Browsing Category

ରାଜ୍ୟ

ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ,ଜାହାଜରୁ ମିଳିଲା ମୃତ ଦେହ

ଭୁବନେଶ୍ୱର:ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ ।ଋଷୀୟ ଚିପ ଇଞ୍ଜିନିୟର ମିଲ ୟାକୁବ ସର୍ଜଇ ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ…

ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର

ଭୁବନେଶ୍ୱର:ବିଗୁଡିଛି ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ସ୍ୱାସ୍ଥ୍ୟବସ୍ଥା । ଯାହା ପାଇଁ ଆଜି ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି । ସୂଚନାମୁତାବକ ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଥିବା କଥା କାଲି…

ଦିଲ୍ଲୀ ପରେଡ୍‌ରେ ଅତିଥି ଭୁଞ୍ଜିଆ ଦମ୍ପତି: ଖାଲିପାଦରେ ଯିବେ, ଆଦିବାସୀ ଖାଦ୍ୟ ପରଷିବେ

ଭୁବନେଶ୍ୱର :ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଆଦିବାସୀ ଦମ୍ପତି । ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ…

ଆଜିଠୁ ଆରମ୍ଭ ହେବ କଳା ଉତ୍ସବ ୨୦୨୨, ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୩ରୁ ୭ ଜାନୁୟାରୀ ୨୦୨୩…

ଭିନ୍ନ ଏକ ପର୍ବ ଟୋକିମରା: ଧରଣୀ ଦେବୀଙ୍କୁ ବଳି ଦେଲେ ସୁନାର ଫସଲ ଫଲିବା ରହିଛି ବିଶ୍ବାସ

କଳାହାଣ୍ଡି: ସପ୍ତାହେ ହେବ ଗାଁ ଉତ୍ସବ ମୁଖର ହୋଇଉଠିଛି, ଆଜି ଚାରିଆଡ଼େ ଜନ ଗହଳି। କିଏ ହାତରେ ଅସ୍ତ୍ରଶସ୍ତ୍ର ଧରିଛି ତ ଆଉ କିଏ ମହୁଲି ରସରେ ମାତାଲ। ଦୁଲୁକୁଛି ପାରମ୍ପାରିକ ବାଜା, ନାଚ ନାଚି ମସଗୁଲ ହୋଇପଡୁଛନ୍ତି…

ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ, ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଗତକାଲି ଠାରୁ ବନ୍ଦ ରହିଛି ମହାପ୍ରଭୁ ଲଙ୍ଗରାଜଙ୍କ ନୀତିକାନ୍ତି। ଗତକାଲି ୧୦ଟା ସମୟରେ ଭୋଗ ସମୟରେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଥିବାରୁ ଭୋଗ ମାରା ହୋଇଥିଲା ଆଉ ଏହାକୁ ଘୋର ବିରୋଧ…

ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି, ୫୦ ବର୍ଷରୁ ଅଧିକ ଗାଡ଼ି ପାଇଁ ରେଜିଷ୍ଟ୍ରେସନ ବ୍ୟବସ୍ଥା

ଭୁବନେଶ୍ୱର: ଭିଣ୍ଟେଜ୍ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର। 50 ବର୍ଷରୁ ଅଧିକ ସମୟର କ୍ଲାସିକ୍ ଯାନଗୁଡିକର ମାଲିକମାନେ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ଯାହା ଫଳରେ ଓଡ଼ିଶାରେ ସ୍କ୍ରାପିଂରୁ…

ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ; ଆଇସିୟୁରେ ଚାଲିଛି ଚିକିତ୍ସା

ବାଲେଶ୍ୱର: ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ଅସୁସ୍ଥ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛିି । ଗତ ତିନି ଧରି ଥଣ୍ଡା ଏବଂ ଜ୍ୱରରେ ପ୍ରତାପ ଷଡ଼ଙ୍ଗୀ…

ମନୋଜ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି: କିଛିଦିନ ପୂର୍ବରୁ ରେଳବାଇ ସେବାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୋଜ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ବା ଅଫିସର ଇନ୍ ସ୍ପେଶାଲ ଡ୍ୟୁଟି ଭାବେ ମନୋଜଙ୍କୁ ଦାୟିତ୍ୱ ଦିଆଯାଇଛି । ଗତ କିଛି ଦିନ ପୂର୍ବରୁ…

ଖୁସିଖବର : ଓଡ଼ିଶାବାସୀଙ୍କୁ ଆସନ୍ତା ୩ ବର୍ଷ ଯାଏଁ ଦେବାକୁ ପଡ଼ିବନି ଅଧିକ ବିଦ୍ୟୁତ ଦର, ଶକ୍ତି ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକଙ୍କ ପାଇଁ ଖୁସିଖବର । ଆଉ ବଢ଼ିବନାହିଁ ବିଦ୍ୟୁତ୍ ଦର । ଏନେଇ ଖୋଦ୍ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ବିଦ୍ୟୁତ ଦର ବୃଦ୍ଧିକୁ ନେଇ ହେଉଥିବା…