Browsing Category
ରାଜ୍ୟ
ଦେଓମାଳି ପର୍ବତକୁନେଇ କ’ଣ କହିଲେ ତାରା….
ଭୁବନେଶ୍ୱର:ଦେଓମାଳି ପର୍ବତକୁ ନେଇ ଜୋର ଧରିଛି ରାଜନୀତି । ବିଧାନସଭା ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ମନ୍ତ୍ରୀ…
ଆଇପିଏସ ଓପିଏସ ଅଫିସର ସ୍ତରରେ ବଦଳି: ପ୍ରହ୍ଲାଦ ମୀନା ବୌଦ୍ଧର ଏସପି, ପ୍ରମୋଦ ରଥ ଦେବଗଡ଼ ଏସପି
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟ ସରକାର ଆଇପିଏସ୍ ଏବଂ ଅଫିସର ସ୍ତରରେ ବରିଷ୍ଠ ଓପିଏସ୍ ଅଦଳବଦଳ କରିଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି…
ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ଚିନ୍ତାରେ ଚାଷୀ, ମରୁଡ଼ି ସମ୍ଭାବନା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ସପ୍ତାହେ ହେବ ବର୍ଷାର ଦେଖାନାହିଁ । ଧାରା ଶ୍ରାବଣରେ ଡହଡହ ଖରା । ବହୁ ସ୍ଥାନରେ ଚାଷଜମି ଫାଟିଗଲାଣି । ତଳି ଜଳିଗଲାଣି । ଗଜା ମରୁଡ଼ିର…
ଭିଜିଲାନ୍ସ ହାବୁଡ଼ରେ ମହିଳା RI, ନେଉଥିଲେ ୧୦ ହଜାର ଲାଞ୍ଚ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଆରଆଇ । ବାଲେଶ୍ୱର ଥାନା ବଇଞ୍ଚା ଆରଆଇ ଡଲି ସେଠୀ ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର କରାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ…
କଳିଙ୍ଗ ଷ୍ଟାଡିୟମ ପାଲଟିଲା ବ୍ୟାଟଲ ଗ୍ରାଉଣ୍ଡ : ମ୍ୟାଚ ବେଳେ ଖେଳାଳି ହାତାହାତି
ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଘଟିଯାଇଛି ଅଦ୍ଭୁତପ୍ରକାର ଘଟଣା । ବିଶ୍ୱ ପ୍ରସିଦ୍ଧ ହକି ଗ୍ରାଉଣ୍ଡ ପାଲଟିଯାଇଛି ବ୍ୟାଟଲ ଗ୍ରାଉଣ୍ଡ । ନେପାଳ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ସମୟରେ ଖେଳାଳିମାନଙ୍କ…
OPS ସ୍ତରରେ ଅଦଳବଦଳ: ସୁଦାମ ସାହୁ ହେଲେ ଭୁବନେଶ୍ୱର-କଟକ କ୍ରାଇମ୍ DCP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ସେବା (ଓପିଏସ୍) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର…
ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ
ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଅନେକ ସମୟରେ ସାମ୍ନାକୁ ଆସୁଥିବାବେଳେ, ଏବେ ପୁଣି ଏକ ବଧୂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ବିବାହାର ଦୁଇ ମାସ ନପୁରୁଣୁ ଶ୍ୱଶୁର ଘରୁ ବୋହୂ ଅପରାଜିତାଙ୍କ ଶବ ଉଠିଛି ।…
ସୁନ୍ଦରୀଙ୍କ ପ୍ରେମରେ ପଡ଼ି ହରାଇଲେ ଲକ୍ଷ ଲକ୍ଷ ଟଙ୍କା, ମ୍ୟାଟ୍ରିମୋନିରେ ସ୍ୱପ୍ନର ସୁନ୍ଦରୀ ଖୋଜି ଫସିଗଲେ
କଟକ: ସବୁ ପୁରୁଷ ଚାହିଥାନ୍ତି ତାଙ୍କୁ ମନ ପସନ୍ଦର ସାଥୀ ଜଣେ ମିଳନ୍ତୁ । ଝିଅ ଟିଏ ମଧ୍ୟ ମନର ମଣିଷ ପାଇଁ ବେଶ୍ ଆଶାବାଦୀ ଥାନ୍ତି । କିନ୍ତୁ ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରେନାହିଁ । ବର୍ତ୍ତମାନର…
ଜବତ ହୋଇଥିବା ହାତୀ କଙ୍କାଳର ହେବ ଡିଏନଏ ଟେଷ୍ଟ, ଆମେରିକାରୁ ଆସିଲା କିଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅନେକ ସମୟରେ ହାତୀ ମୃତ୍ୟୁକୁ ଅନେକ ବିବାଦ ଦେଖାଦେଇଛି । ଗୋଟିଏ ପଟେ ହାତୀକୁ ଗୁଳିକରି ଶିକାର କରାଯାଉଥିବାବେଳେ, ଅନ୍ୟପଟେ ହାତୀ କଙ୍କାଳ ମଧ୍ୟ ଉଦ୍ଧାର ହୋଇଛି । ଯାହାକୁ ନେଇ…
ତ୍ରୁଟି ସଂଶୋଧନ କରିଲେ ମନ୍ତ୍ରୀ
ଭୁବନେଶ୍ୱର: ତ୍ରୁଟି ସଂଶୋଧନ କରିଲେ ମନ୍ତ୍ରୀ । କହିଲେ ଯାହା କହିଦେଇଛି ଭୁଲରେ କହିଦେଇଛି । ଦେଓମାଳି ଓଡିଶାର ଆଉ ଓଡିଶାର ହିଁ ରହିବ । ମୁଁ ଯେଉଁ ମନ୍ତବ୍ୟ ଦେଇଥିଲି ତାହାକୁ ଭୁଲ ଥିଲା ବୋଲି କହିଛନ୍ତି ପର୍ଯ୍ୟଟନ…