CHARIDHAM
Browsing Category

ରାଜ୍ୟ

ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ Ropeway: ୧୦ଟି ରୋପୱେ ନିର୍ମାଣ ପାଇଁ NHAIକୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ଖୁସି ଖବର । ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପୱେ । ଏହି ରୋପୱେ କାଇଜାଇ ମନ୍ଦିରକୁ ସଂଯୋଗ କରିବ । ରାଜ୍ୟ ସରକାରଙ୍କ ସଡ଼କ ପରିବହନ ଓ…

ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଯିବ କଳାକାର ସହାୟତା: ‘ଗୋ ଲାଇଭ୍’ର ଶୁଭାରମ୍ଭ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କମ୍ପ୍ୟୁଟରୀକୃତ ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ଅନ୍ ଲାଇନ୍ ଜରିଆ ରେ ଅର୍ଥପ୍ରେରଣ ବ୍ୟବସ୍ଥା (ଗୋ ଲାଇଭ୍) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମଙ୍ଗଳବାର…

୧ରେ ଘୂର୍ଣ୍ଣିବଳୟ: ରାଜ୍ୟରେ ୨ରୁ ପ୍ରବଳ ବର୍ଷା

ଭୁବନେଶ୍ୱର  (ଓଡ଼ିଶା ଭାସ୍କର) : ଆସନ୍ତା ଅକ୍ଟୋବର ୧ ତାରିଖ ବେଳକୁ ଉତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି  । ଏହାର ପ୍ରଭାବରେ ଅକ୍ଟୋବର ୨…

ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଉପରେ ସମୀକ୍ଷା କରିଲେ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ରାୟଗଡ: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ରାୟଗଡ ଗସ୍ତ କରି ସ୍ଥାୟୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟକ୍ରମ…

ଓଡ଼ିଶାରେ SDC ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ?

ଭୁବନେଶ୍ୱର: ଜିଲ୍ଲାସ୍ତରୀୟ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ଦେବାଶିଷ ମାରାଣ୍ଡିଙ୍କୁ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ମିଳିଥିବା ବେଳେ ଲକ୍ଷ୍ମୀ ନାୟକଙ୍କୁ କେନ୍ଦୁଝରର ଅଧ୍ୟକ୍ଷ…

(Video) ବର୍ଷା- ଅନୁଭବ ବିବାଦ : ମଧ୍ୟସ୍ଥତା ଚାହୁଁନି ବୋଲି କହିଲେ ସାଂସଦ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଜାରି ରହିଛି । ଫାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବଙ୍କୁ ଶେଷ ହୋଇଛି କାଉନସେଲିଂ । ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି…

ଓଡ଼ିଶାର ପୌରାଣିକ ପୀଠସ୍ଥଳୀ କ୍ଷୀରଚୋରା ଗୋପୀନାଥ: ଦର୍ଶନ କଲେ ପୂରଣ ହୁଏ ମନସ୍କାମନା

ବାଲେଶ୍ୱର: ଓଡ଼ିଶାର ଏକ ପୌରାଣିକ ପୀଠସ୍ଥଳୀ ଭାବରେ ପରିଚୟ ପାଇଛି କ୍ଷୀରଚୋରା ଗୋପୀନାଥ ମନ୍ଦିର । ରାଜ୍ୟର ବିଭିନ୍ନ ପୀଠ ମଧ୍ୟରୁ ରେମୁଣାର କ୍ଷୀରଚୋରା ଗୋପୀନାଥ ପୀଠ ଅନ୍ୟତମ । ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ…

(Video ) ଅଦ୍ଭୁତ! ଉଭା ହେଲେ ଜୀବନ୍ତ ଭଗବାନ୍, ଭକ୍ତଙ୍କଠାରୁ ଖାଇଲେ ଭୋଗ

ପାରାଦୀପ: ଦୁନିଆରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ, ଯାହାକି ଭଗବାନଙ୍କ ଅସ୍ତିତ୍ୱକୁ ନେଇ ଲୋକଙ୍କ ମନରେ ଶ୍ରଦ୍ଧାଭାବନା ଜାଗ୍ରତ କରାଏ । ସେହିଭଳି ସାମ୍ନାକୁ ଆସିଛି ଏକ ଭିଡିଓ, ଯେଉଁଥିରେ ଶଙ୍ଖ ଭୋଗ ଖାଉଥିବାର…

ଡେଉଁରିଆ ଭରିଦିଏ ମନରେ ବିଶ୍ୱାସ: ମା ମଝିଘରିଆଣିଙ୍କ ଆର୍ଶିବାଦ ହେଉଛି ଏହି ଡେଉଁରିଆ

ରାୟଗଡା: ଓଡିଶାର ପ୍ରମୁଖ ଶକ୍ତି ପୀଠ ମଧ୍ୟରେ ରାୟଗଡାର ପ୍ରତିଷ୍ଠିତ ଦେବୀ ମା' ମଝି ଘରିଆଣି ପୀଠ ଅନ୍ୟତମ । ଏଠାରେ ବର୍ଷସାରା ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥାଏ । ମା'ଙ୍କ ପାଖରେ ଯେକୌଣସି ମାନସିକ କଲେ, ଏହା ପୂରଣ…

ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ;ହେଲାନି ରତ୍ନଭଣ୍ଡାର ଆଲୋଚନା

ପୁରୀ:ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି।ତେବେ ବୈଠକରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା କିମ୍ବା ମରାମତି ପାଇଁ କୈାଣସି ଆଲୋଚନା କରାଯାଇନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ…