
Browsing Category
ରାଜ୍ୟ
National Sports Awards 2022: ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର, ଓଡ଼ିଶାରୁ କାହାକୁ ମିଳିଲା
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର କ୍ରୀଡ଼ାବିତ ଭାବେ…
ORHDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ଆସିଛି ନୂଆ ଅପଡେଟ୍ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ଏମଡି ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ…
କେନ୍ଦ୍ର ସରକାରଙ୍କ ଅବହେଳା ନେଇ ବର୍ଷିଲା ବିଜେଡ଼ି
ଭୁବନେଶ୍ୱର: ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ବିଜେପି। ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରୁଥିବା ବେଳେ ପରସ୍ପରକୁ ପ୍ରତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ଏବଂ…
ASO ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ଥମୁନି ବିବାଦ , ପୁଣି ଥରେ ହାଇକୋର୍ଟରେ ପହଁଞ୍ଚିଲା ମାମଲା
ଭୁବନେଶ୍ୱର: ଏଏସଓ ପରୀକ୍ଷା କୁ ନେଇ ବିବାଦ କମିବାର ନାମ ନେଉ ନାହିଁ ।ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ଏଥିପାଇଁ ମାମଲା ପୁଣି ଥରେ ହାଇକୋର୍ଟ ରେ ପହଞ୍ଚିଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ…
ମାଟ୍ରିକ ସମେଟିଭ-୧, ଡିସେମ୍ବର ୯ରୁ ମୂଲ୍ୟାୟନ
କଟକ: ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ ହୋଇସାରିଛି । ଏହାର ମୂଲ୍ୟାୟନ ଡ଼ିସେମ୍ବର ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ମୋଟ ୫୬ଟି କେନ୍ଦ୍ରରେ…
ନିରାଶ ହେଲା ଲେଡି ବ୍ଲାକମିଲର ଅର୍ଚ୍ଚନା; ମିଳିଲା ନାହିଁ ଜାମିନ
ଭୁବନେଶ୍ୱର:ଖାରଜ ହେଲା ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଜାମିନ । ଜାମିନ ପାଇଁ ଆବେଦନ କରିଥିଲେଏ ହେଁ ତାଙ୍କୁ ଜାମିନ ମିଳି ନାହିଁ । ଭୁବନେଶ୍ୱର ଜେଏମଏଫସି-୩ ରେ ଜାମିନ ଖାରଜ ହୋଇଛି। ଅକ୍ଷୟ ପରିଜାଙ୍କୁ ୩କୋଟି…
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ପୁଣି ମାସେ ବଢ଼ିଲା ଅବଧି
କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା ଚାଲିଥିବା ବେଳେ ଆସିଛି ବଡ଼ ଅପଡେଟ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା…
୧୭ଟି ପ୍ରସ୍ତାବରେ ମୋହର: ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମଞ୍ଜୁରୀ ଦେଲା ଓଡ଼ିଶା କ୍ୟାବିନେଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ…
ଆନ୍ଦୋଳନ ପାଇଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, ଓକିଲ-ପୋଲିସ ଧସ୍ତାଧସ୍ତି
ସମ୍ବଲପରୁ: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନରେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନ ରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତା ଧସ୍ତା ଦୃଶ୍ୟ ସାମ୍ନାକୁ ଆସିଛି । ଏଥିରେ ଆଇନଜୀବୀ ମାନଙ୍କ ଟେଣ୍ଟକୁ ଓପାଡ଼ି ଫିଙ୍ଗି ଦେଉଛନ୍ତି…
୪ଟି ଭ୍ୟାନ ଉପରେ ମାଡ଼ିଗଲା ମିନି ଟ୍ରକ
ରେଢାଖୋଲ: ପ୍ରତିଦିନ ଦେଶରେ ଏବଂ ରାଜ୍ୟରେ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟ୍ରାଫିକ ନିୟମ କଡାକଡି ହେବା ପରେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଏମିତି ଏକ ସଡ଼କ ଦୁର୍ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି । ୪ଟି…