
Browsing Category
ରାଜ୍ୟ
ଜବତ ହେଲା ନକଲି ଔଷଧ;ବଜାର ମିଳୁଛି ନକଲି Telma 40
କଟକ: ପୁଣି ଜବତ ହେଲା ନକଲି ଔଷଧ । କଟକକୁ ମୁଖ୍ୟତଃ ନକଲି ଜିନିଷର ଗନ୍ଥାଘର କହିଲେ ଭୁଲ ହେବ ନାହିଁ । ତେବେ କିଛି ଦିନ ତଳେ କଟକରୁ ନକଲିଔଷଧ ଜବତ ହୋଇଥିବା ବେଳେ ପୁଣି ଏବେ ନକଲି ଔଷଧ ଜବତ ହୋଇଛି । ନକଲି ଟେଲମା-୪୦…
(Video) କାନ୍ଦରେ ଫାଟିପଡ଼ୁଛି ବିଷ୍ଣୁଙ୍କ ଗାଁ: ଭାଇ କହିଲେ, ‘ମେଡିକାଲ ଗଲାବେଳେ ଫେରିବ ବୋଲି କହିଥିଲା, କିନ୍ତୁ…’
ଭୁବନେଶ୍ୱର: ବିଜେପି ବିଧାୟକ ବା ବିରୋଧୀ ଦଳ ନେତା ବିଷ୍ଣୁସେଠୀଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବହୁ ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ ।…
ବଢିଲା ମହଙ୍ଗା ଭତ୍ତା: ଉପକୃତ ହେବେ ୪ଲକ୍ଷ କର୍ମଚାରୀ ୩.୫ ଲକ୍ଷ ପେନସନ୍ ଭୋଗୀ
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର । ରାଜ୍ୟ ସରକାର ବଢାଇଲେ ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧% ରୁ ୩୪% କୁ…
ସରକାରୀ ଚାକିରି ଛାଡି ରାଜନୀତିକୁ ଆପଣେଇଲେ, ଏମିତି ଥିଲା ବିଷ୍ଣୁ ସେଠୀଙ୍କ ରାଜନୈତିକ ଜୀବନ…
ଭୁବନେଶ୍ୱର: ରାଜନୀତି ଏକ ସାଧାରଣ କ୍ଷେତ୍ର ନୁହେଁ । ଏଥିରେ ପାଦ ଦେବା ତିଷ୍ଠିବା ଆଉ ନୀତି ଆଦର୍ଶରେ କାର୍ଯ୍ୟକରିବା ସହଜ ନୁହେଁ । ବହୁ ନେତା ଏହି କ୍ଷେତ୍ରରେ ରହି ନିଜର ପରିଚୟ ସୃଷ୍ଟି କରିଛନ୍ତି ତ ଆଉ କେହି ଏହି…
କଟକ ଗସ୍ତରେ ୫-ଟି ସଚିବ,ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିଲେ ସମୀକ୍ଷା
ଭୁବନେଶ୍ବର:କଟକ ଶ୍ରୀରାମଚଂଦ୍ର ମେଡିକାଲ କଲେଜ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ…
ସୃଷ୍ଟିହେଲା ଲଘୁଚାପ: ଆଗାମୀ ୨୪ ଘଣ୍ଟାରେ ଅଧିକ ଘତିଭୂତ ସମ୍ଭାବନା
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଅଧିକ ଘନିଭୂତ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ…
ବଦଳିଲେ କଣ୍ଟାବାଞ୍ଜି SDPO;ଟଙ୍କା ହେରଫେର ମାମଲାରେ ଚାଲିଛି ତଦନ୍ତ
ଭୁବନେଶ୍ୱର: ବଦଳିଲେ କଣ୍ଟାବାଞ୍ଜି ଏସଡିପିଓ । କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଟଙ୍କା ହେରଫେର ମାମଲାରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କୁ ଜିଲ୍ଲା…
ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଜେପି ବିଧାୟକ ବା ବିରୋଧୀ ଦଳ ନେତା ବିଷ୍ଣୁସେଠୀଙ୍କର ପରଲୋକ ହୋଇଛି । ବିଷ୍ଣୁଙ୍କ ବିୟୋଗରେ ଅନେକ ବରିଷ୍ଠ ନେତା, ମନ୍ତ୍ରୀ ଓ ଲୋକମାନେ ଶୋକବ୍ୟକ୍ତ…
ଧାମନଗର ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକ
ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକ । ବହୁ ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । କିଡନୀ ରୋଗରେ ପିଡିତ ଥିଲେ ବିଷ୍ଣୁସେଠୀ । ଏମ୍ସର ଅତିରିକ୍ତ ଅଧିକାରୀ…
ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ: ରାଜ୍ୟରେ ପ୍ରବଳ ବର୍ଷିବ, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡ଼ା,…