fbpx
BJD SKY
BJD SKY
Browsing Category

ରାଜ୍ୟ

ବଜ୍ରପାତ ସାଜିଲା କାଳ ! ବାରିପଦାରେ ୩ ନାବାଳକଙ୍କ ମୃତ୍ୟୁ

ବାରିପଦା(ଓଡ଼ିଶା ଭାସ୍କର): ବଜ୍ରପାତ ସାଜିଲା କାଳ । ଭୟଙ୍କର ବଜ୍ରପାତ ଯୋଗୁଁ ୩ ନାବାଳକଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ଘଟିଛି । ସୂଚନା…

୧୦ମ ପାସ୍ ପିଲାଙ୍କୁ ଆଶ୍ୱସ୍ତି ! +୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୭.୮୯ ପ୍ରତିଶତ ଥିବା ବେଳେ +୨ ସିଟକୁ ନେଇ ଚିନ୍ତା ବଢ଼ିଛି । +୨ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପ୍ରସଙ୍ଗରେ ପିଲାଙ୍କ ପାଇଁ…

ଶରଧାବାଲିରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ…

ଡେବିଟ୍ କାର୍ଡ କ୍ଲୋନିଂ ସାଇବର ଠକଙ୍କ ନୂଆ ଅସ୍ତ୍ର, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ସାଇବର ଠକେଇ ବଢ଼ି ଚାଲିଛି । ପୂର୍ବରୁ ରାଜ୍ୟରେ ହେଉଥିବା ସାଇବର ଠକେଇର ଲିଙ୍କ ରାଜ୍ୟ ବାହାରେ ରହୁଥିବା ବେଳେ ଏବେ ରାଜ୍ୟ ଭିତରର ଠକଙ୍କ ଉତ୍ପାତ ଦେଖିବାକୁ ମିଳୁଛି…

ରାଜଧାନୀର ଅଳିଆରୁ ତିଆରି ହେଉଛି ଜୈବିକ ଖତ, ଚାଷ ପାଇଁ ସର୍ବୋତ୍ତମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରୁ ଦୈନିକ ବାହାରୁଛି ବିପୁଳ ଅଳିଆ ଆବର୍ଜନା । ତେବେ ଏହି ବର୍ଜ୍ୟବସ୍ତୁ ମଧ୍ୟରେ ଅନେକ ଅଳିଆକୁ ପୁନଃ ବିନିଯୋଗ କରିବା ଭଳି ସୁଯୋଗ ରହିଛି । ଏହାକୁ ଠିକ୍ ମାର୍ଗରେ ଉପଯୋଗ କରିପାରିଲେ…

ପୋଖରୀପୁଟରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଛାନଭିନ୍ କରୁଛି ଜିଆରପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ କରୋନା ମହାମାରୀ ପାଇଁ କଲବଲ ହେଉଛନ୍ତି ଲୋକେ । ସମ୍ପୂର୍ଣ୍ଣ ଭୟ ଟଳିନି କି କଟକଣା ହଟିନି । ଅନ୍ୟପଟେ ରାଜଧାନୀରେ କ୍ରାଇମ୍ କମିବାର ନାଁ ଧରୁନି । ହତ୍ୟା, ଲୁଟ୍, ଛିନତାଇ ଆଦି…

ଦେହ ଦେଖାଇ ଲୁଟୁଛନ୍ତି ଯୁବତୀ, ଟଙ୍କା ପାଇଁ ଧମକାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୁଟିବାର ନୂଆ କୌଶଳ । ଆଗରୁ ଶୁଣିବାକୁ ମିଳୁଥିଲା ‘ହନି ଟ୍ରାପ୍’ ବୋଲି ଶବ୍ଦଟିଏ । ଏହାର ଅର୍ଥ ଜଣଙ୍କୁ ଫସାଇବା ପାଇଁ ସୁନ୍ଦରୀ ଯୁବତୀଙ୍କୁ ନିୟୋଜିତ କରାଯିବା । କିନ୍ତୁ ଏଭଳି ଘଟଣାଟିଏ…

କରୋନା କଟକଣା ପାଇଁ ପୁରୀ ଯିବା ମନା, ଘରେ କୁନି ରଥ ତିଆରି କରି ଟାଣିଲେ ସପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଚଳିତ ବର୍ଷ ଘୋଷଯାତ୍ରାରେ କୋଭିଡ୍ ପାଇଁ ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଯିବାକୁ ଅନୁମତି…

ମାଟ୍ରିକ ଅଫଲାଇନ୍ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମଥର ପାଇଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ବାହାରିଥିଲା । ମୂଲ୍ୟାୟନ ହୋଇଥିଲା ଭିନ୍ନ ଉପାୟରେ ଓ ଏହି ବିକଳ୍ପ ଉପାୟରେ ଫଳ ପ୍ରକାଶ ପାଇବାରେ ବିଭିନ୍ନ ସ୍ଥାନରେ…

ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା ହେବେ ୪ ମନ୍ତ୍ରୀ! ଏବେଠାରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ରାଜ୍ୟର ପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମନ୍ତ୍ରିମଣ୍ଡଳର କିଛି ପୁରୁଣା…