Browsing Category
ରାଜ୍ୟ
ଓଡ଼ିଶାରେ ଗରମ ଅସମ୍ଭାଳ: ୪୪ ଡିଗ୍ରୀ ଟପିଲା ଦୁଇ ସହର, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପରିସ୍ଥିତି ଏପରି ହୋଇଛି ଜନସାଧାରଣ ପ୍ରବଳ ଗରମରେ ଘରୁ ବାହାରକୁ ଗୋଡ଼ କାଢ଼ି ପାରୁନାହାନ୍ତି । ତେବେ କିଛି ଦିନର ନିରବତା…
ଏଣିକି ରାସ୍ତାରେ ଯିଏ ଆବର୍ଜନା ପକାଇବ, ସିଏ ଗଣିବ ଫାଇନ୍: BMC ପକ୍ଷରୁ ଆରମ୍ଭ ହେଲା ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଅଭିଯାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ରାସ୍ତାରେ ଅଳିଆ, ଆବର୍ଜନା ପକାଉଛନ୍ତି କି? ଯଦି ପକାଉଛନ୍ତି ତେବେ ତୁରନ୍ତ ସାବଧାନ ହୋଇଯାଆନ୍ତୁ । କିଛି ଲୋକ ସର୍ବସାଧାରଣ ସ୍ଥାନରେ ଇଟା, ମାଟି ପଥର, ବର୍ଜ୍ୟବସ୍ତୁକୁ ଗଦା କରି…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ଘୋଷଣା: ନୂଆ ସଦସ୍ୟରେ ଅଛନ୍ତି ନବୀନ ପଟ୍ଟନାୟକ
ନୂଆଦିଲ୍ଲୀ: ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ନୂଆ ସଦସ୍ୟ ନାଁ ଘୋଷଣା କରାଯାଇଛି । ନୂଆ ସଦସ୍ୟଙ୍କ ନାଁ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୪ ମନ୍ତ୍ରୀ ଓ…
ମାର୍କେଟ ବିଲ୍ଡିଂର ଦୋକାନ ସିଲ୍, ଜାଣନ୍ତୁ କାହିଁକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂର କିଛିି ଦୋକାନକୁ ଆଜି ସିଲ୍ କରାଯାଇଛି । ଟଙ୍କା ବକେୟା ରଖିଥିବାରୁ ଦୋକାନ ସିଲ୍ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୩୧ଟି ଦୋକାନ ଏପର୍ଯ୍ୟନ୍ତ…
ନୂଆପଡ଼ାରେ ଦିନ ଦ୍ୱିପ୍ରହରରେ ବାପ-ପୁଅଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ
ନୁଆପଡ଼ା: ବାଇକରେ ଯାଉଥିବା ବାପପୁଅଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଛରୁ ଆସୁଥିବା ଏକ ଦ୍ରୁତଗାମୀ କାରରୁ ଗୁଳି କରାଯାଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପପୁଅ ଆହତ ହୋଇଛନ୍ତି ।…
‘ମଙ୍କିପକ୍ସ’ ଓ ‘ଟମାଟୋ ଫ୍ଲୁ’କୁ ନେଇ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପରେ ପରେ ଏବେ ମଙ୍କିପକ୍ସ ଆତଙ୍କ ଖେଳାଇବାରେ ଲାଗିଲାଣି । ଏହାରି ମଧ୍ୟରେ ମଙ୍କିପକ୍ସକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାଙ୍କ କହିବା ମୁତାବକ,…
ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ନେଇ ଫେରାର ହୋଇଥିଲେ ପ୍ରେମିକ, ଦୁଷ୍କର୍ମ ପରେ ୭୦ ହଜାର ଟଙ୍କାରେ ବିକି ଦେଲେ,ଏମିତି ଗୁଜୁରାଟରୁ…
ନବରଙ୍ଗପୁର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଜଣେ ଯୁବତୀଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅପହରଣ ହୋଇଥିବା ଯୁବତୀଙ୍କ ଅନୁସାରେ କଳାହାଣ୍ଡି ଜିଲ୍ଲା…
ରଥଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ନାହାକା ଓ ଚକ ନିର୍ମାଣ
ପୁରୀ (ଭାସ୍କର ନ୍ୟୁଜ୍) : ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ କରାଯିବା ପରେ ତହିଁ ପରଦିନଠାରୁ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ…
ଆଜିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ, ୧୦ରୁ ୧୨ଦିନ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ମାଟ୍ରିକ୍ ଖାତା ମୂଲ୍ୟାୟନ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍(ଏଚ୍ଏସ୍ଇ) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା…