CHARIDHAM
Browsing Category

ରାଜ୍ୟ

ପ୍ରବଳ ବର୍ଷା : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୧୭ -୧୮ ଆଡକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା । ପରେ ଏହା ତାର ଗତିପଥ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି ।…

ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ, ଏଥର ହେବ ହେବି ଟକ୍କର

ଭଦ୍ରକ:ନାମାଙ୍କନ ଭରିଲେରାଜେନ୍ଦ୍ର ଦାସ । ରାଜୁ ଦାସ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ଭରିଲେ ନାମାଙ୍କନ । ଆଉ ସେ କହିଛନ୍ତି ଯେ କୌଣସି ମତେ ସେ ତାଙ୍କ…

ଧାମନଗରବାସୀଙ୍କ ସ୍ୱାର୍ଥ ପାଇଁ ମୁଁ ନିର୍ବାଚନ ଲଢ଼ିବି, ମୁଁ ସ୍ୱାଧୀନରୁ ଲଢ଼ିବି

ଭୁବନେଶ୍ୱର:ନିର୍ବାଚନ ଆସିଲା ମାନେ ଲୋକ ମାନଙ୍କ ମନରେ ଉତ୍କଣ୍ଠା ଉତ୍ସାହ ଭରି ଯାଏ । ଏହାକୁ ନେଇ ରଣନୀତି ପ୍ରସ୍ତୁତ ହୁଏ । ଆଉ ନିଜ ଦଳ କିପରି ଜୟଯୁକ୍ତ ହେବ ଏହାକୁ ନେଇ ଅଙ୍କ କଷା ମଧ୍ୟ ଆରମ୍ଭ ହୁଏ । ଓଡିଶାରେ…

ଅଭାବନୀୟ ଦୁର୍ଘଟଣା: ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ନାବାଳକ ପୁଅଝିଅ ଆହତ

ବାଲେଶ୍ୱର: ଗ୍ୟାସ୍ ସିଲିଣ୍ଡର ଫାଟି ୨ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖନ୍ତପଡ଼ା ତୁନ୍ଦୁରା ଗାଁରେ । ଗ୍ୟାସ୍ ରିଫିଲିଂ ବେଳେ ଘଟିଯାଇଥିଲା ଏହି ଅଘଟଣ । ଏଥିରେ ପରିବାରର ଦୁଇଜଣ ନାବାଳକ ପୁଅଝିଅ ଆହତ ହୋଇଛନ୍ତି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନ୍

ଭୁବନେଶ୍ୱର: ଓଡ଼ିଶାରେ ନିଜର କ୍ଷମତା ବିସ୍ତାର କରୁ ଟିସିଏ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବିଷୟରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନଙ୍କ ପାଖରେ ଏହି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି…

ଧାମନଗର ଉପନିର୍ବାଚନରେ ରୋଚକ ମୋଡ଼: କାଲି ନାମାଙ୍କନ ଭରିବେ ରାଜୁ ଦାସ

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ୩ଟି ପ୍ରମୁଖ ଦଳ ଯଥା- ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଧାମନଗର ରାଜନୀତିରେ ଆସିଛି ରୋଚକ…

୨୪ ଘଣ୍ଟାରେ ଝଡ଼ବର୍ଷା ସମ୍ଭାବନା: ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି ଏବଂ ସମୁଦ୍ର ପତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ…

ପାଟଣାଗଡରେ ପାଗଳ କୁକୁର ଆତଙ୍କ: ୩ ବର୍ଷର ଝିଅକୁ କଲା ଶିକାର, ଅନେକ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ମାତିଛି ପାଗଳ କୁକୁର । ଏମାନଙ୍କ ଆତଙ୍କରେ ଏବେ ସାରା ସହର ଭୟଭୀତ ହୋଇପଡିଛି । ଅନେକ ଲୋକଙ୍କୁ କାମୁଡିବା ସହ ଆକ୍ରମଣ କରୁଛନ୍ତି ଏହି ପାଗଳ କୁକୁର । ଆଜି ଏହି ପାଗଳ କୁକୁର ଆକ୍ରମଣର…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍: ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ । ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।  …

ଗ୍ରାମାଞ୍ଚଳରେ ବଢ଼ୁଛି ମୁଖ ଗହ୍ୱର କର୍କଟ! ଦାନ୍ତ ଡାକ୍ତରଙ୍କ ଘୋର ଅଭାବ, ଗରିବଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ଦାନ୍ତ ଡାକ୍ତରଙ୍କ ଘୋର ଅଭାବ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟ ମୁତାବକ, ପ୍ରତି…