Browsing Category

ରାଜ୍ୟ

(Video) ପୁଣି ଦେଖିବାକୁ ମିଳିଛି ଅଜଣା ଜନ୍ତୁର ପାଦଚିହ୍ନ: ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ନିଆଳିରେ ଅଜଣା ଜନ୍ତୁର ଆତଙ୍କ ପରେ ପୁଣି ସାମ୍ନାକୁ ଆସିଛି ଏପରି ଏକ ଭୟଙ୍କର ଘଟଣା । ଲୋକଙ୍କୁ ପୁଣି ଘାରିଛି ଅଜଣା ଜନ୍ତୁର ଆତଙ୍କ । ଗଡ଼ିଆ କୂଳରେ ପଡ଼ିଛି ଅଜଣା ଜନ୍ତୁର ପାଦଚିହ୍ନ ।…

ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର: ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଦାବି କରି ବନ୍ଦ ଡାକରା ଦିଆଯାଉଛି । ବନ୍ଦ ଡାକରା ଯୋଗୁଁ ସହରର…

ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକୁଛି କରୋନା। ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଶ୍ରୀମନ୍ଦିରରୁ ପଥର ଖସିବା ମାମଲା: ଜିଲ୍ଲାପାଳ କହିଲେ ଘଟଣାର ସତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ପଥର ଖସିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା…

୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର। ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହେବ। ୫ ଜିଲ୍ଲାରେ ପ୍ରବଳରୁ ଅତି…

‘I Love You’ ଲେଖି ଆତ୍ମହତ୍ୟା କଲେ ଯୁବକ: ରାସ୍ତାକଡ଼ ଗଛରୁ ମିଳିଲା ମୃତଦେହ

ଖଡ଼ିଆଳ: ପ୍ରେମ ସମସ୍ତଙ୍କୁ ମିଳିନଥାଏ । କାହାକୁ ମିଳେ ସଫଳତା ତ ଆଉ କାହାକୁ ମିଳିଥାଏ ବିଫଳତା । ଆଜିକାଲି ପ୍ରେମରେ ପଡ଼ିଥିବା ଯୁବପିଢ଼ି କିଛି ବି କରିବାକୁ ପଛାଉନାହାନ୍ତି । ପ୍ରେମରେ ହାରି ଲୋକମାନେ ଜୀବନ ଦେବାକୁ…

(Video) ଘୋର ଅନର୍ଥ: ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପଥର, ବଡ଼ଠାକୁରଙ୍କ ପଛରେ ପଡ଼ିଥିବା ସୂଚନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏକ ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ…

ଶ୍ରାବଣରେ ଜଙ୍ଗଲୀ ଛତୁର ଚାହିଦା ବେଶି, କିଲୋ ପିଛା ୮୦୦ଟଙ୍କାରେ ହେଉଛି ବିକ୍ରି

ଡାବୁଗାଁ,(ଭାସ୍କର ନ୍ୟୁଜ୍‌): ବର୍ତ୍ତମାନ ସମୟ ହେଉଛି କୋଚିତ ମିଳୁଥିବା ଶ୍ରାବଣ ଛତୁର ସମୟ। ବଜାରରେ ଏହାର ଚାହିଦା ବେଶି। ପୂର୍ବରୁ କୋରାପୁଟିଆ ଆଦିବାସୀ ଏହି ଛତୁ ଖାଉଥିଲେ। ବର୍ତ୍ତମାନ ଶ୍ରାବଣ ଛତୁ ଖାଉଥିବାରୁ…

ସବ୍‌-ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, ୨୦୧୪ରୁ ହତ୍ୟା ମାମଲାରେ କଏଦୀ ଜୀବନ ବିତାଉଥିଲା

ଭଞ୍ଜନଗର, (ଭାସ୍କରନ୍ୟୁଜ୍‌): ଭଞ୍ଜନଗର ସବଜେଲ୍‌ ପରିସରରେ ମଙ୍ଗଳବାର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁରେନ୍ଦ୍ର ନାଇକ(୭୦) । ସେ ଏକ ହତ୍ୟା ମାମଲାର ଅଭିଯୁକ୍ତଭାବେ ଭଞ୍ଜନଗର…

ଦେଢ଼ଶୂରକୁ ଗୋଡ଼େଇ ଗୋଡ଼େଇ ପିଟିଲା ଭାଇବୋହୂ, ଥାନାରେ ଲିିଖିତ ଅଭିଯୋଗ କଲେ ପରିବାରଲୋକ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌): ଗୋବିନ୍ଦପୁର ଥାନା ଅଧିନସ୍ଥ ଉତ୍ତାରଣ ପଞ୍ଚାୟତ ଭୋଗେଶ୍ୱର ଗ୍ରାମରେ ଜମିବାଡି ବିବାଦରୁ ପୂର୍ବଶତୃତାକୁ ନେଇ ବଡଭାଉଜଙ୍କ ଦଶକର୍ମ ଦିନ ଦେଢଶୂର ବିଶ୍ୱନାଥ ସ୍ୱାଇଁ ଭାଇବୋହୁ…