Browsing Category
ରାଜ୍ୟ
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଅମିତ୍ ଶାହ, କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକରେ ଅମୃତ ମହୋତ୍ସବ ଅବସରରେ ନେତାଜୀ…
ଆଜି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ, ୱେବସାଇଟ୍ରୁ ଫଳ ଜାଣିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆଜି ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷାଫଳ । ଏନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଅପରାହ୍ଣ ୪ଟାରେ +୨ କଳା ସହ…
ଆସନ୍ତା ୩ ଦିନ ପ୍ରବଳ ଛେଚିବ ବର୍ଷା: କଳାହାଣ୍ଡି ଓ ରାୟଗଡ଼ାକୁ ରେଡ ୱାର୍ଣ୍ଣିଂ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ପ୍ରବଳ ବର୍ଷାରେ ଗତ ୨ ଦିନ ହେବ ସାରା ରାଜ୍ୟ ଭିଜୁଛି । ବର୍ଷାରେ ବେହାଲ ହୋଇଛି ସାରା ଓଡ଼ିଶା । ଏସବୁ ଭିତରେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହାର…
ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା: ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତ୍ରୀରେ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତାଙ୍କ ସାଥୀରେ…
ନୀତି ଆୟୋଗ ବୈଠକ; ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ୭ମ ନୀତି ଆୟୋଗ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ…
ପାଣିରେ ବୁଡି ୨ ନିଖୋଜ, ହୀରାକୁଦ ଡ୍ୟାମରେ ଗାଧେଇବା ଅଘଟଣ
ସମ୍ବଲପୁର: ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ ହୋଇଯାଇଛନ୍ତି । ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠ ନିକଟରେ ଗାଧୋଉଥିବା ସମୟରେ ଏମସିଏଲର ୨ ଜଣ କର୍ମଚାରୀ ଭାସିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି ।…
ଗର୍ଭବତୀଙ୍କୁ ୩ ଥର ଅଲଟ୍ରାସାଉଣ୍ଡ ମାଗଣା: ସରକାରୀ ମେଡିକାଲ ଓ ଘରୋଇ କ୍ଲିନିକରେ ମିଳିବ ସୁବିଧା, ସରକାର ଜାରି କଲେ ନିର୍ଦ୍ଦେଶନାମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତୃମୃତ୍ୟୁ ହାରକୁ ରୋକିବା ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଗର୍ଭବତୀଙ୍କ ୩ ଥର ଅଲଟ୍ରାସାଉଣ୍ଡ ମାଗଣାରେ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଏପରି ଏକ ଅଭିନବ ପଦକ୍ଷେପ…
ଭୁଷୁଡିଲା ସ୍ମାର୍ଟ ସିଟିର ସ୍ମାର୍ଟ ବିଲ୍ଡିଙ୍ଗ: ନିର୍ମାଣ କାମ ସରିବା ପୂର୍ବରୁ ମାଟିରେ ମିଶିଲା ପ୍ରଶାସନିକ ପ୍ରୋଜେକ୍ଟ
ରାଉରକେଲା: ମାଟିରେ ମିଶିଯାଇଛି ସ୍ମାର୍ଟ ସିଟିର ସ୍ମାର୍ଟ ବିଲଡିଙ୍ଗ । ନିର୍ମାଣ କାର୍ୟ୍ୟ ଶେଷ ହେବା ପୂର୍ବରୁ ହିଁ ଭୁଶୁଡ଼ି ପଡିଛି ପ୍ରଶାସନର ଆଉ ଏକ ପ୍ରୋଜେକ୍ଟ । ତେବେ ଏହି ଅଘଟଣରେ ସୌଭାଗ୍ୟ ବଶତଃ କୌଣସି ଧନଜୀବନ…
(Video) ପୁଣି ଶ୍ରୀକ୍ଷେତ୍ରରେ ଅଘଟଣ: ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସରଘରେ ଅଗ୍ନିକାଣ୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ସର ଘରେ ନିଆଁ ଲାଗିଛି । ମହାପ୍ରଭୁଙ୍କ ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ…
ଅସ୍ତିତ୍ୱ ହରାଉଛନ୍ତି ବିରୋଧୀ:ଏଭଳି କହି କାହାକୁ ଟାର୍ଗେଟ କରିଲେ ଆଲଭା,ଜାଣନ୍ତୁ……….
ନୂଆଦିଲ୍ଲୀ: ଗତକାଲି ଉପରାଷ୍ଟ୍ରପତି ନିର୍ବାଚନ ସମାପ୍ତି ହୋଇଛି । ଏହା ପରେ ଦେଶକୁ ମିଳିଛି ତାର ନୂଆ ଉପରାଷ୍ଟ୍ରପତି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଆମର ଆଗାମୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ…