୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଡିସେମ୍ବର ଦିନ ନୂଆଦିଲ୍ଲୀ ଠାରେ ସାକ୍ଷାତ କରି…

ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ପ୍ରଧାନଶିକ୍ଷକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଆଜିକାଲି ଦୁଷ୍କର୍ମ ମାମଲାରେ ବଢ଼ିବାରେ ଲାଗିଛି । ବଦଳୁଥିବା ଯୁଗ ସହ ଅପରାଧ ମଧ୍ୟ ବଢ଼ୁଛି । ଗୁରୁଜନ ଭାବି ଯେଉଁମାନଙ୍କୁ ସମ୍ମାନ କରାଯାଉଛି, ସେମାନେ ହିଁ ଶୋଷଣ କରିବାରେ ଲାଗୁଛନ୍ତି ।…

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ଜେଲର ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ । ଜେଲ କର୍ତ୍ତୃପକ୍ଷଙ୍କୁ ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ । ସାଇଁଟିଫିକ ଟିମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ…

ଆସିଛି ପର୍ଯ୍ୟଟନ ଋତୁ, ଲୋକାରଣ୍ୟ ହେଲାଣି ପୁରୀ

ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ସମଗ୍ର ପୁରୀଜିଲ୍ଲା ଏବେ ଲୋକାରଣ୍ୟ ହୋଇ ଉଠିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିର, ବେଳାଭୂମି ସମେତ ଚିଲିକା ଓ…

ଡରାଇଲାଣି କରୋନାର ନୂଆ ରୂପ: ଆସନ୍ତାକାଲି ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆସନ୍ତାକାଲି ଦିନ ୧୨.୩୦ରେ ସଚିବାଳୟରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ…

ବିଏମସିର ଓମଫେଡ୍ ଷ୍ଟଲଙ୍କୁ ଚେତାବନୀ:ପାନ ଗୁଟଖା ବିକିଲେ ଦେବେ ଜୋରିମାନା

ଭୁବନେଶ୍ୱର: ହକି ବିଶ୍ୱ କପ ପାଇଁ ବର୍ତ୍ତମାନ ସବୁ ଠାରେ ଚଳଚଞ୍ଚଳ ଆରମ୍ଭ ହୋଇଛି । ସେପଟେ ଏହାକୁ ନେଇ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ରାଜଧାନୀ ଏବେ ହକି ପାଇଁ ସୁସଜ୍ଜିତ ହେଉଛି । ଏହା ସହିତର ରାଜଧାନୀର ରୂପ…

ଆସନ୍ତା ବର୍ଷରୁ ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କ ପରଫର୍‌ମାନ୍ସ ଟ୍ରାକିଂ ସେଲ ,ସାମିଲ ହେବେ ଷଷ୍ଠ ରୁ ଦଶମ ଶ୍ରେଣୀ

ଭୁବନେଶ୍ୱର : ସରକାରୀ ସ୍କୁଲରେ ପାଠପଢ଼ୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରଫର୍‌ମାନ୍ସ ଟ୍ରାକିଂ ସେଲ ଆସନ୍ତାବର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଉଚ୍ଚପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କୁ…

ଇଡକଲ ଡିଏମ ଗୟା ସାନ୍ତରା ଗିରଫ; ଘରୁ ମିଳିଲା କୋଟି କୋଟି ଟଙ୍କା ସହ ସୁନା ଓ ରୂପା

ଭୂବନେଶ୍ୱର: ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଦୀର୍ଘ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ ସାନ୍ତରା । ତେବେ ତାଙ୍କ ଘରୁ ନଗଦ ୧ କୋଟି ୬ଲକ୍ଷ ୪୪ ହଜାର ଟଙ୍କା ମିଳିଥିଲା । ଏନେଇ…