Browsing Category
ରାଜ୍ୟ
ଗଣପର୍ବ ନୂଆଖାଇରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନାରାୟଣ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଦାବି ନେଇ ଶ୍ରୀ ମିଶ୍ର…
ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ମିଳିଲା ସର୍ତମୂଳକ ଜାମିନ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ବରିଷ୍ଠ ସାମ୍ବାଦିକ ତଥା ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଛି । ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ…
ଜାପାନିଜ୍ ଏନ୍ସେଫାଲାଇଟିସ୍ ଟିକା ଉଦ୍ଭାବନରେ ଓଡିଆ ବୈଜ୍ଞାନିକଙ୍କ କୃତିତ୍ୱ, ଡଃ.ତାରେଣୀ ଦାସଙ୍କୁ ସମ୍ମାନିତ କଲେ କୃଷି ଓ କୃଷକ କଲ୍ୟାଣ…
ନିମାପଡ଼ା, (ଭାସ୍କର ନ୍ୟୁଜ): ନିମାପଡା ଅଞ୍ଚଳର ବୋହୂ ଜାପାନିଜ ଏନ୍ସେଫାଲାଇଟସ୍ ଟୀକା ଉଦ୍ଭାବନରେ କୃତିତ୍ୱ ହାସଲ କରିଛନ୍ତି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଓଡିଆ ବୈଜ୍ଞାନିକଙ୍କୁ ସମ୍ମାନିତ…
ଆଜି ଏଏସ୍ଓ ପରୀକ୍ଷା: ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ ।…
ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ମାମଲା: ତାଲିମ୍ ନେବେ ୫୦ ପୋଲିସ ଅଧିକାରୀ, କମିସନରେଟ୍ ପୋଲିସର ନୂଆ ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟ୍ୱିନ୍ ସିଟିରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ବିଶେଷ କରି ଛାତ୍ରଛାତ୍ରୀ, ଯୁବପୀଢ଼ିଙ୍କ ମଧ୍ୟରେ ଏହି ଆତ୍ମହତ୍ୟା ପ୍ରବଣତା ମାମଲା ଅଧିକ ଦେଖିବାକୁ ମିଳିଛି । ଏପରିକି…
କଡାକଡି ହେବ ପ୍ଲାଷ୍ଟିକ ନିଷିଦ୍ଧ ନିୟମ: ନିର୍ଦ୍ଦେଶ ଜାରି କଲେ ମୁଖ୍ୟ ସଚିବ
ଭୁବନେଶ୍ୱର: ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ଲାଗୁ ହୋଇଛି ନୂଆ ନିର୍ଦ୍ଦେଶ । ବିଭିନ୍ନ ପ୍ରକ୍ରିୟାରେ ବ୍ୟବହାର ହେଉଥିବା ପ୍ଳାଷ୍ଟିକକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି…
ସଡ଼କ ଦୁର୍ଘଟଣାର କାରଣ ବିଶ୍ଲେଷଣ ପାଇଁ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ ଅଧିକାରୀ, ରାଜ୍ୟ ପରିବହନ ବିଭାଗର ନୂଆ ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ସଡ଼କ…
ଓଡ଼ିଶାର ଦୁଇଟି ୟୁନିଭରସିଟି Fake: UGC ଜାରି କଲା ୨୧ଟି ଫେକ୍ ୟୁନିଭରସିଟି ତାଲିକା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦେଶର ୨୧ଟି ଫେକ୍ ୟୁନିଭରସିଟିର ତାଲିକା ଜାରି କରାଯାଇଛି । ଏହି ଲିଷ୍ଟରେ ଓଡ଼ିଶାର ଦୁଇଟି ୟୁନିଭରସିଟି ସ୍ଥାନ ପାଇଛି । କେବଳ ଦିଲ୍ଲୀରେ ୮ଟି ଫର୍ଜି…
ବ୍ରହ୍ମପୁର ବଡ଼ ମେଡିକାଲ MKCGରେ ଅଗ୍ନିକାଣ୍ଡ
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ୱାର୍ଡରୁ ଘଟିଛି ଅଗ୍ନିକାଣ୍ଡ । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ ଡାକିଛନ୍ତି ଅଧୀକ୍ଷକ । ୱାର୍ଡରୁ ଧୂଆଁ ବାହାରିବାରୁ ରୋଗୀ ବାହାରକୁ…
(Video) ଆଳିରେ ଲଜ୍ଜା: ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ବର୍ଷର ଅଜା, ପେଟରେ ଛୁଆ ଧରି…
ଆଳି: ଆଳିରୁ ପୁଣି ଆସିଲା ଲଜ୍ଜାଜନକ ଘଟଣା । ନାତୁଣୀ ପେଟରେ ଅଛି ଅଜାର ଛୁଆ । ନାତୁଣୀ ଏବେ ୭ ମାସର ଗର୍ଭବତୀ । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀକୁ ଗର୍ଭବତୀ…