Browsing Category
ରାଜ୍ୟ
ଆଧାର ତଥ୍ୟ ରହିବ ସୁରକ୍ଷିତ, ଆପଣାନ୍ତୁ ଏହି ପଦକ୍ଷେପ
ନୂଆଦିଲ୍ଲୀ: ଆଧାର ତଥ୍ୟ ସୁରକ୍ଷାକୁ ନେଇ ପୁଣି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ନିକଟରେ ୟୁଆଇଡିଏଆଇ ଦ୍ୱାରା ଆଧାର କାର୍ଡ ଫଟୋକପି କୌଣସି ସଂସ୍ଥାନରେ ନ ଦେବାକୁ କୁହାଯାଇଥିଲା ଏବଂ…
ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଆଜିଠୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ +୨ ଖାତାଦେଖା ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧୩ରୁ ୨୨ ଯାଏଁ ୨ୟ…
ମୌସୁମୀ ଦୁର୍ବଳ; ମୌସୁମୀକୁ ଚାହିଁ ଚାହିଁ ଚାଷୀ ନିରାଶ। ନିର୍ଦ୍ଧାରିତ ସମୟରେ ଓଡ଼ିଶା ଛୁଇଁନପାରେ ମୌସୁମୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବଳ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତେଣୁ ମୌସୁମୀ ଆଗକୁ ବଢ଼ିବା ସମ୍ଭବପର ହୋଇପାରୁ ନାହିଁ। ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ ପାଣିପାଗ ବିଭାଗ କିଛି ବି ଆକଳନ କରିପାରୁନି।…
୨ ଦିନ ଘଡ଼ଘଡ଼ି ସହ ବର୍ଷା, ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ପାଣିପାଗ ବିଭାଗ
ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଦକ୍ଷିଣ ବାଂଲାଦେଶ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା…
ଜଗତସିଂହପୁରର ଷ୍ଟାଫ୍ ନର୍ସ ପାଇବେ ଫୋରେନ୍ସ ନାଇଟିଙ୍ଗେଲ ପୁରସ୍କାର, ଟିଟ୍ କରି ସୂଚନା ଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଜଗତସିଂହପୁର ଜିଲ୍ଲାର ଜଣେ ନର୍ସ । ଜିଲ୍ଲା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିବା ଖୁଲଣା ବାରିକ ଏହି ସୌଭାଗ୍ୟ ଲାଭ…
୫ଟି ସ୍କୁଲ ରୂପାନ୍ତରଣ: ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେଲା ରାଜ୍ୟର ୨୯୦୮ଟି ସ୍କୁଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୦ଟି ହାଇସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ…
(Video) ରାଜନୀତିରେ ସିଲଭର ଜୁବିଲି: ନବୀନଙ୍କ ରାଜନୈତିକ କ୍ୟାରିୟର ୨୫ ବର୍ଷ ଛୁଇଁଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜନୀତିରେ ସିଲଭର ଜୁବିଲି ପାର କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ 22 ବର୍ଷ ଧରି ରହି ଆସିଥିବା ନବୀନଙ୍କ ରାଜନୈତିକ କ୍ୟାରିୟର 25 ବର୍ଷ ଛୁଇଁଛି।…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା
କଟକ(ଓଡ଼ିଶା ଭାସ୍କର): ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍ ବନ୍ଦ ନେଇ ହାଇକୋର୍ଟରେ ମାମଲା । ମ୍ୟାଚ୍ ବନ୍ଦ ପାଇଁ ଦାୟକ ହୋଇଛି ଜନସ୍ୱାର୍ଥ ମାମଲା । ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର…
ପୁରୀ ସମୁଦ୍ର କୂଳରେ ଲାଗିଲା ଶିବଲିଙ୍ଗର ଶିଳା, ଦେଖନ୍ତୁ Video
ପୁରୀ,(ଓଡ଼ିଶା ଭାସ୍କର): ପୁରୀ ବେଳାଭୂମିରେ ଶିବଲିଙ୍ଗର ଶକ୍ତି ଶିଳା। ସ୍ଥାନୀୟ ପ୍ରାଚୀ ହୋଟେଲ ନିକଟସ୍ଥ ସମୁଦ୍ର କୂଳରେ ଏକ ଶିବଲିଙ୍ଗର ଶକ୍ତି ବା ତଳ ଅଂଶ ଉଦ୍ଧାର ହୋଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼…