
Browsing Category
ରାଜ୍ୟ
24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଘାଇଲା ହେବ ଓଡ଼ିଶା, ଏହିଦିନ ସାରା ରାଜ୍ୟରେ ୟଲୋ ୱାର୍ଣ୍ଣିଂ ଜାରି….
ଓଡ଼ିଶା ଭାସ୍କର: ରାଜ୍ଯରେ ଆହୁରି 4 ଦିନ ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା । କିଛି ସ୍ଥାନରେ ଝିପି ଝିପି ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି । ଆସନ୍ତା 24 ଘଣ୍ଟାରେ ରାଜ୍ୟର 20…
Big Breaking: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, 7 ଏନଏସି ହେଲା ମ୍ଯୁନିସିପାଲିଟି, 16 ନୂଆ ଏନଏସି ଘୋଷଣା…
ଓଡ଼ିଶା ଭାସ୍କର: ସ୍ୱାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 7 ଟି ଏନଏସିକୁ ମୁଖ୍ୟମନ୍ତ୍ରୀ ମ୍ୟୁନିସିପାଲିଟି ଭାବରେ ଘୋଷଣା କରିଛନ୍ତି । ତାହାସହ 16 ଟି ନୂଆ…
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଖରାପ ଖବର, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
କଟକ: ସଙ୍ଗୀତ ଜଗତ ପାଇଁ ଖରାପ ଖବର। ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ। ଅଭିଜିତ୍ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି।
ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର…
ଦୁର୍ନୀତି ପାଇଁ ତହସିଲଦାର ମଧୁସ୍ମିତା ସିଂ ନିଲମ୍ବିତ, ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବନ କରାଯାଇଛି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ…
ଏଣିକି ହ୍ୱାଟ୍ସଆପରେ ବୁକିଂ କରିହେବ ‘ଆମ ବସ୍’ ଟିକେଟ୍, ଲୋକଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏଣିକି ହ୍ବାଟସ୍ଆପ୍ ମାଧ୍ୟମରେ ‘ଆମ ବସ୍’ ଟିକେଟ୍ ବୁକିଂ କରିହେବ। ହ୍ବାଟସ୍ଆପର ଅଧିକ ବ୍ୟବହାର ଯୋଗୁଁ କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବ। ‘ଆମ ବସ୍’ ପାଇଁ ଆରମ୍ଭ କରାଯିବ ହ୍ବାଟସ୍ଆପରେ…
ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ୱେବସାଇଟ୍ରେ ମଗାଯାଉଛି ଟଙ୍କା
ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ୍। ଇଣ୍ଡିଆ ଥ୍ରିଲସ୍ ନାମକ ୱେବସାଇଟ୍ ଟଙ୍କା ମାଗୁଛି ବୋଲି ଅଭିଯୋଗ ହୋଇଛି। ବିଭିନ୍ନ ବର୍ଗର ଦେୟମୁକ୍ତ ଦର୍ଶନ ନେଇ ୱେବସାଇଟ୍ରେ ତଥ୍ୟ ରହିଛି।…
ପୁଣି ବିଷାକ୍ତ ସାପ ନେଲା ଜୀବନ, ହସ୍ପିଟାଲରେ ଛଟପଟ ହୋଇ ମହିଳାଙ୍କର ଚାଲିଗଲା ପ୍ରାଣ
ନୂଆପଡ଼ା: ବିଷାକ୍ତ ସାପ କାମୁଡ଼ାରେ ପୁଣି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାଟି ଝାଞ୍ଜିମୁଣ୍ଡା ଗାଁର ଲଳିତା ମାଝୀ ନାମ୍ନୀ ମହିଳାଙ୍କର ଘଟିଛି।
ସୂଚନା ଅନୁଯାୟୀ, ପରିବାର ଲୋକେ…
ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ୍, ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ୱର: ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ। ପିଏମ-ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେସକୋ ମଡେଲରେ କୋଠା ହେବ ସୌରଚାଳିତ।
ଦେଢ ହଜାର ସରକାରୀ କୋଠା ଚିହ୍ନଟ ହେବ।…
ଗେଟ୍ ମାଧ୍ୟମରେ ଏଇଇ ପରୀକ୍ଷାକୁ ବିରୋଧ, ଉଦ୍ଦେଶ୍ୟମୂଳକ ଭାବେ ଜଳ ସମ୍ପଦ ବିଭାଗ ଏପରି କରୁଥିବା ଅଭିଯୋଗ
ଭୁବନେଶ୍ୱର: ରାଜ୍ୟରେ ଲକ୍ଷଲକ୍ଷ ଇଞ୍ଜିନିୟରିଂ ଡିଗ୍ରୀ ଧାରୀ ଥିଲେ ମଧ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ପାଇଁ ଆବେଦନ କରିପାରୁ ନାହାଁନ୍ତି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଠାରୁ ପରୀକ୍ଷା ପରିଚାଳନା…
ଚାକିରି ଦେବା ନାଁରେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ ଅଭିଯୋଗ
ଉଦଳା: ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଚାକିରି ଦେବା ନାଁରେ ବାଙ୍ଗିରୁପୋଷୀରୁ ଗାଡ଼ିରେ ଉଠାଇ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
କମ୍ପାନୀରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଗାଡ଼ିରେ…