CHARIDHAM
Browsing Category

ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସର୍ତ୍ତ ସହ ମିଳିଲା ଅନୁମତି

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିବାବେଳେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି…

ଫେରିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ୪ ଜିଲ୍ଲାରେ ପ୍ରବଳ ବର୍ଷା, ଭୂସ୍ଖଳନ ନେଇ ସତର୍କ ସୂଚନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବେଶ୍ କିଛି ଦିନ ହେବ ରାଜ୍ୟରୁ ଫେରାର ହୋଇଯାଇଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

(Video) ରାଜଧାନୀରେ ବିକ୍ରି ହେଉଛି ନକଲି ଫୁଲ: ଦଳ ୪ଟାକୁ ୧୦୦ ଟଙ୍କା, ଓଡ଼ିଶାରେ ମାତିଲେଣି ବାହାର ରାଜ୍ୟର ଗ୍ୟାଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ମେଡିସିନକୁ ନେଇ ନିକଟରେ ରାଜ୍ୟରେ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ସାମ୍ନାକୁ ଆସିଛି ଆଉ ଏକ ଠକାମି ଘଟଣା । ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ହଡ଼ପ…

(Video) Love Storyକୁ ମାତଦେଲା ଦବଙ୍ଗ ଷ୍ଟାଇଲ: ପ୍ଲିଜ୍ ମୋ ଧନକୁ ଛାଡ଼ିଦିଅ, ମୋତେ ମୋ ଧନଠାରୁ ଅଲଗା କରନି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସେ ମୋ ଜୀବନ । ତାକୁ ମୋ ଠାରୁ ଅଲଗା କରନି । ମୁଁ ତା’ ବିନା ବଞ୍ଚି ପାରିବିନି ।’ ଏଭଳି ଭାବେ କାକୁତି ମିନତୀ ହୋଇ ନେହୁରା ହେଉଥିଲା ପ୍ରେମିକା । ପ୍ରେମୀଯୁଗଳଙ୍କୁ ଟାଣି ଟାଣି ଅଲଗା…

ଧ୍ୱଂସ ପାଇବ କି ପ୍ରାଚୀନ କୀର୍ତ୍ତିରାଜି? ବିପଦରେ ଓଡ଼ିଶାର ଅନନ୍ୟ ବହୁ ପୁରାତନ ଜଗନ୍ନାଥ ମନ୍ଦିର

ଗଞ୍ଜାମ: ଲୋକକଥା ଅନୁଯାୟୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ତଥା ବହୁ ପୁରାତନ ଜଗନ୍ନାଥ ମନ୍ଦିର ହେଉଛି ଖଲ୍ଲିକୋଟର ଶ୍ରୀ ଜଗନ୍ନାଥ ମନ୍ଦିର । ମାନ୍ୟତା ରହିଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କର ଖଲ୍ଲିକୋଟରେ ଥିବା ଏହି ମନ୍ଦିର…

୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଲେ ୫-ଟି ସଚିବ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ…

AIIMSକୁ ମିଳିଲା ବିରାଟ ସଫଳତା: ପ୍ରଥମ କିଡନୀ ପ୍ରତିରୋପଣରେ ରଚିଲା ମାଇଲଖୁଣ୍ଟ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତି‌ରୋପଣ…

ବେଦାନ୍ତ ଆଲୁମିନିୟମ ଏବଂ ଓଏସପିସିବି ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଓଜୋନ ହ୍ରାସ ଉପରେ ସଚେତନା

ଝାରସୁଗୁଡା :ବିଶ୍ୱ ଓଜୋନ ଦିବସରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଓ ଡିଏଭି ପବ୍ଲିକ ସ୍କୁଲ ସହିତ ମିଳିତ ଭାବରେ ଛାତ୍ର…

ତୃତୀୟରୁ ନବମ ଶ୍ରେଣୀ ପିଲା ପଢ଼ିବେ ପୁରୁଣା ପାଠ, ଆସନ୍ତା ୨୯ରୁ ଆରମ୍ଭ ହେବ ଶୈକ୍ଷିକ ପୁନରୁଦ୍ଧାର କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜ୍ୟର ସ୍କୁଲ ପିଲାମାନଙ୍କର ଦୁଇ ବର୍ଷର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଥିଲା ବି କ୍ଲାସରେ ପିଲାମାନେ ପରୀକ୍ଷାରେ ପାସ୍ କରି ଉପର ଶ୍ରେଣୀକୁ ଉଠିଥିଲେ ।…

ପାଠପଢା ପାଇଁ ଗଲା ଜୀବନ: ଭାଇକୁ ପିଟି ପିଟି ହତ୍ୟା କଲା ଭାଇ

ଭୁବନେଶ୍ୱର: ଆଜି କାଲି ରାଜ୍ୟ ତଥା ଦେଶରେ ହତ୍ୟା ଆତ୍ମହତ୍ୟା ଆଦି ମାମଲା ବଢିବାର ଲାଗିଛି । କିଏ ପ୍ରେମ ବ୍ୟାପାରକୁ ନେଇ ଆତ୍ମ ହତ୍ୟା କରୁଛି ତ ଆଉ କିଏ ପାରିବାରିକ କଳକୁ ନେଇ ହତ୍ୟା କରୁଛି । ତେବେ ଏହାରି ମଧ୍ୟରେ…