Browsing Category
ରାଜ୍ୟ
ଦୁବାଇରେ ମୁଖ୍ୟମନ୍ତ୍ରୀ: ୨୯ରେ ପୁଞ୍ଜିପତି ଓ ନିବେଶକାରୀଙ୍କ ସହ ଆଲୋଚନ କରିବେ ନବୀନ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଇଟାଲୀ ଗସ୍ତ ଶେଷ କରି ରବିବାର ରାତିରେ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ମେକ୍ ଇନ୍ ଓଡ଼ିଶା…
ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଓ ଦୁଷ୍କର୍ମ ଅଭିଯୋଗ : ଯୁବକଙ୍କୁ କୋର୍ଟ୍ ଚାଲାଣ କଲା ପୁଲିସ
ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍) : ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଜଣେ ଯୁବତିଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ସହ ତାର ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ହୋଇଛି। ଏହି ମାମଲାରେ କୋରାପୁଟ ଜିଲ୍ଲା…
ରଥଯାତ୍ରା ପାଇଁ ବସ୍ ଧର୍ମଘଟ ସ୍ଥଗିତ, ଦାବି ପୂରଣ ପାଇଁ ସରକାରଙ୍କୁ ଏକ ମାସ ସମୟ ଦେଲେ ବସ୍ ମାଲିକ ସଂଘ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ବିଭିନ୍ନ ଦାବି ନେଇ ଜୁଲାଇ ୧ ତାରିଖରୁ ବସ୍ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ବସ୍ ମାଲିକ ସଂଘ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବସ୍ ଧର୍ମଘଟ ଜୁଲାଇ ୩୧ ତାରିଖ…
ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା: ଚାଲିବ ୨୦୫ ଟେନ୍
ପୁରୀ: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଆଉ ରହିଛି ଦିନ କେଇଟା । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି…
ମୋତେ କ’ଣ ଭାବିଛ କି, ମୁଁ ଜଣେ ଅଟୋବାଲା: ନା…ନା…ନା… ମୁଁ ଟୁଙ୍ଗୁରୁ ଭୋଳ କରିବି ଖେଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଅଟୋ ଡ୍ରାଇଭରକୁ ରାତାରାତି ହିରୋ ପାଲଟି ଯାଇଥିବା ଟୁଙ୍ଗୁରୁ ଭୋଳ ବିଷୟରେ ଆଜି କିଏ ବା ନ ଜାଣେ । ଏମ୍ସ ମେଡିକାଲକୁ ଅଟୋ ନେଇ ଯାଉଥିବା ସମୟରେ ଟୁଙ୍ଗୁରୁଙ୍କର ଦେଖା ହୁଏ ବର୍ଷା…
ଦେଶର ଶ୍ରେଷ୍ଠ ମେଡିକାଲ କଲେଜ, ରାଙ୍କ୍ ୨୦ ରେ ଏମ୍ସ ଭୁବନେଶ୍ୱର
ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର । ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ…
(Video) ସାବଧାନ, ମନ୍ତ୍ରୀ ଆସୁଛନ୍ତି: ଗଣଶିକ୍ଷା ମନ୍ତ୍ରୀଙ୍କ ବାଣରେ ଥରହର ହେଲେଣି ରାଜ୍ୟର ଅଳସୁଆ ଶିକ୍ଷକ, ଶିକ୍ଷୟିତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆଉ ତ୍ରାହି ନାହିଁ । ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…
ପୁଣି ବଡ଼ମ୍ବା ରେଞ୍ଚରୁ ମଳିଲା ହାତୀ କଙ୍କାଳ
ନରସିଂହପୁର: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ଉଠିଛି ପ୍ରଶ୍ନ । ବିଭିନ୍ନ ସ୍ଥାନରେ ହାତୀ ମୃତ୍ୟୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ନିକଟରେ ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିକରି ହତ୍ୟା, ସେହି ନରସିଂହପୁର ବଡ଼ମ୍ବା…
ଆସନ୍ତା ମାସ ୩ରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ ଦେଖିବାକୁ ମିଳିବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ମାସ ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।…
ରାଇମୋହନଙ୍କ ମୃତ୍ୟୁକୁ ନେଇ ଫିଟୁଛି ଗୁମର: ପରିବାର ସଦସ୍ୟ ସମେତ ୧୨ ଜଣଙ୍କୁ ଜେରା
ଭୁବନେଶ୍ୱର: ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ ଉଠୁଛି ପରଦା । ଅଭିନେତାଙ୍କ ମୃତ୍ୟୁର ଅଡୁଆ ସୂତା ଖିଅକୁ ଖୋଲୁଛି ପୋଲିସ । ଓଲିଉଡର ବରିଷ୍ଠ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛର କାରଣ ଖୁବ ଶୀଘ୍ର ଜଣାପଡିବ…