Browsing Category
ରାଜ୍ୟ
OUATର ନୂଆ କୁଳପତି ନିଯୁକ୍ତି ପାଇଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି ନିଯୁକ୍ତି ପାଇଛନ୍ତି । ଓୟୁଏଟିର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନୂଆ କୁଳପତିଙ୍କୁ…
SHG ସମ୍ଭାଳିବେ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ: ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା OSEPA
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି) ଉପରେ ନ୍ୟସ୍ତ ରହିବ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଦାୟିତ୍ୱ । ସ୍କୁଲ କ୍ୟାମ୍ପସର ସୁରକ୍ଷା, ଆସବାବପତ୍ରର ଯତ୍ନ, ପରିଚ୍ଛନ୍ନତା କାର୍ଯ୍ୟ…
ନଭେମ୍ବର ୮ ରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା: ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ…
BJD Again-2024: ନବୀନ ପୁଣି ବସିବେ ମୁଖ୍ୟମନ୍ତ୍ରୀ ଗାଦିରେ, ଦଳ ପକ୍ଷରୁ ଆରମ୍ଭ ହେଲା ମାଷ୍ଟର ପ୍ଲାନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ମେଗା ଫାଇଟ । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଗେମ୍ ପ୍ଲାନ ଆରମ୍ଭ କରିଦେଲେଣି । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ…
(Video)ଗୁଣିଆ ସନ୍ଦେହରେ ତିନି ପରିବାରକୁ ବାସନ୍ଦ: ତିନି ବର୍ଷ ହେଲା ହେଉଛନ୍ତି ହନ୍ତସନ୍ତ
ଗଞ୍ଜାମ: ଆଜିବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ ଭଳି କୁସଂସ୍କାର ପ୍ରଥା । ଗଞ୍ଜାମ ବଡ଼ଖଣ୍ଡାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସରକାର ଓ ପ୍ରଶାସନର ସଚେତନତା ସତ୍ତେ୍ୱ ସୁଧୁରୁନି ବାସନ୍ଦ ଭଳି ପ୍ରଥା ।…
ସ୍କୁଲ ଓ କଲେଜର କର୍ମଚାରୀ ପାଇବେ ସପ୍ତମ ବେତନ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍କୁଲ, କଲେଜର କର୍ମଚାରୀମାନେ ପାଇବେ ସପ୍ତମ ବେତନ । ଏନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଲୋଚନା କରିଛନ୍ତି ।…
ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏଁ ଫାଇନ୍: ନିର୍ଦ୍ଦେଶ ଦେଲେ କୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଏକ ନୂଆ ଅପଡେଟ୍ ଆସିଛି । ଉଭୟେ ବର୍ଷା ଓ ଅନୁଭବ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବେ ।…
ପ୍ରକାଶ ପାଇଲା OCS-2020 Mains ପରୀକ୍ଷା ଫଳ: ପାସ୍ କରିଛନ୍ତି ୭୮୫ ପ୍ରାର୍ଥୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍-୨୦୨୨) ମେନ୍ସର ରେଜଲ୍ଟ । ମେନ୍ସ ପରୀକ୍ଷାରେ ୭୮୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨୮୭ ମହିଳା…
ହେ ପ୍ରଭୁ! ଆତ୍ମହତ୍ୟାର ଇଏ କି କାରଣ? ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ
ଭୁବନେଶ୍ୱର: ନୂଆ ପିଢୀର ଯୁବଗୋଷ୍ଠୀଙ୍କ ମାନସିକତାରେ ଦେଖିବାକୁ ମିଳିଛି ସହନସୀଳତାର ଅଭାବ । ଏହାସହିତ ବିକୃତ ଏବଂ ଅଳ୍ପ ଚିନ୍ତାଧାରା ରଖୁଥିବା ମଧ୍ୟ ଦେଖାଯାଉଛି । ସାମାନ୍ୟ କଥାରେ ବଡ ପଦକ୍ଷେପ ନେବା ଏମାନଙ୍କ ପାଇଁଚ…
୧୪ ଜିଲ୍ଲାକୁ ପ୍ରବଳ ବର୍ଷା: ଲଘୁଚାପକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏଥିପାଇଁ ମୋଟ ୧୪ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…